Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କରୋନାଭାଇରସର ପ୍ରାରମ୍ଭିକ ଲକ୍ଷଣ; ଏହାକୁ ସାମାନ୍ୟ ଭାବି ଭୁଲ କରନ୍ତୁନି

ନୂଆଦିଲ୍ଲୀ: କରୋନାଭାଇରସ ବିଶ୍ୱବ୍ୟାପୀ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଦିନକୁ ଦିନ ମୃତୁ୍ୟ ସଂଖ୍ୟା ବଢ଼ି ଚାଲିଛି । ଭାରତରେ ଏବେ ସୁଦ୍ଧା କରୋନା ଜନିତ ୧୭ଜଣଙ୍କ ମୃତୁ୍ୟ ହୋଇସାରିଛି । କରୋନାଭାଇରସ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଥାଏ । ଆରମ୍ଭରେ…

କରୋନାଭାଇରସ ଆତଙ୍କ; ନିଜ ସ୍ମାର୍ଟଫୋନକୁ କିଭଳି କରିବେ ସଫା, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୭୦୦ ଛୁଇଁଛି । ଯାହାକୁ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି । ଏଭଳି ସମୟରେ ସମସ୍ତେ ସ୍ୱଚ୍ଛ ଓ ସଚେତନ ରହିବା ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଜାଣନ୍ତୁ…

କରୋନାଭାଇରସ: ଘରେ ବସି କରନ୍ତୁ ଏହିସବୁ କାମ, ଦୂର ହେବ ଆର୍ଥିକ ସମସ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଲାଗି ଦେଶବ୍ୟାପୀ ଲକଡାଉନ୍ ଜାରି କରାଯାଇଛି । ଯାହାଫଳରେ ଅନେକ ସରକାରୀ ଓ ବେସରକାରୀ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ‘ୱାର୍କ ଫ୍ରମ ହୋମ’ ରହିବା ପାଇଁ କହିଛନ୍ତି । ଏହି ସମୟରେ ଘରେ ରହିବା ଦ୍ୱାରା କିଛି କିଛି ଲୋକଙ୍କର ଆର୍ଥିକ…

କେଉଁ ତାପମାତ୍ରାରେ କରୋନାଭାଇରସ ବ୍ୟାପେ ? ଚୀନ ବୈଜ୍ଞାନିକ କ’ଣ କହନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାଭାଇରସକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ମଣିଷ ଏକ ଅଦୃଶ୍ୟ ଶକ୍ତି ଆଗରେ ଅସହାୟ ପଡିଛି । ପ୍ରତିଦିନ ଶହ ଶହ ଲୋକଙ୍କ କରୋନା ଜନିତ ମୃତ୍ୟୁ ହେଉଛି । ସାରା ବିଶ୍ୱରେ ଅନେକ ଗୁଡିଏ ଅନୁସନ୍ଧାନ ସାମନାକୁ ଆସିଛି । କିଛି ବୈଜ୍ଞାନିକ କୁହନ୍ତି,…

କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଅବଲମ୍ବନ କରନ୍ତୁ ଏହି ୧୦ଟି ଉପାୟ

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଭୂତାଣୁ ବ୍ୟାପକ ଭାବେ ସଂକ୍ରମିତ ହୋଇ ଚାଲିଥିବା ବେଳେ ଏହି ଘାତକ ମହାମାରୀ ଯୋଗୁଁ ହଜାର ହଜାର ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିସାରିଛି । ଭାରତରେ ଏହି ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ…

ରୋଗ ପ୍ରତିରୋଧକ ଶକ୍ତି ବଢାଇବ ଏହିସବୁ ଦ୍ରବ୍ୟ, ଜାଣନ୍ତୁ

ନୂଆଦିଲ୍ଲା: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରାୟ ୧୯୨ରୁ ଅଧିକ ଦେଶକୁ ବ୍ୟାପୁଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଜନସାଧାରଣଙ୍କୁ ଘରେ…

କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଜରୁରୀ ମାତ୍ର ଏହି ୫ଟି ଉପାୟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଘାତକ କରୋନାଭାଇରସ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଅଣାୟତ୍ତ ହୋଇପଡିଥିବା ଏହି ମହାମାରୀକୁ ରୋକିବା ପାଇଁ ବହୁତ ପ୍ରୟାସ ଚାଲିଛି । ଏହାକୁ ରୋକିବା ପାଇଁ କେବଳ ଏହି ୫ଟି ଉପାୟ ଜରୁରୀ । ଏହାକୁ କଡାକଡି ଭାବେ ପାଳନ କଲେ ଏହା ମଣିଷ ପାଇଁ ବିପଦ ହେବନି ।…

କୋଭିଡ-୧୯: ଫୋନ୍ ଜରିଆରେ ରୋଗୀଙ୍କ ସହ ପରାମର୍ଶ କରିବ ଏମ୍ସ !

ନୂଆଦିଲ୍ଲୀ: ଖୁବଶୀଘ୍ର ରୋଗୀଙ୍କ ସହ ଫୋନ୍ ଜରିଆରେ ପରାମର୍ଶ ବ୍ୟବସ୍ଥା ଆରମ୍ଭ କରିବ ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS ) । AIIMS is going to start a tele-consultation facility. Our follow-up patients can consult doctors through…

ହଳଦୀଗୁଣ୍ଡରୁ ଭରପୁର ରୋଗ ପ୍ରତିରୋଧକ ଶକ୍ତି ପାଆନ୍ତୁ; କରୋନା ମହାମାରୀ ସହ ଲଢନ୍ତୁ…

ଭୁବନେଶ୍ୱର: ଭାରତୀୟ ଚିକିତ୍ସାଶାସ୍ତ୍ର ଏବଂ ଆୟୁର୍ବେଦରେ ହଳଦୀକୁ ବେଶ୍ ଗୁରତ୍ୱ ଦିଆଯାଇଛି । ସାଧାରଣତଃ ରୋଷେଇରେ ହିଁ ଆମେ ଅଧିକ ଭାବେ ହଳଦୀକୁ ବ୍ୟବହାର କରିଥାଉ । ସମସ୍ତ ଭାରତୀୟ ତରକାରୀରେ ହଳଦୀକୁ ବ୍ୟବହାର କରିଥାଆନ୍ତି । ତେଣୁ ହଳଦୀକୁ ଏକ ପ୍ରଧାନ ମସଲା ଭାବେ ଭାରତୀୟ ଗୁରୁତ୍ୱ ମଧ୍ୟ…

କରୋନାଭାଇରସର ଏହି ମାମୁଲି ଲକ୍ଷଣକୁ କରନ୍ତୁନି ଅଣଦେଖା; ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ସୁଗନ୍ଧିତ ଦ୍ରବ୍ୟ, ଫୁଲର ଗନ୍ଧ କିମ୍ବା ଦୁର୍ଗନ୍ଧକୁ ଶୁଙ୍ଘି ପାରୁ ନାହାଁନ୍ତି । ତେବେ ଏହି ସମୟରେ ଏହା ବହୁତ ବିପଦଜନକ ସାବ୍ୟସ୍ତ ହୋଇପାରେ । ଏହାକୁ ହାଲୁକାରେ ନେବାର ଭୁଲ କରନ୍ତୁନି । ଏହା ହିଁ ହେଉଛି କରୋନା ଭାଇରସର ପ୍ରଥମ ଲକ୍ଷଣ । ଇଂଲଣ୍ଡର…