Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଅନେକ ସମସ୍ୟାରୁ ମୁକ୍ତି ଦେବ ପାନ ପତ୍ର: ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ପାନ ପାତ୍ରକୁ ସାଧାରଣତଃ ସୁପରି ତଥା ଚୂନ ଆଦି ଦେଇ ଖିଆଯାଇଥାଏ । ନିୟମିତ ପାନ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତେବେ କଣ ଆପଣ ଜାଣନ୍ତି ଏହି ପାନ ଆମ ଶରୀର ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ । ଆଜି ଆମେ ଆପଣଙ୍କୁ…

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତେଜପତ୍ର, ଜାଣନ୍ତୁ…

ଭୁବନେଶ୍ୱର: ତେଜପତ୍ରକୁ ପ୍ରାୟ ସମସ୍ତେ ମସଲା ଭାବେ ବ୍ୟବହାର କରିଥାଆନ୍ତି । ରୋଷେଇ ଘରେ ମସଲା ଭାବେ ବ୍ୟବହୃତ ହେଉଥିବା ଏହି ତେଜପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ। ଜାଣନ୍ତୁ, ତେଜପତ୍ରରେ ଥିବା କିଛି ଔଷଧୀୟ ଗୁଣ ସମ୍ପର୍କରେ... ତେଜପତ୍ରରେ କପର୍‌, ପୋଟାସିୟମ୍‌,…

ଅଭାବ ଅନଟନ ଲାଗି ରହୁଛି କି? କରନ୍ତୁ ଏହି ସବୁ କାର୍ଯ୍ୟ ଦୁରେଇ ଯିବ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଅର୍ଥ ଏପରି ଏକ ଜିନିଷ ଯାହାର ଅନୁପସ୍ଥିତିକୁ ସଯ୍ୟ କରିବା ଅତ୍ୟନ୍ତ କଷ୍ଟ । ଅର୍ଥ ଅଭାବ ହେଲେ ମଣିଷର ସ୍ଵଭାବ ନଷ୍ଟ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ । ତେବେ ଏହି ଆର୍ଥିକ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ ଆଣନ୍ତୁ…

ଘରର ବାଲକୋନି ଗାର୍ଡେନକୁ ଏହିପରି କରନ୍ତୁ ଆଟ୍ରାକ୍ଟିଭ୍…

ଭୁବନେଶ୍ୱର: ସମସ୍ତେ ଚାହାଁନ୍ତି ନିଜ ଘରକୁ ସୁନ୍ଦର ରଖିବା ପାଇଁ । ଏଥିପାଇଁ ନିଜ ଘର ଅଗଣା ଓ ବାଲକୋନିରେ ନାନା ରଙ୍ଗ ବେରଙ୍ଗର ଫୁଲ ଲଗାଇ ଏହାର ସୁନ୍ଦରତାକୁ ଦ୍ୱିଗୁଣିତ କରିବାକୁ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ଅନେକ ସମୟରେ ଫୁଲ ଓ ପତ୍ର ଶୁଖି ବାଲକୋନିରେ ଝାଉଁଳି ପଡିଥାଏ । ଫଳରେ…

‘ଅର୍ଦ୍ଧ କପାଳୀ’ ପାଇଁ ରାମବାଣ ଅଦା !

ଭୁବନେଶ୍ୱର: ବର୍ତ୍ତମାନର ସମୟରେ ଅର୍ଦ୍ଧ କପାଳୀ(ମାଇଗ୍ରେନ) ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାଇଗ୍ରେନ ପ୍ରଭାବରେ ମୁଣ୍ଡବିନ୍ଧା ବ୍ୟତୀତ ଦୃଷ୍ଟି ଶକ୍ତି ଦୁର୍ବଳ, ଚିଡ଼ଚିଡ଼ାପଣ, ବ୍ୟସ୍ତ ଲାଗିବା, ଯନ୍ତ୍ରଣା ହେବା ଭଳି ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ସେହି ସମୟରେ ହେଉଥିବା…

