Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଡାଇବେଟିସ ପାଇଁ ଚିନ୍ତାରେ ଥିଲେ ସେବନ କରନ୍ତୁ ଏହି ଫଳ, ପାଇବେ ଆଶ୍ବସ୍ଥି

ଆଜିକାଲିର ଦୈନ୍ୟନ୍ଦିନ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ ପ୍ରାୟ ଅଧିକାଂଶ ଲୋକଙ୍କୁ ଡାଇବେଟିସ ଭଳି ରୋଗ ବହୁତ ଶୀଘ୍ର ହୋଇଯାଉଛି । ଡ଼ାଇବେଟିସ୍ କୌଣସି ବୟସର ଲୋକମାନଙ୍କୁ ମଧ୍ୟ ହୋଇପାରେ। ଧୀରେ ଧୀରେ ଏହା ଏକ ଗଭୀର ରୋଗରେ ପରିଣତ ହୋଇଗଲାଣି।ଡ଼ାଇବେଟିସକୁ ନିୟନ୍ତ୍ରଣ କରିବାପାଇଁ ଘରୋଇ ଉପାୟ…

ଘରେ ରଖନ୍ତୁ ବଂଶୀ, ମିଳିବ ଅନେକ ଫାଇଦା

ବଂଶୀ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଅତିପ୍ରିୟ। ବଂଶୀର ମଧୁର ସ୍ୱରକୁ ପ୍ରେମର ପ୍ରତୀକରୂପେ ଲୋକେ ମାନିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅବା ଦୋକାନରେ ବଂଶୀ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଘରେ ବଂଶୀ ରଖିଲେ ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ…

ଜିରା ଚିକେନ

ଘରେ ପ୍ରସ୍ତୁତ କରନ୍ତୁ ଜିରା ଚିକେନ୍। ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକ ସାମଗ୍ରୀ: ଚିକେନ – ୫୦୦ ଗ୍ରାମ, ଘିଅ – ୪ ଚାମଚ, କଟା ପିଆଜ – ୨ଟି, ଅଦା ରସୁଣ ବଟା – ଆବଶ୍ୟକ ଅନୁସାରେ, ଗୋଟା ଜିରା – ୩ ଚାମଚ, ଜିରା ଗୁଣ୍ଡ – ୧ ଚାମଚ, ଗରମ ମସଲା – ୧ ଚାମଚ, ହଳଦୀ…

‘ମେଥି ପନୀର୍‌’

ଘରେ ପ୍ରସ୍ତୁତ କରନ୍ତୁ ‘ମେଥି ପନୀର୍‌’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି। ଆବଶ୍ୟକ ସାମଗ୍ରୀ: ପନୀର, ମେଥି ଶାଗ, ଗରମ ମସଲା, ଅଦା-ରସୁଣ-ପିଆଜ ବଟା, ହଳଦୀ ଗୁଣ୍ଡ, ଗୁଜୁରାତି, ଜିରା, ଦହି, ହେଙ୍ଗୁ, ଘିଅ, ଲଙ୍କା ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମେଥି…

ସକାଳୁ ପିଅନ୍ତୁ ଅଧଗ୍ଲାସ ତ୍ରିଫଳା ପାଣି

ତିନୋଟି ଫଳର ସମାହାରକୁ ତ୍ରିଫଳା ବୋଲି କୁହାଯାଏ । ଏହି ଫଳ ତିନୋଟି ହେଲା ହରିଡ଼ା, ବାହାଡ଼ା ଓ ଅଁଳା । ସକାଳୁ ଉଠି ନିତ୍ୟକର୍ମ ସରିବା ପରେ ପିଅନ୍ତୁ ଅଧଗ୍ଲାସ ତ୍ରିଫଳା ପାଣି । ଏକ ସପ୍ତାହ ପର୍ଯ୍ୟନ୍ତ ଏହି ପାଣି ପିଇଲେ ଆପଣ ନିଜ ଭିତରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରି ପାରିବେ ।…

‘ମାଟିହାଣ୍ଡି ମଟନ’

ଘରେ ପ୍ରସ୍ତୁତ କରନ୍ତୁ 'ମାଟିହାଣ୍ଡି ମଟନ' । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକ ସାମଗ୍ରୀ: ଖାସି ମାଂସ-୨୫୦ ଗ୍ରାମ୍‌, ଆଳୁ-୧୦୦ ଗ୍ରାମ୍‌, ପିଆଜ-୧୫୦ ଗ୍ରାମ୍‌, ଅଦା/ରସୁଣ ପେଷ୍ଟ-୭୫ ଗ୍ରାମ୍‌,ସୋରିଷ ତେଲ-୧୫୦ ଗ୍ରାମ୍‌, ଆବଶ୍ୟକ ଅନୁସାରେ ଜିରା ଗୁଣ୍ଡ, ଧନିଆ…

ହେୟାର ଷ୍ଟ୍ରେଟନିଙ୍ଗ

ମହିଳା ହୁଅନ୍ତୁ କି ପୁରୁଷ କେଶର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ଅନେକ ହେୟାର ଷ୍ଟ୍ରେଟନିଙ୍ଗକୁ ବାଛୁଛନ୍ତି । ତେବେ ଏହି ହେୟାର ଷ୍ଟ୍ରେଟନିଙ୍ଗ କରିବା ପୂର୍ବରୁ ଜାଣିରଖନ୍ତୁ ଏ ସମ୍ବନ୍ଧିତ କିଛି ଟିପ୍ସ… -ମନେରଖନ୍ତୁ ହେୟାର ଷ୍ଟ୍ରେଟନିଙ୍ଗ ପାଇଁ ସର୍ବଦା ଭଲ କ୍ୱାଲିଟିର ଷ୍ଟ୍ରେଟ୍‌ନର…

‘କାଜୁ ପନିର’

ଘରେ ପ୍ରସ୍ତୁତ କରନ୍ତୁ ‘କାଜୁ ପନିର’ ଆବଶ୍ୟକ ସାମଗ୍ରୀ: ପନିର , କାଜୁ ପେଷ୍ଟ, ପିଆଜ ରସୁଣ ପେଷ୍ଟ, ଏକ ଛୋଟ ଚାମଚ ଅଦା ଓ କଞ୍ଚାଲଙ୍କା ପେଷ୍ଟ,ଏକ ବଡ଼ ଚାମଚ ଟମାଟୋ ପ୍ୟୁରି, ହଳଦୀ, ଧନିଆ ପାଉଡର, କାଶ୍ମୀରୀ ମିର୍ଚ୍ଚ ପାଉଡର, ଏକ ବଡ଼ ଚାମଚ କ୍ରିମ୍‌, ଜିରା, ଗରମମସଲା, ଲୁଣ ସ୍ୱାଦ…

ପୂଜା କରିବା ସମୟରେ କେଉଁ ଦିଗକୁ ମୁଁହ କଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ

ପୁରୀ: ପୂଜା-ପାଠ କରିବା ଦ୍ବାରା ମନ ଶାନ୍ତ ରହିବା ସହ ଶରୀରରେ ମଧ୍ୟ ସକରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଅନେକ ଲୋକ ଘରେ ପୂଜା-ଅର୍ଚ୍ଚନା କରୁଥିବା ବେଳେ ଆଉ କିଛି ଲୋକ ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି…

ନିଦ ପୂରା ନ’ହେଲେ ହୋଇପାରେ ଏହିସବୁ ରୋଗ, ଜାଣନ୍ତୁ

ଭୁବନେଶ୍ୱର: କାର୍ଯ୍ୟବ୍ୟସ୍ତତା ଭିତରେ ଆମେ ନିଜର ଯତ୍ନ ନେବାକୁ ଭୁଲି ଯାଆନ୍ତି । ଅତ୍ୟଧିକ ଚିନ୍ତା, ବିଳମ୍ବିତ ରାତିଯାଏଁ ମୋବାଇଲ କିମ୍ବା ଲାପଟପର ବ୍ୟବହାର ଦ୍ୱାରା ଆମ୍ଭମାନଙ୍କ ଶୋଇବା ସମୟ ଧୀରେଧୀରେ କମ୍ ହେବାରେ ଲାଗିଛି । ତେବେ କାରଣ ଯାହା ହେଉନା କାହିଁକି, ନିଦ ପୂରା ନହେଲେ ଶରୀରକୁ…