Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କେଶ ଝଡୁଥିଲେ ଖାଆନ୍ତୁ ଏହି ୫ଟି ଖାଦ୍ୟ, ସପ୍ତାହକ ମଧ୍ୟରେ ଦେଖିବେ ଫରକ !

ଭୁବନେଶ୍ୱର: କେଶ ଝଡ଼ିବା ଏବେ ସବୁଠୁ ବଡ଼ ସମସ୍ୟା ରୂପେ ଦେଖାଦେଲାଣି । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ସମ୍ପର୍କରେ କହିବୁ ଯାହା କେଶ ଝଡା ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବା ସହିତ ଆପଣଙ୍କୁ ସୁସ୍ଥ କେଶ ପ୍ରଦାନ କରିବ । ଏହା କେବଳ କେଶ ନୁହେଁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାରେ…

ଫ୍ୟାସନରେ ଟେରାକୋଟା…

ଭୁବନେଶ୍ୱର: ନାରୀ ଆଉ ଗହଣା ସତେ ଯେମିତି ପରସ୍ପର ପରିପୁରକ । ଦୁହେଁ ଦୁହିଁଙ୍କ ବିନା ଅଧୁରା ଲାଗନ୍ତି । ତେଣିକି ସେ ସୁନା, ରୁପା, ହୀରା, ମୋତି ଓ ମାଣିକରେ ତିଆରି ଗହଣା ହୋଇଥାଉ ଅବା କୌଣସି ଆର୍ଟିଫିସିଆଲ୍ ଜୁଏଲାରି । ବର୍ତ୍ତମାନ ସମୟରେ ଟେରାକୋଟା ଜୁଏଲାରୀ ମହିଳାଙ୍କୁ ବେଶ୍ ଆକୃଷ୍ଟ…

ଭୁବନେଶ୍ୱରର ଏହି ସ୍ଥାନରେ ମିଳେ ୮୦ ପ୍ରକାରର ଚା’ !

ଭୁବନେଶ୍ୱର: ଚା' କାହାକୁ ବା ପସନ୍ଦ ନୁହେଁ । କାମର ଟେନସନ ହେଉ କିମ୍ବା ସାଙ୍ଗସାଥିଙ୍କ ସହ ଖୁସି ମଜାରେ ହେଉ । ଗରମ ଚା' ର ସ୍ୱାଦ ପାଟିରେ ବାଜିଲେ ଟେନସନ ଅଧା ହୋଇଯିବା ସାଙ୍ଗକୁ ଖୁସି ମଜା ଦୁଇ ଗୁଣିତ ହୋଇଯାଏ । ଯଦି ଆପଣଙ୍କୁ ପଚରା ଯାଏ ଆପଣ କେତେ ପ୍ରକାରର ଚା ବିଷୟରେ ଜାଣିଛନ୍ତି ?…

ଫଳ ଓ ପନିପରିବା ସତେଜ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ !

ଭୁବନେଶ୍ୱର: ଫଳ ହେଉ ଅବା ପନିପରିବା ଏଗୁଡ଼ିକୁ ଘରେ ବେଶି ଦିନ ସାଇତି ରଖିବା ସମ୍ଭବପର ନୁହେଁ। ଫ୍ରିଜ୍‌ରେ ରଖିଲେ ମଧ୍ୟ ଏହା ବେଶି ଦିନ ରୁହେ ନାହିଁ, ଶୀଘ୍ର ନଷ୍ଟ ହୋଇଯାଏ। ତେବେ ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଆମେ ଆପଣଙ୍କୁ ଜଣାଇବୁ କିଛି ଟିପ୍ସ ... ଟମାଟରକୁ ଫ୍ରଜି୍‌ରେ…

ଔଷଧ ବଦଳରେ କରନ୍ତୁ ଏହିସବୁ ବ୍ୟାୟାମ, ଭଲ ହୋଇଯିବ ଉଚ୍ଚ ରକ୍ତଚାପ ସମସ୍ୟା !

ଭୁବନେଶ୍ୱର: ଉଚ୍ଚ ରକ୍ତଚାପ ସମସ୍ୟା ଖୁବ୍ ଗମ୍ଭୀର ହୋଇଥାଏ। ଉଚ୍ଚ ରକ୍ତଚାପ ସହ ହୃଦୟ ସମ୍ବନ୍ଧିତ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ। ଅତ୍ୟଧିକ ଔଷଧ ସେବନ କରିବା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ଏହିକାରଣରୁ ଉଚ୍ଚ ରକ୍ତଚାପର ସମସ୍ୟା କମ କରିବା ପାଇଁ କିଛି ଯୋଗଭ୍ୟାସ କରିବା ଉଚିତ।…

ଆର୍ଥିକ ସମସ୍ୟା ଲାଗି ରହୁଥିଲେ, ଘରର ଏହି କୋଣରେ ରଖନ୍ତୁ ‘ଫେଙ୍ଗଶୁଇ କ୍ୟାମେଲ ଯୋଡ଼ା’ !

ଭୁବନେଶ୍ୱର: ଅନେକ ଉପାୟ ଅବଲମ୍ବନ ପରେ ବି ଯଦି ଆର୍ଥିକ ସମସ୍ୟା ଦୂର ହେଉନାହିଁ ତେବେ ଚିନ୍ତା କରନ୍ତୁ ନାହିଁ । ଫେଙ୍ଗଶୁଇରେ ରହିଛି ଏହାର ଉପଚାର । ଘରର ଉତ୍ତର-ପଶ୍ଚିମ ଦିଗରେ ସ୍ଥାପନ କରନ୍ତୁ ଫେଙ୍ଗଶୁଇ କ୍ୟାମେଲ ଯୋଡ଼ା । ପୁଞ୍ଜି ନିବେଶ ସୁରକ୍ଷିତ ଓ ଅଧିକ ରୋଜଗାର କରିବା ଲାଗି ଘରେ…

କରୋନା: ଓଡ଼ିଶାର ୪ ଜଣଙ୍କ ରକ୍ତ ନମୁନା ନେଗେଟିଭ୍‌

ଭୁୁବନେଶ୍ୱର: ମହାମାରୀର ରୂପ ନେଇଥିବା କରୋନା ଭୁତାଣୁ ଦିନକୁ ଦିନ ନିଜ କାୟ ବିସ୍ତାର କରିବାରେ ଲାଗିଛି । ତେବେ ଏଥିରେ ସାମାନ୍ୟ ବର୍ତି ଯାଇଛି ଓଡ଼ିଶା । ଓଡ଼ିଶାରୁ ଚିହ୍ନଟ ହୋଇଥିବା ୪ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ନେଗେଟିଭ୍ ବାହାରିଛି । ଆଗକୁ କୌଣସି ବ୍ୟକ୍ତିଙ୍କୁ କରୋନା ଭାଇରସର କିଛି…

ଚୀନ୍‌ରେ କରୋନା ପାଇଁ ବିବାହ ବନ୍ଦ

ବେଜିଂ: ଚୀନ୍‌ରେ ଦିନକୁ ଦିନ ମାରାତ୍ମାକ ଭୂତାଣୁ କରୋନା କାୟା ବିସ୍ତାର କରୁଛି । ଫଳରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଭାଇରସ ଏବେ ଚୀନ୍ ସମେତ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି । ତେବେ ଚୀନ୍‌ରେ ଏହାକୁ ନେଇ ଏକ ରୋଚକ ସ୍ଥିତି ସାମ୍ନାକୁ ଆସିଛି । ମାରାତ୍ମକ ଭୂତାଣୁ…

ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, କ୍ୟାବିନେଟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ଦ୍ୱାରା ନିୟମିତ ଭାବେ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ନିୟମିତ ଭାବେ ସମୀକ୍ଷା କରାଯାଉଛି । ବର୍ତମାନ ସୁଦ୍ଧା କ୍ୟାବିନେଟ ସଚିବ ୪ଟି ବୈଠକ ଆୟୋଜନ…

ଭୁବନେଶ୍ୱରରେ ଜାରି ରହିବ ବାର୍ଡ ଫ୍ଲୁ ସର୍ଭେ, କେନ୍ଦ୍ରୀୟ ଟିମ୍ କରିବେ ଅନୁଧ୍ୟାନ

ଭୁବନେଶ୍ୱର: ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କକୁ ଆଖି ଆଗରେ ରଖି ଅନ୍ୟ ଅଂଚଳରେ ଭାଇରସର ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରରେ ସର୍ଭେ ଜାରି ରହିବ ବୋଲି ଓଡିଶା ସରକାର କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ଟିମର ଉପସ୍ଥିତିରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ…