Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଏହି ରୀତିନୀତି ସହ ନିୟମିତ କରନ୍ତୁ ସୂର୍ଯ୍ୟ ଦେବଙ୍କୁ ପୂଜା: ପାଇବେ ମନୋବାଞ୍ଛିତ ଫଳ

ଭୁବନେଶ୍ୱର: ହିନ୍ଦୁ ଧର୍ମର ଚଳନ୍ତି ପ୍ରତିମା ସୂର୍ଯ୍ୟ ଦେବ । ସୂର୍ଯ୍ୟ ଦେବତାଙ୍କ ପାଇଁ ରବିବାରଟି ସମର୍ପିତ ଅଟେ। ମାତ୍ର ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବାର କିଛି ସାଧାରଣ ନିୟମ ଓ କାରଣ ମଧ୍ୟ ରହିଛି। ଜାଣନ୍ତୁ... ନିୟମିତ ସ୍ନାନ ପରେ ପ୍ରାତଃ କାଳରେ…

ପିଲାମାନେ କାହିଁକି କରନ୍ତି ଆତ୍ମହତ୍ୟା ଭଳି ବଡ ଭୁଲ୍ ?

ଭୁବନେଶ୍ୱର: ସାଧାରଣତଃ ଅନେକ ସମୟରେ ଖବର ଶୁଣିବାକୁ ମିଳେ କି ଖୁବ୍ କମ୍ ବୟସର ପିଲାମାନେ କୌଣସି ନା କୌଣସି କାରଣରୁ ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ଉଠାଇଥାନ୍ତି । କିନ୍ତୁ କେବେ ଚିନ୍ତା କରିଛନ୍ତି ସେମାନେ ଏହି ରାସ୍ତାକୁ କାହିଁକି ଚୟନ କରିଥାନ୍ତି ? ଆଜି ଆମେ ଆପଣଙ୍କୁ ଏହାର କିଛି ମୁଖ୍ୟ…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବ ଏହି ୩ ଟି ଯୋଗାସନ !

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଢେର ଅଧିକ । ମାତ୍ର କରୋନା ମହାମାରୀକୁ ଦୃଷ୍ଟିରେ ରଖିଲେ ଏହାର ଆବଶ୍ୟକତା ଆହୁରି ଅନେକ ବଢି ଯାଇଛି । କରୋନା ସହ ଲଢ଼ିବାକୁ ଆମକୁ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତି। ତେବେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇ…

ସାବଧାନ! ଅଧିକ ସମୟ ଧରି ହେଡଫୋନ ବ୍ୟବହାର କରୁଥିଲେ ଜାଣି ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟତଃ ଆମେ ସମସ୍ତେ ମୋବାଇଲ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମୋବାଇଲ ବିନା ଯେପରି ଆମର ଜୀବନ ଆଉ କଳ୍ପନା କରିବା ସମ୍ଭବ ନୁହେଁ । ମୋବାଇଲ ସାଙ୍ଗକୁ ରହିଛି ଏହାର ହେଡଫୋନ । ଯାହାକୁ ଦେଖନ୍ତୁ କାନରେ ହେଡଫୋନ ନହେଲେ ଇୟରଫୋନ । କାନରେ ହେଡଫୋନ କିମ୍ବା ଇୟରଫୋନ…

ଆପଣାନ୍ତୁ ଏହିସବୁ ବାସ୍ତୁ ନିୟମ: ଘରୁ ଦୂର ହେବ କଳହ !

ଭୁବନେଶ୍ୱର: ଘରକୁ ସଜାଇବା ପାଇଁ ଆମେ ବାସ୍ତୁ ବିଶାରଦଙ୍କ ମତାମତ ନେଇଥାନ୍ତି। ଘରେ ବସ୍ତୁଦୋଷ ଥିଲେ ସମ୍ପର୍କରେ ତିକ୍ତତା ଲାଗିରହିଥାଏ ।ଏଥିରେ ଶୀଘ୍ର ସୁଧାର ନଆଣିଲେ ଏହା ଧୀରେଧିରେ ସମ୍ପର୍କରେ ଫାଟ ପକାଇବା ଆରମ୍ଭ କରିଦିଏ । ଯାହା ପର ମୁହୂର୍ତ୍ତରେ ସମ୍ପର୍କ ଭାଙ୍ଗିବାର କାରଣ ପାଲଟି ଯାଏ…

ମିଠା ଖାଇଲେ ହୋଇନଥାଏ ଡାଇବେଟିସ !

ଭୁବନେଶ୍ୱର: ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା ଖାଇଲେ…

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଖଜୁରୀ? ଜାଣନ୍ତୁ

ଭୁବନେଶ୍ୱର: ଶରୀର ପାଇଁ ଡ୍ରାଏ୍ ଫୁଡ୍ ଅତ୍ୟନ୍ତ ଉପକାରୀ ହୋଇଥାଏ । ଯାହା ସ୍ୱାସ୍ଥ୍ୟପ୍ରଦ ହେବା ସଙ୍ଗେସଙ୍ଗେ ଚେହେରାରେ ଚମକ ଆଣି ଦେଇଥାଏ । ଡ୍ରାଏ୍ ଫୁଡ୍ ମଧ୍ୟରେ ଖଜୁରୀ ଅନ୍ୟତମ । ଆସନ୍ତୁ ଜାଣିବା ଖଜୁରୀ ଖାଇଲେ କି କି ଫଶଇଦା ମିଳିପାରିବ... ପ୍ରତିଦିନ କିଛି କିଛି ମାତ୍ରାରେ…

ରୂପି ସମସ୍ୟାରୁ ଏହିପରି ପାଆନ୍ତୁ ମୁକ୍ତି…

ଭୁବନେଶ୍ୱର: ପ୍ରାୟ ସମସ୍ତଙ୍କ କେଶରେ ରୂପି ଭଳି ସମସ୍ୟା ଦେଖା ଯାଇଥାଏ । ଯାହା ଫଳରେ କେଶ ଦୁର୍ବଳ ହେବା ସହ ଝଡିବା ଆରମ୍ଭ କରିଥିାଏ । ଏପରିକି ବେଳେବେଳେ କେଶମୂଳ ଶୁଷ୍କ, ଝାଳ ବାହାରିବା ଯୋଗୁଁ କେଶ ମୂଳ କୁଣ୍ଡେଇ ମଧ୍ୟ ହୋଇଥାଏ । ଜାଣନ୍ତୁ ଘରୋଇ ଉପଚାର ବ୍ୟବହାର କରି କିଭଳି ରୂପି…

କ୍ରୋଧ ନିୟନ୍ତ୍ରଣ କରିବାର ସରଳ ଉପାୟ

ଭୁବନେଶ୍ୱର: କଣ ଆପଣ କଥା କଥାରେ ରାଗନ୍ତି ? କେବେ ନିଜ ଲୋକଙ୍କ ଉପରେ ରାଗି ତାଙ୍କ ମନ ଦୁଃଖ କରିଛନ୍ତି ? କେବେ ନିଜର ରାଗ ପାଇଁ ନିଜ କାମ ଖରାପ କରିଛନ୍ତି ? ଯଦି ଆପଣଙ୍କ ଏହି ରାଗ ଆପଣଙ୍କ ଜୀବନରେ କିଛି ବ୍ରେକ୍ ଲଗାଇଦେଇଛି । ତେବେ ତଳେ ଦିଆଯାଇଥିବା ଏହି ଟିପ୍ସ ଆପଣାନ୍ତୁ, ଆଉ ନିଜ ରାଗ…

କେଶ ପାଇଁ ଦେଶୀ ଘିଅ !

ଭୁବନେଶ୍ୱର: ପ୍ରାୟ ସମସ୍ତେ ଘିଅର ବ୍ୟବହାର ଖାଦ୍ୟରେ ଓ ପୂଜା ସାମଗ୍ରୀରେ କରିଥିବେ କିନ୍ତୁ ଏହାକୁ କେହି କେଶରେ ବ୍ୟବହାର କରିବା କଥା ଜାଣି ନଥିବେ । ଆୟୁର୍ବେଦରେ ଘିଅର ଏହି ଚତ୍ମକାରୀ ଉପକାରିତା ବିଷୟରେ ଅନେକ ଲେଖା ରହିଛି । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଘିଅର ଆବଶ୍ୟକତା ଅନେକ…