Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଆଧୁନିକ ଯୁଗରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି ରୋଗର ମୁଖ୍ୟ କାରଣ ହେଉଛି ଚାପ ଏବଂ ଅନିୟନ୍ତ୍ରିତ ଖାଦ୍ୟପେୟ। ଏହା ସହିତ, ଅନିୟମିତ ରୁଟିନ୍ ମଧ୍ୟ ଉଚ୍ଚ ରକ୍ତଚାପକୁ ଆହୁରି ବଢାଇଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଧମନୀରେ ରକ୍ତଚାପ ବୃଦ୍ଧି ହେତୁ ମଣିଷ…

ବଢିଲାଣି ଖରା, ଆପଣଙ୍କ କଲେକ୍ସନରେ ନିହାତି ରଖନ୍ତୁ ଏହି ପାଞ୍ଚ ପ୍ରକାରର ସନଗ୍ଲାସ

ସନଗ୍ଲାସ ଯେ କେବଳ ଆପଣଙ୍କୁ ଖରା ପ୍ରକୋପରୁ ରକ୍ଷା କରିଥାଏ ତା ନୁହେଁ, ଏହା ଏକ ଷ୍ଟାଇଲିସ ଏବଂ ଟ୍ରେଣ୍ଡି ଲୁକ୍ ପ୍ରଦାନ କରିଥାଏ । ଦିନଥିଲା ଆମେ ସନଗ୍ଲାସ ର ବ୍ୟବହାର ଆଖିକୁ ଅତି ବାଇଗଣି ରଶ୍ମିରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପିନ୍ଧୁଥିଲୁ, ହେଲେ ସେଦିନ ଏବେ ଗଲାଣି । ଯଦି ଆପଣ…

ଜାଣନ୍ତୁ ଗ୍ରୀଷ୍ମଋତୁରେ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ? ବିଶେଷ କରି ଖରାଦିନେ ଥଣ୍ଡା ଜାତୀୟ ଖାଦ୍ୟ ଶରୀର ପାଇଁ ଅଧିକ ଉପଯୋଗୀ ହୋଇଥାଏ। ଆହୁରି ମଧ୍ୟ, ଏହି ଋତୁରେ ମସଲାଯୁକ୍ତ କିମ୍ବା ଭାରୀ ଜିନିଷ ଖାଇବା ଦ୍ୱାରା ଉଦର ଜନିତ ସମସ୍ୟା ଦେଖାଯାଇପାରେ। ତେବେ ଜାଣନ୍ତୁ ଖରାଦିନେ…

ଆଜି ବିଶ୍ୱ କିଡନୀ ଦିବସ: ଜାଣନ୍ତୁ ରୋଗର ଲକ୍ଷଣ ବିଷୟରେ

ଦିନକୁ ଦିନ ଭାରତରେ କିଡନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କେବଳ ଆମ ରାଜ୍ୟରେ ଦୁଇ ଲକ୍ଷରୁ ଅଧିକ କିଡନୀ ରୋଗୀ ଥିବା ବେଳେ ବର୍ଷକୁ ୪୦୦ରୁ ଅଧିକ ଜଣଙ୍କର ଏହି ରୋଗରେ ମୃତ୍ୟୁ ହୋଇଥାଏ । ଲୋକଙ୍କୁ ଏ ନେଇ ସଚେତନ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖକୁ ବିଶ୍ୱ କିଡନୀ ଦିବସ ରୂପେ…

ପୁଣି ଫେରୁଛି ଏକବିଂଶ ଶତାବ୍ଦୀର ଲୋକପ୍ରିୟ ଟ୍ରେଣ୍ଡ୍‌…

ନୂଆଦିଲ୍ଲୀ: ଫ୍ୟାଶନ୍‌ ବିୟୁଟିକୁ ନେଇ ବର୍ତ୍ତମାନ ସମୟରେ ଅନେକ ଟ୍ରେଣ୍ଡ୍‌ ବାହାରିଲାଣି। ତେବେ ଏହି ଦୁଇ ଦଶନ୍ଧି ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଅନେକ ପରୀକ୍ଷଣ ମଧ୍ୟ ଘଟିଛି। ତେବେ ପୁଣି ଥରେ ଏବେ ଏକବିଂଶ ଶତାବ୍ଦୀର ଲୋକପ୍ରିୟ ଟ୍ରେଣ୍ଡ୍‌ ଫେରୁଛି। ଏକବିଂଶ ଶତାବ୍ଦୀର ଏକ…

