Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ବିଶ୍ୱକପ ଫୁଟବଲ: ଗିମିନେଜଙ୍କ ଶକ୍ତିଶାଳୀ ହେଡ୍ ରେ ଉରୁଗୁଏ ଜିତିଲା ମ୍ୟାଚ୍

ମସ୍କୋ : ଆଜି ଫିଫା ବିଶ୍ୱକପରେ ଦୁଇଟି ଶକ୍ତିଶାଳୀ ଦଳ ଚମ୍ପିଆନ ଉରୁଗୁଏ ଏବଂ ଇଜିପ୍ଟ ମଧ୍ୟରେ ଅନୁଷ୍ଠିତ ଲଢେଇରେ ଜିତିଲା ଉରୁଗୁଏ । ଖେଳ ଶେଷ ହେବାର ଏକ ମିନିଟ ପୂର୍ବରୁ ଉରୁଗୁଏର ଷ୍ଟାର୍ ଷ୍ଟ୍ରାଇକର୍ ଜୋସ୍ ଗିମିନେଜ ଏକ ସୁନ୍ଦର ହେଡ଼ର୍ ଜରିଆରେ ଦଳକୁ ବିଜୟୀ କରାଇଥିଲେ । ଏହି ମ୍ୟାଚରେ…

ଓଡ଼ିଆ ରଜ ରିଲିଜ ଦେଖିବାକୁ ହଲ୍ ରେ ଦର୍ଶକଙ୍କ ନାହିଁ ନଥିବା ଭିଡ

କଟକ/ଭୁବନେଶ୍ୱର : ସବୁବର୍ଷ ରଜରେ ଏକାଧିକ ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଥାଏ । ତେବେ ଏବେ ମଧ୍ୟ ଓଡ଼ିଆ ଦର୍ଶକମାନେ ରଜ ରିଲିଜକୁ ହଲରେ ଦେଖିବାକୁ ଅପେକ୍ଷା କରିଥାନ୍ତି । ଏହି ରଜରେ ୨ଟି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଛି । ଗୋଟିଏ ହେଲା ସାର୍ଥକ ପ୍ରଡ଼କ୍ସନର ‘ଫୋର୍ ଇଡ଼ିୟଟସ’ ଏବଂ ତରଙ୍ଗ ସିନେ…

ବିଶ୍ୱକପ ଫୁଟବଲ: ଆଜି ସମସ୍ତଙ୍କ ନଜର ଚର୍ଚ୍ଚିତ ଖେଳାଳି ‘ମହମ୍ମଦ ସାଲ୍ଲା’ଙ୍କ ଉପରେ !

ମସ୍କୋ : ବିଶ୍ୱ ଫୁଟବଲ ଜଗତରେ ଇଜିପ୍ଟର ଫୁଟବଲର୍ ମହମ୍ମଦ ସାଲ୍ଲା ଏବେ ବେଶ୍ ଚର୍ଚ୍ଚିତ । ଷ୍ଟ୍ରାଇକର୍ ମହମ୍ମଦ ସାଲ୍ଲାଙ୍କ ପାଇଁ ଇଜିପ୍ଟ ବିଶ୍ୱକପ ଯୋଗ୍ୟତା ହାସଲ କରିପାରିଛି କହିଲେ ଚଳେ । ତେବେ ଆଜି ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଜିପ୍ଟ ଭେଟୁଛି ଶକ୍ତିଶାଳୀ ଉରୁଗୁଏ ଦଳକୁ ।…

ଭଦ୍ରକ, କଟକ ଓ ବାଲେଶ୍ୱର, ଯାଜପୁର ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭଦ୍ରକ, କଟକ ଓ ବାଲେଶ୍ୱର, ଯାଜପୁର ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାର ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ସୂତ୍ରୁରୁ ପ୍ରକାଶ ଯେ, ଭଦ୍ରକ, କଟକ ଓ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ପାଇବେ ରାଜ୍ୟର ସାଢେ ୩ କୋଟି ଲୋକ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ଅଗଷ୍ଟ ୧୫ ତାରିଖରୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ହେବ । ଏହି ସ୍ୱାସ୍ଥ୍ୟ ଯୋଜନା ଅନୁସାରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାର ଅର୍ଥାତ୍ ଏହି ଯୋଜନାରେ ରାଜ୍ୟର ସାଢେ ୩ ଲକ୍ଷରୁ…

ଯୁବ ଲେଖକଙ୍କୁଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ଦେବା ପାଇଁ ପ୍ରେରଣା ଯୋଗାଉ ‘କଳିଙ୍ଗ ସାହିତ୍ୟ ମହୋତ୍ସବ’…

ଭୁବନେଶ୍ୱର : କଳିଙ୍ଗ ସାହିତ୍ୟ ମହୋତ୍ସବର ପଂଚମ ସଂସ୍କରଣ ଭାରତର ସାହିତ୍ୟ, ରାଜନୀତି, ଲୋକସେବା ଓ ଗଣମାଧ୍ୟମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…

ଡ଼େଙ୍ଗୁରେ ଆକ୍ରାନ୍ତ ମହିଳାଙ୍କ ଭୁବନେଶ୍ୱରରେ ମୃତ୍ୟୁ: ରାଜ୍ୟରେ ବ୍ୟାପୁଛି ଡ଼େଙ୍ଗୁ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଡ଼େଙ୍ଗୁରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏହା ପ୍ରଥମ ଡ଼େଙ୍ଗୁ ମୃତ୍ୟୁ ବୋଲି ଜଣାପଡ଼ିଛି । ମୃତ ମହିଳାଙ୍କ ସ୍ୱାମୀଙ୍କ ଗରମାଧ୍ୟମକୁ କହିବାନୁଯାୟୀ ତାଙ୍କର ମୃତ୍ୟୁ ଡ଼େଙ୍ଗୁ ଆକ୍ରାନ୍ତ ଯୋଗୁଁ ଘଟିଛି । ତେବେ ୨ଦିନ…

ଓଡ଼ିଆ ଝିଅ ଶୃତିକ୍ଷା ନାୟକ ଜିତିବେ ଫେମିନା ମିସ ଇଣ୍ଡିଆ ଟାଇଟଲ୍ !

ଭୁବନେଶ୍ୱର : ଆସନ୍ତା ଜୁନ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୨୦୧୮ ମସିହାର ଫେମିନା ମିସ ଇଣ୍ଡିଆ ଟାଇଟଲ୍ ହାସଲ କରିବାକୁ ବେଶ୍ ଆଶାବାଦୀ ଅଛନ୍ତି ଓଡ଼ିଆ ଲଳନା ଶୃତିକ୍ଷା ନାୟକ । ଏହି ୨୧ ବର୍ଷିୟା ଓଡ଼ିଆ ସୁନ୍ଦରୀ ଶୃତିକ୍ଷା ୩୦ଟି ରାଜ୍ୟରୁ ୩୦ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଅଛନ୍ତି ।…

ଲେମ୍ବୁପାଣିର ୭ଟି ଚମତକାରୀ ଉପକାରିତା

ଏବେ ଲେମ୍ବୁପାଣିର ଚାହିଦା ବେଶ୍ ବଢିବାରେ ଲାଗିଛି । ଘରେ ହେଉ ବା ରେଷ୍ଟୁରାଣ୍ଟ୍ , ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଏବେ ଲେମ୍ବୁରସ ବା ଲେମ୍ବୁପାଣିର ଗୁରୁତ୍ୱକୁ ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ଲେମ୍ବୁ ଚା…