Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଲିଭର୍ ପେସେଣ୍ଟଙ୍କୁ କାହିଁକି ବ୍ଲାକ୍ କଫି ପିଇବା ଉଚିତ? ଜାଣନ୍ତୁ ଏହାର ଲାଭ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଚା କିମ୍ବା କଫି ସହିତ ଦିନ ଆରମ୍ଭ କରନ୍ତି। ଏହା ତୁରନ୍ତ ଶକ୍ତି ଏବଂ ସତେଜତା ପ୍ରଦାନ କରେ। ଯଦି ଆପଣ କଫି ପିଇବାକୁ ପସନ୍ଦ କରନ୍ତି, ତେବେ ଖୁସି ହେଇ ଯାଆନ୍ତୁ। କାରଣ ବ୍ଲାକ୍ କଫି ଯକୃତ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ…

କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ସବୁ ଡ୍ରିଙ୍କସ୍

ସ୍ବାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲ୍ କେତେ ଉପକାରୀ ତାହା ପ୍ରାୟ ସମସ୍ତଙ୍କୁ ଜଣା। କୋଲେଷ୍ଟ୍ରଲ୍ ମାତ୍ରା ମଧ୍ୟ ସନ୍ତୁଳିତ ରହିବା ଉଚିତ୍। କାରଣ ଉଚ୍ଚ କୋଲେଷ୍ଟ୍ରଲ୍ ଏବଂ ନିମ୍ନ କୋଲେଷ୍ଟ୍ରଲ୍ ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଭଲ କୋଲେଷ୍ଟ୍ରଲ ସହିତ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ…

ଖରାଦିନେ ପାଦ ଦୁର୍ଗନ୍ଧରୁ କିପରି ପାଇବେ ମୁକ୍ତି

ଭୁବନେଶ୍ଵର: ଖରାଦିନ ଆସିବା ପରେ ଶରୀରରୁ ଝାଳ ବାହାରିବା ସମସ୍ୟା ଦେଖା ଦେଇଥାଏ। ଶରୀରରୁ ଝାଳ ବୋହିବା ଫଳରେ ଦୁର୍ଗନ୍ଧ ହୋଇଥାଏ। ସେହିପରି କିଛି ଲୋକଙ୍କର ଅଧିକ ମାତ୍ରାରେ ଝାଳ ହାତ ଓ ପାଦରୁ ବାହାରିଥାଏ। ଫଳରେ ପାଦ ଦୁର୍ଗନ୍ଧ କରିଥାଏ। ଯଦି ଗରମ ଦିନରେ ପାଦରୁ ଝାଳ ବେହିଥାଏ ଏବଂ ଦୁର୍ଗନ୍ଧ…

ଏୟାର ଫ୍ରାଏ ନା ଡିପ୍ ଫ୍ରାଏ: କେଉଁଟା ସବୁଠାରୁ ଉତ୍ତମ

ଭୁବନେଶ୍ଵର: କାହିଁ କେଉଁ କାଳରୁ ଆମେ ମାନେ ଖାଦ୍ୟକୁ ତେଲରେ ଛାଣିକି ଖାଉଛୁ । କିନ୍ତୁ ଗତ କିଛି ବର୍ଷ ଧରି ଏୟାର ଫ୍ରାୟର ଟ୍ରେଣ୍ଡରେ ରହିଛି। କୁହାଯାଏ ଯେ କର୍କଟ ରୋଗର ଆଶଙ୍କାକୁ ଏଡାଇବା ପାଇଁ ଏୟାର ଫ୍ରାୟରର ବ୍ୟବହାର ଉତ୍ତମ । କାରଣ ଏଥିରେ ବହୁତ କମ୍ ତେଲ ବ୍ୟବହୃତ ହୁଏ। ଯାହା…

ଏହି ରୋଗ ଥିଲେ ଚଲାବୁଲା କଲାବେଳେ ଶ୍ବାସ ଫୁଲେ..

ଭୁବନେଶ୍ବର: ସାଧାରଣତଃ ଚାଲିବା କିମ୍ବା ସିଡି ଚଢିବା ସମୟରେ ଶ୍ବାସ ଫୁଲିଥାଏ । ଜୋରରେ ଚାଲିଲେ ନିଶ୍ବାସ ଫୁଲିବା ବି ସାଧାରଣ କଥା । କିନ୍ତୁ ଯଦି ଆପଣ ଆରାମରେ ଧିରେ ଧିରେ ଚାଲୁଛନ୍ତି ତଥାପି ନିଶ୍ବାସ ଫୁଲୁଛି ତେବେ ଏହା ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ । ଯେପରିକି ବ୍ଲଡପ୍ରେସର…

ନଖ ରଙ୍ଗ କହେ ଆପଣ କେଉଁ ରୋଗରେ ଆକ୍ରାନ୍ତ..

ଭୁବନେଶ୍ବର: ନଖର ରଙ୍ଗ ଏବଂ ଆକୃତିର ପରିବର୍ତ୍ତନ ପ୍ରମୁଖ ରୋଗ ବିଷୟରେ ସୂଚନା ଦେଇଥାଏ । ଯଦି ଆପଣଙ୍କ ନଖରେ ପରିବର୍ତ୍ତନ ଦେଖନ୍ତି, ତେବେ ଆପଣ ସତର୍କ ହେଇଯାଆନ୍ତୁ ।  ନଖ ଯଦି ଧଳା, ହଳଦିଆ କିମ୍ବା ଗୋଲାପୀ  ହେଉଛି ଏଥି  ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ନଖର ରଙ୍ଗ ପରିବର୍ତ୍ତନ…

ହୋମମେଡ୍ ଲିପ୍ ବାମ୍

ଭୁବନେଶ୍ବର: ବଜାରରେ ମିଳୁଥିବା ଲିପ ବାମ୍ ରାସାୟନିକ ପଦାର୍ଥରେ ପରିପୂର୍ଣ୍ଣ । କେମିକାଲ ଫ୍ରି ଲିପ ବାମ୍ ଖୋଜୁଥିଲେ ଆପଣ ନିଜେ ଘରେ ଅଳ୍ପସମୟରେ ବନେଇ ପାରିବେ । ଯାହା ଆପଣଙ୍କ ଓଠକୁ ସୁନ୍ଦର ଏବଂ କୋମଳ ରଖିବାରେ ସାହାଯ୍ୟ କରିବ । ଖରା ଦିନ ହେଉ ଅବା ଶୀତ ଦିନରେ ଓଠର ଯତ୍ନ ନ ନିଆଯାଏ, ତେବେ…

କେଶ ଝଡିବାରୁ ମିଳିବ ମୁକ୍ତି; ଲଗାନ୍ତୁ ମେଥି ହେୟାର ମାସ୍କ

ଭୁବନେଶ୍ବର: କେଶ ଝଡିବା,ଡେନଡ୍ରଫ ସମସ୍ୟା ଆଜିକାଲି ସାଧାଣ ସମସ୍ୟା ପାଲଟିଛି । ଏହାକୁ ଦୂର କରିବା ପାଇଁ ବଜାରର କେମିକାଲ ପ୍ରଡକ୍ଟ ବ୍ୟବହାର କରିବା ଦରକାର ନାହିଁ । ଘରେ ଥିବା ମେଥି ଏହି ସମସ୍ୟା ଦୂର କରି ପାରିବ । କାରଣ ମେଥୀରେ ପ୍ରୋଟିନ,ଭିଟାମିନ ସି,ପୋଟାସିୟମ,ଆଇରନ ପ୍ରଚୁର ପରିମାଣରେ…

ଏହି ବ୍ୟାୟାମ ଦ୍ବାରା ଦୂର ହେବ ଆଖିର କଳା ଦାଗ..

ଭୁବନେଶ୍ବର: ଆଜିର ଜୀବନଶୈଳୀରେ ଲେଟ୍ ନାଇଟ୍ ଜାଗିବା ସାଧରଣ କଥା ହେଲାଣି । ପ୍ରାୟତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଛନ୍ତି ଯୁବପିଢୀ ନହେଲେ ମୋବାଇଲରେ ସମୟ ବିତାନ୍ତି । ଯାହା ସେମାନଙ୍କ ଉଭୟ ସ୍ବାସ୍ଥ୍ୟ ଏବଂ ଆଖି ଉପରେ ପ୍ରଭାବ ପକାଇଥାଏ । ବିଳମ୍ବିତ ରାତି ଯାଏଁ ଉଜାଗର ରହିବା…

‘ଅର୍‌ଲି ଚାଇଲ୍ଡହୁଡ୍‌ କ୍ୟାରିଜ୍‌’ କଣ ? ଏହାର ନିରାକରଣ ଉପାୟ..

ଭୁବନେଶ୍ବର: ଶିଶୁ ଦନ୍ତକ୍ଷୟ ବା ‘ଅର୍‌ଲି ଚାଇଲ୍ଡହୁଡ୍‌ କ୍ୟାରିଜ୍‌’(early childhood caries) ଶିଶୁମାନଙ୍କ ଦାନ୍ତ ଉଠିବା ପରେ ଦେଖାଦେଇଥାଏ। ମୁଖତଃ ୧ରୁ ୬ ବର୍ଷ ବୟସର ଶିଶୁମାନଙ୍କ ଠାରେ ଦେଖାଯାଏ। ଜୁସ୍,କ୍ଷୀର ଆଦି ଶର୍କରାଜାତୀୟ ତରଳ ପଦାର୍ଥ ଶିଶୁମାନେ ପିଇଥାନ୍ତି । ଏହାପରେ…