ଜାଣନ୍ତୁ କ‌ରୋନା ଟିକା ନେବା ପରେ କେଉଁ ଖାଦ୍ୟ ଖାଇବା ଉଚିତ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ମଧ୍ୟ କରୋନା ଟିକା ନେଇଛନ୍ତି। ଏହା ବ୍ୟତୀତ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମଧ୍ୟ କରୋନା ଟିକା ଗ୍ରହଣ କରିଛନ୍ତି। ତେବେ କରୋନା…

ଖରା ଦିନେ କେମିତି ଦେଖାଯିବେ ଟ୍ରେଣ୍ଡି ଏବଂ ଷ୍ଟାଇଲିସ୍ …

ଶୀତ ଆଉ ନାହିଁ, ଫେବ୍ରୁଆରୀ ମାସ ନ ସରୁଣୁ ଖରାର ପ୍ରକୋପ ବି ବଢିଲାଣି । ତେଣୁ ଏବେ ଖରାକୁ ଦେଖି ନିଜର ଡ୍ରେସ ଚୁଜ୍ କରିବାର ସମୟ ଆସିଗଲାଣି । ଋତୁ ଅନୁସାରେ ବଦଳାଇବାକୁ ପଡିଥାଏ ଫ୍ୟାଶନ । ତେବେ ଖରା ଦିନେ କଣ ପିନ୍ଧିଲେ ଆପଣ ଷ୍ଟାଇଲିସ ଏବଂ ଫ୍ୟାସନେବଲ୍ ଦେଖାଯିବେ । ଏହା ସହିତ କେଉଁ…

ଖରାଦିନରେ ଏହିଭଳି ନିଅନ୍ତୁ ନିଜର ଯତ୍ନ; ଶରୀରରୁ କମ୍ ହେବ ନାହିଁ ଜଳିୟାଂଶ

ଭୁବନେଶ୍ୱର: ମାଘ ମାସ ନସରୁଣୁ ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରବଳ ଗ୍ରୀଷ୍ଣ ପ୍ରଭାବ। ଲୋକେ ଘରୁ ବାହାରକୁ ବାହାରିିବାକୁ ଡରୁଛନ୍ତି ।କିନ୍ତୁ ଯେତେ ଖରା ହେଲେ ବି ଦୈନଦିନ କାର୍ଯ୍ୟ ତ କରିବାକୁ ପଡିଥାଏ । ଖରାକୁ ଅଟକାଇ ହେବନାହିଁ ମାତ୍ର ଏହା ଦାଉରୁ ନିଜକୁ କିପରି ରକ୍ଷା କରିବା ଆସନ୍ତୁ…

ଖାଲି ପେଟରେ ଚା’ ପିଉଛନ୍ତି କି? ହୋଇପାରେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

ଭୁବନେଶ୍ୱର: ଅନେକଙ୍କ ଘରେ ଚା' ରୁ ଆରମ୍ଭ ହୁଏ ସକାଳ । ଅନେକ ଘରର ଚା'ର ଚାହିଦା ଢେର ଅଧିକା। କିଛି ଲୋକ ତ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ତେବେ ଅନେକ ଲୋକ ସକାଳୁ ଉଠୁ ଉଠୁ ଖାଳିପେଟରେ ଚା ପିଇବା ଆରମ୍ଭ କରି ଦିଅନ୍ତି। ମାତ୍ର…

ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହୁଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା,ଯାଇଥାଏ। ଗୋଟିଏ ସ୍ଥାନରେ କିମ୍ବା କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ଧରି ପର୍ଯ୍ୟନ୍ତ ବସି ରହିବା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ଏଥି ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ…