Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ସମ୍ ଅଲ୍ଟିମେଟରେ ହେଉଛି ଫୁଡ ଫେଷ୍ଟିଭାଲ

ଭୁବନେଶ୍ୱର: ଆସନ୍ତା କାଲି ସମ୍ ଅଲ୍ଟିମେଟ ମେଡିକେୟାରରେ ଫୁଡ ଫେଷ୍ଟିଭାଲ ଆରମ୍ଭ ହେଉଛି । ଆଧୁନିକ ଜୀବନଶୈଳୀରେ ପୋଷଣଯୁକ୍ତ ଖାଦ୍ୟର ଗୁରୁତ୍ୱ ବୁଝାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏବେର ଜୀବନଶୈଳୀରେ ଖାଦ୍ୟ, ପାନୀୟ ଦୈନନ୍ଦିନ ଜୀବନରେ ସୁସ୍ଥ ରୁଟିନରୁ ବାହାରେ । ଖାଦ୍ୟାବଳୀର ଯୋଜନା,…

ବିଶ୍ୱ ଜଳ ଦିବସ: କେମିତି ପାଣି ହେଲା ଦେଶର ବଡ ବ୍ୟବସାୟ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜଳ ଏପରି ଏକ ପ୍ରାକୃତିକ ସମ୍ପଦ ଯାହା କେବଳ କୃଷି ଉଦ୍ଦେଶ୍ୟରେ କିମ୍ବା ପିଇବା ପାଇଁ ବ୍ୟବହୃତ ହୁଏ ନାହିଁ ବରଂ ଏହା ଜୀବନ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଳ ବିନା ଜୀବନ ଅସମ୍ଭବ। ତେଣୁ କୁହାଯାଏ ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ବି ସୃଷ୍ଟି ନାଶ ।…

ଭାଇଜାନଙ୍କ ହାତରେ କାମୁଡ଼ିଲା ସାପ

ମୁମ୍ବାଇ: ବଲିଉଡର ଭାଇଜାନଙ୍କୁ କାମୁଡ଼ିଲା ସାପ । ବିଳମ୍ବିତ ରାତିରେ ହସ୍ପିଟାଲରେ ହେଲେ ଭର୍ତ୍ତି । ବାର୍ଥଡେ ସେଲିବ୍ରେସନ ସମୟରେ ଘଟିଲା ଅଘଟଣ । ସୂଚନା ଅନୁସାରେ, ଭେଟେରାନ ଅଭିନେତା ସଲମାନ ଖାନ୍ ପାନବେଲ ସ୍ଥିତ ଫାର୍ମ ହାଉସରେ ଥିଲା ବେଳେ ଶନିବାର ତାଙ୍କ ହାତକୁ ଏକ ସାପ କାମୁଡ଼ି ଦେଇଥିଲା…

ହୃଦରୋଗ ଆଶଙ୍କା କମ୍ କରିବ ଅଖରୋଟ

ଭୁବନେଶ୍ୱର : ନିଜକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ। ଏବେ ଆପଣ ଅଖରୋଟ ଖାଇଲେ ନଜକୁ ହୃଦ ରୋଗ କବଳରୁ ରକ୍ଷା କରିପାରିବେ।ଯଦି ଆପଣ ପ୍ରତିଦିନ ଅଧା କପ୍ ଅଖରୋଟ ଖାଆନ୍ତି, ତେବେ ହୃଦରୋଗ ହେବାର ଆଶଙ୍କା କମିଯାଏ । କୋଲେଷ୍ଟ୍ରଲ ୮.୫ ପ୍ରତିଶତ କମିଯାଏ। ହସ୍ପିଟାଲ୍ କ୍ଲିନିକ୍ ଡି…

ଚା’ର ସ୍ୱାଦ ବଢାଇବ ସ୍ପେଶାଲ ମଶଲା

ଭୁବନେଶ୍ୱର : ଚା’ର ସ୍ୱାଦ ବଢାଇବା ପାଇଁ କିଛି ମଶଲା ବ୍ୟବହାର କରନ୍ତୁ। ଯାହା ଚା’କୁ ଆହୁରି ସ୍ୱାଦିଷ୍ଟ କରିଥାଏ। ଆଜି କାଲି ବ୍ୟସ୍ତ ବହୁଳ ଜୀବନ ଶୈଳୀରେ ଚା’ଟିକେ ନିହାତି ଦରକାର। ଆଉ କିଛି ଲୋକଙ୍କ ପାଇଁ ଏହି ଚା’ ଯେମତି ନିତିଦିନିଆ ପିଇବା ଦରକାର। ତେବେ ଚା’କୁ ଅଧିକ ସ୍ୱାଦିଷ୍ଟ କରିବା…

ଆସନ୍ତୁ ୨୦୩୦ ସୁଦ୍ଧା ବିଶ୍ୱକୁ ହେପାଟାଇଟିସ୍ ମୁକ୍ତ କରିବା

ଡ. ମନୋଜ କୁମାର ସାହୁ  ହେପାଟାଇଟିସ୍ ଯକୃତର ଏକ ସଂକ୍ରମଣ ଯାହା ଆଜି ପୃଥିବୀରେ ଏକ ଭୟଙ୍କର ବ୍ୟାଧିରେ ପରିଣତ ହୋଇଛି । ଭାଇରାଲ୍ ହେପାଟାଇଟିସ୍‌ର ମୁଖ୍ୟ ଭାଇରସ୍‌ ଗୁଡ଼ିକ ହେଲା ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ । ଏହି ରୋଗ ବର୍ତମାନ ଭାରତ ତଥା ସାରା ବିଶ୍ୱରେ ଚିନ୍ତାର କାରଣ…

ମହିଳା ଦୀର୍ଘାୟୁ; ସୁସ୍ଥ ବଞ୍ଚନ୍ତି ପୁରୁଷ

ନୂଆଦିଲ୍ଲୀ: ବଦଳୁଥିବା ସମୟ, ପରିବର୍ତ୍ତିତ ପାଣିପାଗ, ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ଓ ମେଡିସିନର ବହୁଳ ବ୍ୟବହାର ମଣିଷର ଆୟୁ କମାଇଦଇଛି। ଓ୍ଵାର୍ଲଡ ହେଲଥ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁସାରେ ଭାରତରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ହାରାହାରି ୩ ବର୍ଷ ଅଧିକ ବଞ୍ଚନ୍ତି। କିନ୍ତୁ ଉତ୍ତମ…

ଅବହେଳା କରନ୍ତୁନାହିଁ! କରୋନା ପରେ କିଡନୀ ରୋଗ ବି ହୋଇପାରେ

ଭୁବନେଶ୍ଵର: କରୋନା ଫୁସଫୁସକୁ ଆକ୍ରମଣ କରୁଛି। ଏ ସାଂଘାତିକ ଭାଇରସ୍ ଗଳାରୁ ବାହାରି ଫୁସଫୁସକୁ ଗଲେ, ରୋଗୀ ଗୁରୁତର ହେଉଛି। କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ  ହେଉଛି। କିନ୍ତୁ ସୁସ୍ଥ ହେଉଥିବା ଲୋକ ବି ନିରାପଦ ନୁହନ୍ତି। କରୋନାରୁ ସୁସ୍ଥ ହେବା ପରେ ଅନ୍ୟ ରୋଗର ଶିକାର ହେଉଛନ୍ତି। କରୋନା…

ଅଣଲାଭକାରୀ ଡାକ୍ତରଖାନାର ଚିହ୍ନଟ ଓ ବିକାଶ ଉପରେ ନିତି ଆୟୋଗଙ୍କ ଗୁରୁତ୍ଵ

ନୂଆଦିଲ୍ଲୀ: ଦେଶରେ ଥିବା ଅଣଲାଭାକାରୀ ଡାକ୍ତରଖାନାଗୁଡ଼ିକର ଚିହ୍ନଟ ଓ ସେଗୁଡ଼ିକର ପରିଚାଳନା ଶୈଳୀକୁ ଗୁରୁତ୍ଵ ଓ ଭଲ ପ୍ରଦର୍ଶନ କରୁଥିବା ଏଭଳି ବର୍ଗର ଡାକ୍ତରଖାନାକୁ ପ୍ରୋତ୍ସାହନ ଉପରେ ଗୁରୁତ୍ଵ ଦେଇଛନ୍ତି ନିତି ଆୟୋଗ। ଦେଶରେ ମୁଖ୍ୟତଃ ୩ ପ୍ରକାର ଡାକ୍ତରଖାନା ଅଛି। ପ୍ରଥମେ ସରକାରୀ…

ବଜାରକୁ ଆସିଲା କରୋନା ଔଷଧ ‘ଟୁ-ଡିଜି’

ହାଇଦ୍ରାବାଦ: କରୋନା ଯୁଦ୍ଧରେ ଏକ ଅମୋଘ ଅସ୍ତ୍ର ହେବ ବୋଲି ଆଶା କରାଯାଉଥିବା  ଔଷଧ ‘୨-ଡିଜି’ର ବଜାରରେ ଉପଲବ୍ଧ ହେବା ଆମ୍ଭ ହୋଇଛି। ତେବେ ପ୍ରଥମେ ଏହା କେବଳ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ଯୋଗାଣ ହେବ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଉପଲବ୍ଧ ହେବ ବୋଲି ଏହା…