Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ହସ୍ତ ଉତ୍ଥାନ ଆସନ: ଶ୍ବାସ ରୋଗ ପାଇଁ ଲାଭଦାୟକ

ଭୁବନେଶ୍ବର: ଶ୍ବାସ ରୋଗ ଏହି ଶୀତ ଦିନେ ଓ ବର୍ଷା ଦିନେ ବେଶୀ ଦେଖାଯାଏ । ଏହି ରୋଗରେ ପୀଡିତ ରୋଗୀ ଶ୍ବାସପ୍ରଶ୍ବାସ ନେବାକୁ କଷ୍ଟ ଅନୁଭବ କରନ୍ତି । ଏହି ଆଜମା ରୋଗ ହେବାର କୌଣସି ବିଶେଷ କାରଣ ନାହିଁ । ଆଲର୍ଜି, ବଂଶାନୁଗତ କାରଣ, ଚିନ୍ତା, ଭୟ, ଉଦବେଗ ରୋଗର କାରଣ ଥାଏ । ତେବେ କିଛି ଏପରି…

ପୋଦିନା ପତ୍ରର ଔଷଧୀୟ ଗୁଣ

ଭୁବନେଶ୍ବର: ପୋଦିନା ପତ୍ରକୁ ଚଟଣୀ, ସାଲାଡ. ସରବତ ରୂପେ ବ୍ୟବହାର କରୁ । ଏହା ପାଟିକୁ ଯେମିତି ଭଲ ସେମିତି ଦେହ ପାଇଁ ବି ହିତ । - ଏହି ପତ୍ର ମୁଣ୍ଡବିନ୍ଧା କମ୍‌ କରାଇଥାଏ। ଏହାର କଡ଼ା ବାସ୍ନା ମୁଣ୍ଡବିନ୍ଧାକୁ ଭଲ କରିଥାଏ । -ପୋଦିନା ପତ୍ର ଖାଇବା ଦ୍ବାରା ବୁଦ୍ଧି ତୀକ୍ଷ୍ଣ ହୁଏ ।…

ଆପଣଙ୍କୁ ବି ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାକୁ ଡର ଲାଗୁଛି? ହୋଇଥାଏ ପାରେ ଏପରି ରୋଗ

ନୂଆଦିଲ୍ଲୀ: ଆପଣ ଅନେକଙ୍କୁ ଦେଖିଥିବେ ଯେଉଁମାନଙ୍କୁ ଅଧିକ ଉଚ୍ଚକୁ ଯିବାକୁ ଡର ଲଗେ, ଲିଫ୍ଟ ଚଢ଼ିବାକୁ ଡର ଲାଗୁଥିବ କିମ୍ୱା ବନ୍ଦ ଘରେ ରହିବାକୁ ଡରୁଥିବେ। ଏପରି ସ୍ଥିତିକୁ ଆମେ ସାଧାରଣ ଭାବେ ଫୋବିଆ ବୋଲି କହିଥାଉ। ଏହିପରି ଭେବେ ଆଗୋରୋଫୋବିୟା ନାମକ ଏକ ସମସ୍ୟାକୁ ନେଇ ବର୍ତ୍ତମାନ ଅନେକ…

ବିଳମ୍ବିତ ରାତି ଯାଏଁ ପାଠ ପଢୁଛନ୍ତି କି, ହୋଇଯାଆନ୍ତୁ ସାବଧାନ..

ଭୁବନେଶ୍ବର: ଏବେ ପିଲାଙ୍କ ପରୀକ୍ଷା ସମୟ ଆସିଯାଇଛି । ପରୀକ୍ଷାକୁ ନଜରରେ ରଖି ଛାତ୍ରଛାତ୍ରୀମାନେ ରାତିରେ ବିଳମ୍ବିତ ରାତି ଯାଏଁ ପାଠ ପଢିଥାନ୍ତି । ଏଥିସହ ନିଦ ନଆସିବା ପାଇଁ ଚା କଫିର ସାହାଯ୍ୟ ନେଇଥାନ୍ତି । ଜାଣନ୍ତି କି ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଏବଂ କଫିନଯୁକ୍ତ ଚା', କଫି…

କେଶରେ ଲଗାଉଛନ୍ତି କି ଗରମ ତେଲ, ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ସମସ୍ତେ ଚାହାଁନ୍ତି ଯେ, ସେମାନଙ୍କ କେଶ ଲମ୍ବା, ଘନ ଏବଂ ସୁନ୍ଦର ହେଉ । କିନ୍ତୁ ବର୍ତ୍ତମାନର ସମୟରେ କେଶ ସମସ୍ୟା ବେସ୍ ବଢ଼ିଚାଲିଛି । କେଶ ସମସ୍ୟାକୁ ନେଇ ସମସ୍ତ ଲୋକେ ବହୁତ ଚିନ୍ତାରେ ରହୁଛନ୍ତି । ଝିଅମାନଙ୍କ ଠାରୁ ଆରମ୍ଭ କରି ପୁଅମାନେ ମଧ୍ୟ ଚିନ୍ତାରେ ରହୁଛନ୍ତି । କାରଣ…

ଶୀତ ଦିନରେ ଖାଆନ୍ତୁ ‘ଚିନାବାଦାମ ବରଫି’

ଭୁବନେଶ୍ବର: ପୂଜାପର୍ବାଣୀ ହେଉ ଅବା ଘରକୁ କୁଣିଆ ଆସିଲେ ମିଠା ଘରେ ତିଆରି ହୋଇଥାଏ । ମିଠା ଭିତରେ କାଜୁ ବରଫି ସମସ୍ତେ ଖାଇଥିବେ କିନ୍ତୁ କେବେ ଚିନାବାଦାମ ବରଫି ଖାଇଛନ୍ତି କି? ତେବେ ଆଜି ଆସନ୍ତୁ ଶିଖିବା କିପରି ତିଆରି ହୁଏ ଚିନାବାଦାମ ବରଫି । ସାମଗ୍ରୀ:- ଚିନାବାଦାମ ମଞ୍ଜି- ୨କପ୍,…

ପାଣି ସିଙ୍ଗଡ଼ା ଖାଇଲେ ଦୂର ହେବ ଥାଇରଏଡ୍ ସମସ୍ୟା

ଭୁବନେଶ୍ବର: ପାଣି ସିଙ୍ଗଡ଼ା ଶୀତଦିନରେ ବଜାରରେ ମିଳିଥାଏ । ଏହି ପାଣି ସିଙ୍ଗଡ଼ାରେ ଭରି ରହିଛି ଅନେକ ପୋଷକ ତତ୍ତ୍ବ ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏଥିରେ ଭିଟାମିନ୍ ବି୬, ପ୍ରୋଟିନ୍ , ଫାଇବର୍ , ପୋଟାସିୟମ୍ ପ୍ରଚୁର ପରିମାଣରେ ରହିଛି । ଡାକ୍ତର ମଧ୍ୟ କହନ୍ତି ସିଜନାଲ ଫ୍ରୁଟ…

ପ୍ରତିଦିନ ଖାଆନ୍ତୁ ଏହି ପନିପରିବା, ବଢିବ ଦୃଷ୍ଟି ଶକ୍ତି

ଭୁବନେଶ୍ବର: ଇଲେକ୍ଟ୍ରୋନିକ୍ସ ଜିନିଷ ସହିତ ଘଣ୍ଟା ଘଣ୍ଟା ସମୟ ବିତାଇବା ଯୋଗୁଁ ଆଜିକାଲି ଆଖି ଉପରେ ଚାପ ପଡୁଛି । ତେବେ ଆପଣଙ୍କ ଖାଦ୍ୟରେ କିଛି ବିଶେଷ ପନିପରିବା ସାମିଲ କରନ୍ତୁ । ଯାହା ଆପଣଙ୍କ ଦୃଷ୍ଟିଶକ୍ତି ବଢ଼ାଇପାରିବ ଏବଂ ଆଖିକୁ ସୁସ୍ଥ ରଖିବାରେ ସହାୟକ ହେବ । -ଦୃଷ୍ଟି ଶକ୍ତିରେ…

କଦଳୀ ଚୋପା ଆପଣଙ୍କ ମୁହଁକୁ କରିବ ଉଜ୍ଜ୍ୱଳ, ଜାଣନ୍ତୁ ବ୍ୟବାହର କରିବାର ଉପାୟ

ଆଜିକାଲି ପ୍ରତିଦିନ ବଜାରରେ ନୂଆ ନୂଆ ପ୍ରଡକ୍ଟ ଆସୁଛି ଯାହା ମୁହଁକୁ ସୁନ୍ଦର କରିବା ଏବଂ ଦାଗମୁକ୍ତ ରଖିବାର ଦାବି କରୁଛି। ଏପରି ପରିସ୍ଥିତିରେ ପ୍ରତି ମାସରେ ଆପଣ ଏକ ନୂତନ କ୍ରିମ୍, ଫେସ୍ ମାସ୍କ, ସେରମ୍, ଟୋନର ଇତ୍ୟାଦି କିଣନ୍ତି। ସେମାନଙ୍କ ମଧ୍ୟରୁ କିଛି ଭଲ ଲାଗେ ତ କିଛି ଆପଣଙ୍କୁ…

ମକର ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ସୁସ୍ଵାଦୁ ମକର ଚାଉଳ

ଭୁବନେଶ୍ଵର: ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ…