Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କିପରି ସତର୍କତାର ସହ ଖେଳିବେ ହୋଲି, ଜାଣନ୍ତୁ…

ଭୁବନେଶ୍ୱର: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ହୋଲିରେ କିପରି ରହିବେ ସତର୍କ? ହୋଲି ଖେଳିବା ସମୟରେ କି ପ୍ରକାର ସତର୍କତା ତଥା କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର ସେ ସଂପର୍କରେ ଜାଣନ୍ତୁ... ହୋଲି ଖେଳିବା ସମୟରେ କରମର୍ଦ୍ଦନ କରନ୍ତୁ ନାହିଁ । ପରସ୍ପରକୁ…

ହୋଲିରେ କିପରି ନେବେ କେଶର ଯତ୍ନ, ଜାଣନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ଉଭୟ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । ଜାଣନ୍ତୁ ହୋଲି ରଙ୍ଗରୁ କିପରି…

କରୋନାକୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: କରୋନା ଭାଇରସ ସତର୍କତାକୁ ନେଇ ଆଜି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରେସମିଟ କରିଛନ୍ତି । ସେ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ ସଚିବ ପ୍ରେସମିଟରେ ସୂଚନା ଦେଇଛନ୍ତି, “ଚୀନରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା କମୁଛି । କିନ୍ତୁ କରୋନା…

ହୋଲିରେ କିପରି ନେବେ ନିଜ ତ୍ୱଚାର ଯତ୍ନ, ଜାଣନ୍ତୁ…

ଭୁବନେଶ୍ୱର: ଆସୁଛି ରଙ୍ଗର ପର୍ବ ହୋଲି । ଏହିଦିନ ପରସ୍ପର ପରସ୍ପରକୁ ନାନା ପ୍ରକାରର ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଇଥାନ୍ତି । ତେବେ ଏହି ଖୁସିର ପର୍ବରେ ସାବଧାନତା ଅବଲମ୍ବନ ନକଲେ ଏହା ଦୁଃଖରେ ପରିଣତ ହୋଇଯାଏ । ତେବେ ହୋଲି ପୂର୍ବରୁ କିପରି ନିଜ ତ୍ୱଚାର ଯତ୍ନ ନେବେ ଆସନ୍ତୁ…

ଭୁବନେଶ୍ୱର ଆରଏମଆରସିରେ କରୋନା ଟେଷ୍ଟ ସୁବିଧା ଉପଲବ୍ଧ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଂଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର (ଆରଏମଆରସି)ରେ କରୋନା ଟେଷ୍ଟ ଉପଲବ୍ଧ ହୋଇଛି । ଏନେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରେସମିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, “ପ୍ରଥମେ ଓଡିଶାରେ କରୋନା ଟେଷ୍ଟ ହୋଇ ପାରୁନଥିଲା । କରୋନା ଟେଷ୍ଟ ପାଇଁ…

ହାଣ୍ଡିଭଜା ମୁଢି ମହିଳାଙ୍କୁ ଶିଖାଇଲା ଜୀବନ ବଞ୍ଚିବାର ରାହା

ମନରେ ସାହସ ଏବଂ ସଙ୍କଳ୍ପରେ ଦୃଢତା ରହିଥିଲେ ପ୍ରତିକୂଳ ପରିସ୍ଥିତିରୁ ମଧ୍ୟ ରାସ୍ତା ବାହାର କରି ସଫଳତାର ପାହାଚ ଚଢିହେବ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାରିପଦାର ରାସଗୋବିନ୍ଦପୁର ବ୍ଳକ୍‌ର ଗଡ଼ିଘାଟି ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ । ଏହି ପଂଚାୟତର ବନ୍ଧମୁଣ୍ଡି,…

ମରଣାନ୍ତକ କରୋନା ଭାଇରସ୍‌: ଭୟାନକ ସଂକ୍ରମଣରୁ କିପରି ବର୍ତ୍ତିବା ଜାଣନ୍ତୁ…

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ବ୍ୟାପି ଚାଲିଛି ଭୟାନକ କରୋନା ଭାଇରସ୍ । ସବୁଠାରୁ ବିପଜ୍ଜନକ କଥାହେଲା ଯେ, ଏହି ମରଣାନ୍ତକ ଭୂତାଣୁଟି ଖୁବ୍ ଶିଘ୍ର ସଂକ୍ରମଣ ହୋଇଥାଏ । ଏହା ବ୍ୟତୀତ, ଏହି ଭାଇରସ ସଂକ୍ରମିତ ହେବାର କିଛି ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ଘଟିଥାଏ । ଏହି ବିପଦପୂର୍ଣ୍ଣ ଭାଇରସ୍…

ଚୀନ ବାହାର କଲା କରୋନା ଭାଇରାସର ପ୍ରତିଷେଧକ ଟୀକା !

ବେଜିଂ: ଚୀନ ବୁଧବାର ଦୃଢ଼ତା ସହକାରେ କହିଛି ଆମେ କରୋନା ଭାଇରସ (କୋଭିଡ-୧୯)ର ପ୍ରତିଷେଧକ ଟୀକା ବାହାର କରିଛୁ । ଖୁବ୍ ଶୀଘ୍ର ଏହାର ପ୍ରୟୋଗ ଆରମ୍ଭ ହେବ ବୋଲି ସ୍ଥାନୀୟ ଏକ ଟେଲଭିଜନ ରିପୋର୍ଟ ପ୍ରକାଶ କରିଛି । ପ୍ରାୟ ଏକ ମାସ ଧରି ଲିବେରେଶନ ଆର୍ମିର ମେଡିକାଲ ଷ୍ଟାଫ ଆକ୍ଳାନ୍ତ ପରିଶ୍ରମ…

କରୋନା ଆତଙ୍କ: କିପରି ରହିବେ ସାବଧାନ ଓ କ’ଣ ରହିଛି ଲକ୍ଷଣ, ଜାଣନ୍ତୁ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩୦୦୦କୁ ଛୁଇଁଛି । ଏଥିସହିତ ୮୯,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଠାରେ…

ଆସନ୍ତୁ ଜାଣିବା କାହିଁକି ଛୋଟ ପିଲାଙ୍କ ନିଦ ହଜୁଛି !

ଭୁବନେଶ୍ୱର: ଏବେ ସବୁ ବାପାମାଆଙ୍କ ଅଭିଯୋଗ ତାଙ୍କ ପିଲା ଠିକ୍‌ରେ ଶୋଉ ନାହାନ୍ତି କି ସେମାନଙ୍କୁ ନିଦ ଆସୁନି । ବିଶେଷ କରି ୫ ବର୍ଷରୁ କମ୍ ପିଲା ଏହି ସମସ୍ୟାରେ ପଡୁଛନ୍ତି । ଆମେରିକାର ଜଣେ ଖ୍ୟାତନାମା ଡାକ୍ତର କ୍ୟାଥେରିନ୍ ହିଲ୍ ୩୦,୦୦୦ରୁ ଅଧିକ ପିଲାଙ୍କୁ ନେଇ ଅଧ୍ୟୟନ କରିଥିଲେ ।…