ବର୍ଷା ଦିନେ ଭୁଲରେ ବି ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ଖରାରୁ ନିସ୍ତାର ପାଇବାକୁ ଆମେ ବର୍ଷା ଦିନକୁ ଚାତକ ପରି ଚାହିଁ ରହି ଥାଉ । ମାତ୍ର ଏହା ଆସ୍ୱସ୍ତି ଆଣିବା ସହ ଆଣିଥାଏ ଢେର ସାରା ସମସ୍ୟା ।  ବର୍ଷାଦିନକୁ ସଂକ୍ରମଣ ଋତୁ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିଦିନେ ସାଧାରଣତଃ ସଂକ୍ରମଣ ଆଶଙ୍କା ଅଧିକ ଥାଏ। ତେଣୁ ଏହି ସମୟରେ…

ଦିନକୁ ୧୦ ଗ୍ଲାସରୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା

ଭୁବନେଶ୍ୱର: ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦିନକୁ ୮-୧୦ ଗ୍ଲାସ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ଶାରୀରିକ ସମସ୍ୟା ମଧ୍ୟ ଦୁରେଇ ରହିଥାଏ । ତେବେ କଣ ଆପଣ ଜାଣନ୍ତି ଦିନକୁ ଦରକାର ଠାରୁ ଅଧିକ ପାଣି ପିଇଲେ କି କି ଅସୁବିଧା ହୋଇଥାଏ... ଦିନକୁ ଦରକାରଠାରୁ ଅଧିକ ପାଣି…

ଅତ୍ୟଧିକ ଲୁଣ ଖାଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା !

ଭୁବନେଶ୍ୱର: ଖାଦ୍ୟ ଯେତେ ସ୍ଵାଦିଷ୍ଟ ହୋଇଥିଲେ ମଧ୍ୟ ଯଦି ସେଥିରେ ଲୁଣ ପଡି ନଥାଏ ତେବେ ତାହା ସ୍ଵାଦହୀନ ହୋଇଯାଏ । କିଛି ଲୋକ ଆବଶ୍ୟକ ନଥିଲେ ମଧ୍ୟ ଖାଦ୍ୟରେ ଲୁଣ ପକାଇ ଖାଇଥାନ୍ତି । ଲୁଣରେ ଆୟୋଡିନ ଭରପୁର ମାତ୍ରାରେ ରହିଥାଏ । ତେଣୁ ଏହା ଆମ ଶରୀର ପ୍ରତି ଦରକାରୀ ହୋଇଥାଏ । ସେହିପରି…

ଖଜୁରୀ ଖାଇଲେ ମିଳିବ ଏହିସବୁ ସୁଫଳ…

ଭୁବନେଶ୍ୱର: ଖଜୁରୀରେ ଅନେକ ପ୍ରକାରର ମିନେରାଲ୍ସ, ସୁଗାର, କ୍ୟାଲସିୟମ୍‌, ଆଇରନ୍ ଓ ପୋଟାସିୟମ୍ ଭଳି ତତ୍ୱ ଭରି ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ହାଡ ମଜଭୁତ ହେବା ସଙ୍ଗେସଙ୍ଗେ ଚେହେରାରେ ଚମକ ମଧ୍ୟ ଆଣି ଦେଇଥାଏ । ଆସନ୍ତୁ…

ଓଜନ ହ୍ରାସ କରାଇବ ଧନିଆ ପାଣି !

ଭୁବନେଶ୍ୱର: ଥରେ ଓଜନ ବଢ଼ିଗଲେ ତାକୁ କମ୍ କରିବା ବହୁତ ମୁସକିଲ କାମ ହୋଇଥାଏ। କିନ୍ତୁ ଲୋକମାନେ ନିଜ ଶରୀରକୁ ଠିକ୍ ସେପକୁ ଆଣିବା ପାଇଁ ବହୁତ ଚେଷ୍ଟା କରନ୍ତି ଯଥା-ଏକ୍ସରସାଇଜ୍‌, ଡାଏଟିଂ, ଫାଷ୍ଟିଂ, ଯୋଗ ଇତ୍ୟାଦି। ଯଦି ଆପଣ ସହଜରେ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ଏବଂ ବେଲି…