Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ସମ୍ବଲପୁରରେ ଗୁଳିକାଣ୍ଡ : ଦୁର୍ବୃତ୍ତର ଗୁଳିମାଡ଼ରେ ଜଣେ ଆହତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କ୍ଷେତ୍ରରାଜପୁର ଥାନା ଅନ୍ତର୍ଗତ ଷ୍ଟେସନପଡ଼ା ନିକଟରେ ଜଣେ ଅଜଣା ଦୁର୍ବୃତ୍ତର ଗୁଳିମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଅଜଣା ଦୁର୍ବୃତ୍ତର ଗୁଳିକାଣ୍ଡରେ ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଗଣେଶ ଜଗଦ୍ଦଳ ଏବଂ ତାଙ୍କ ଡ଼ାହାଣ ଗୋଡ଼ ଜଙ୍ଘରେ ଗୁଳି…

ପ୍ରବଳ ବର୍ଷାର ଆଶଙ୍କା: ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରବିବାର ସକାଳେ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ…

ଆଲିଆ ଭଟ୍ଟ-ରଣବୀର କପୁରଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ସୁଟିଂ ଚାଲିଛି, ଦୁହିଁଙ୍କ ଗୁପଚୁପ ପ୍ରେମ କାହାଣୀ ଗୁମର…

ମୁମ୍ବାଇ : ବଲିଉଡ଼ର ଭେରୀ ଭେରୀ କୁଲ୍ ଓ ଟାଲେଣ୍ଟେଡ୍ ଆକ୍ଟର ହେଲେ ରଣବୀର କପୁର । ତାଙ୍କର ଏହି କୁଲ୍ କୁଲ୍ ମିଜାଜ୍ ଲାଗି ସେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ଅନ୍ଦାଜ ସୃଷ୍ଟି କରିପାରିଛନ୍ତି । ଫିଲ୍ମ ‘ସାୱରିୟା’ ଜରିଆରେ ବଲିଉଡ଼ ଡ଼େବ୍ୟୁ କରିଥିବା ରଣବୀର ବର୍ତ୍ତମାନ ଇଣ୍ଡଷ୍ଟ୍ରିର ଜଣେ…

ପତ୍ନୀଙ୍କ ସହିତ ଧୁମଧାମରେ ଧୋନୀ ପାଳିଲେ ଜନ୍ମଦିନ

ଲଣ୍ଡନ : ଧମାକାଦାର ବ୍ୟାଟ୍ସମ୍ୟାନ ତଥା କ୍ରିକେଟ ସେନସେସନ୍ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ୩୬ ତମ ଜନ୍ମଦିବସ ଲଣ୍ଡନରେ ବେଶ୍ ଧୁମଧାମରେ ପାଳନ କରିଛନ୍ତି । ପତ୍ନୀ ସାକ୍ଷୀଙ୍କ ସହିତ ଧୋନୀ କେକ୍ କାଟି ପାଳନ କରିଛନ୍ତି ନିଜର ଜନ୍ମଦିନଟିକୁ । ଏହି ଛୋଟ ପାର୍ଟିରେ ବିଶେଷ କେହି ଯୋଗ…

ବିଶ୍ୱକପ ଫୁଟବଲ: ବ୍ରାଜିଲର ବିଦାୟ, ସେମିଫାଇନାଲରେ ବେଲଜିୟମ ଭେଟିବ ଫ୍ରାନ୍ସକୁ

ମସ୍କୋ : ବିଶ୍ୱକପ ଫୁଟବଲ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି ବ୍ରାଜିଲ । ବେଲଜିୟମ ୨-୧ ଗୋଲରେ ଫୁଟବଲର ଦେଶ ବ୍ରାଜିଲକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ସେହିପରି ଅନ୍ୟଏକ କ୍ୱାର୍ଟର ଫାଇନାଲ ମ୍ୟାଚରେ ଫ୍ରାନ୍ସ ୨-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି । ମ୍ୟାଚର ୧୩…

ଚାଷୀଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ: ଓଡ଼ିଶା ସରକାର ଯୋଗାଇଦେବେ ଏଣ୍ଡ୍ରୋଏଡ଼ ମୋବାଇଲ

ଭୁବନେଶ୍ୱର : ଓଡ଼ିଶା ସରକାର ରାଜ୍ୟର ଚାଷୀଙ୍କୁ ଯୋଗାଇଦେବେ ସ୍ମାର୍ଟଫୋନ । ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀ ପାଇବେ ଏଣ୍ଡ୍ରୋଏଡ଼ ମୋବାଇଲ ଫୋନ । ଓଡ଼ିଶାର ଚାଷୀମାନେ ଏହି ମୋବାଇଲ ଫୋନ ପାଇ ସେମାନଙ୍କ ଫସଲର ପାଇକାରୀ ମୂଲ୍ୟ ତଥା ବଜାର ଦର ସମ୍ପର୍କରେ ତୁରନ୍ତ ତଥ୍ୟ ପାଇ ନିଜର ଉତ୍ପାଦକୁ ସହଜରେ…

ଆଜିଠୁ ମେଡ଼ିକାଲ କଲେଜରେ ନାମଲେଖା ଆରମ୍ଭ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ମେଡ଼ିକାଲ କଲେଜରେ ନାମଲେଖା । ରାଜ୍ୟରେ ଥିବା ସମସ୍ତ ୮ଟି ସରକାରୀ ଓ ଘରୋଇ ମେଡ଼ିକାଲ କଲେଜରେ ଏମବିବିଏସ ଓ ବିଡ଼ିଏସ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହୋଇଯାଇଛି । ସେଥିଲାଗି ମନୋନୀତ ଛାତ୍ରଛାତ୍ରୀଙ୍କ ଲାଗି ଆରମ୍ଭ ହୋଇଛି ପ୍ରୋଭିଜନାଲ ସିଟ…

ସୋନାଲୀ ବେନ୍ଦ୍ରେଙ୍କୁ କ୍ୟାନସର୍ !

ମୁମ୍ବାଇ : ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ କ୍ୟାନସର୍ ରୋଗରେ ପୀଡ଼ିତ । ସୋନାଲୀ କ୍ୟାନସରରେ ପୀଡ଼ିତ ହୋଇଥିବା କଥା ନିଜେ ଆଜି ସୋସିଆଲ ମିଡ଼ିଆରେ ଫ୍ୟାନ ମାନଙ୍କୁ ଜଣାଇଛନ୍ତି । ଏହି ଦୁଃଖଦ ଖବର ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଦୁଃଖିତ କରିଛି । ନବେ ଦଶକର ସଫଳ…

ଜ୍ୱର ଛାଡ଼ିବାକୁ ମହାପ୍ରଭୁ ଲଗାଇବେ ଫୁଲୁରି ତେଲ

ପୁରୀ : ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପଟ୍ଟାନ୍ତର ନାହିଁ । ସକାଳର ଦିନଚର୍ଯ୍ୟାରେ ମୁତୁରୀ କାଠିରେ ଦାନ୍ତଘଷା ଆରମ୍ଭ କରି ଦହି ପଖାଳ ଖାଇ ପଲଙ୍କରେ ଶୋଇବା ଯାଏ ଶ୍ରୀମନ୍ଦିରରେ ଚାଲିଥାଏ ତାଙ୍କର ଅପୂର୍ବ ଲୀଳାଖେଳା । ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀରେ…

ରଣବୀରଙ୍କ ଜନ୍ମଦିନରେ ହାର୍ଲେ ଡାଭିଡ଼ସନ ବାଇକ ଗିଫ୍ଟ କରିଥିଲେ ସଞ୍ଜୁବାବା, ରିଷି କପୁରଙ୍କଠୁ ଖାଇଥିଲେ ଗାଳି

ସଞ୍ଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ ପାଇଁ ବେଶ ଚର୍ଚ୍ଚାରେ ଥିବା ରଣବୀର କପୁର ଖୋଲିଛନ୍ତି ନୁଆ ଗୁମର । ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ରଣବୀର କହିଛନ୍ତି ତାଙ୍କ ଜନ୍ମଦିନରେ ହାର୍ଲେ ଡ଼ାଭିଡ଼ସନ ର ବାଇକ ସଞ୍ଜୟ ତାଙ୍କୁ ଗିଫ୍ଟ କରିଥିଲେ । ତେବେ ବାପା ରିଷି କପୁରଙ୍କ ଭୟରେ ଏହାକୁ…