Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଘରେ ବନାନ୍ତୁ ‘ଗାଜର-ଫୁଲକୋବି ଆଚର’

ଭୁବନେଶ୍ବର: ଶୀତ ଦିନରେ ବଜାରରେ ଗାଜର, ଫୁଲକୋବି ବହୁତ ପରିମାଣରେ ମିଳେ । ଏହି ସମୟରେ ଦାମ୍ ମଧ୍ୟ ଶସ୍ତା ଥାଏ । ତେବେ ଆପଣ ଏହି ଗାଜର ଓ ଫୁଲକୋବି ଆଚର ଘରେ ସହଜରେ କରି ପାରିବେ । ଅଫ୍ ସିଜନରେ ମଧ୍ୟ ଏହାର ମଜା ନେଇ ପାରିବେ । ଏହି 'ଗାଜର-ଫୁଲକୋବି ଆଚର' ପାଇଁ ଗାଜର ଅଧା କିଲୋ,…

ଉଚ୍ଚ ରକ୍ତଚାପ ରୋଗୀ ଏହି ସବୁ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ, ନଚେତ ବଢିପାରେ ଷ୍ଟ୍ରୋକ ଆଶଙ୍କା

ବ୍ୟସ୍ତବହୁଳ ଜୀବନ, ​​କାମର ଚାପ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଏବଂ ଖରାପ ଜୀବନଶୈଳୀ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଏ। ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ଉଚ୍ଚ ରକ୍ତଚାପର ସମସ୍ୟା…

ଲୁଣ କେଜିର ଦାମ ୩୦ ହଜାର, ଏହାକୁ ଖାଇଲେ ଦୂର ହୋଇଯିବ ସବୁ ରୋଗ !

ଭୁବନେଶ୍ୱର : ଖାଇବା ଥାଳି ହେଉ କିମ୍ୱା ରୋଷେଇ ଶାଳ ସବୁଠି ଲୁଣ ଅପରିହାର୍ଯ୍ଯ । ବିନା ଲୁଣରେ ସ୍ୱାଦ କିଛିର ସ୍ୱାଦ ନାହିଁ । ସେଥିପାଇ ବଜାରରେ ସବୁ ଦୋକାନରେ ଲୁଣ ସହଜରେ ମିଳିଯାଏ, ତାହା ପୁଣି ଖୁବ ଟଙ୍କାରେ । ହେଲେ ଦୁନିଆର ସବୁଠାରୁ ମହଙ୍ଗା ଲୁଣ ମଧ୍ୟ ରହିଛି । ଯାହାର ଦାମ ଶୁଣିଲେ ଆପଣ…

ଯମଜ ସନ୍ତାନଙ୍କୁ ଜନ୍ମ ଦେଉଥିବା ମହିଳାଙ୍କଠାରେ ହୃଦରୋଗର ଆଶଙ୍କ ଅଧିକ! ରିପୋର୍ଟ

ନୂଆଦିଲ୍ଲୀ: ଯମଜ ସନ୍ତାନଙ୍କୁ ଜନ୍ମ ଦେବାକୁ ଥିବା ମହିଳାଙ୍କ ପାଇଁ ଏକ ବଡ ଖବର । ରିପୋର୍ଟରୁ ଜଣାପଡିଲା ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ । ଗୋଟିଏ ସନ୍ତାନକୁ ଜନ୍ମ ଦେଉଥିବା ମହିଳାମାନଙ୍କ ଅପେକ୍ଷା ଯମଜ ସନ୍ତାନ ଜନ୍ମ କରୁଥିବା ମହିଳାମାନଙ୍କ ଠାରେ ହୃଦରୋଗର ଆଶଙ୍କା ଦ୍ୱିଗୁଣ ଅଧିକ ଥାଏ।…

ଦାନ୍ତ ବିନ୍ଧୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ବର: ଦାନ୍ତବିନ୍ଧିଲେ ବହୁଥ କଷ୍ଟ ଅନୁଭବ ହୋଇଥାଏ । ଦାନ୍ତ ସଂକ୍ରମଣ,ଦନ୍ତକ୍ଷୟ, ମାଢ଼ିଫୁଲା ଓ ଦାନ୍ତ ଉଠୁଥିଲେ ଦାନ୍ତ ଯନ୍ତ୍ରଣା ହୋଇଥାଏ । ତେବେ କିଛି ଏପରି ଘରୋଇ ଉପଚାର ରହିଛି ଯାହାଦ୍ବାରା ଆପଣଙ୍କୁ କଷ୍ଟରୁ ମୁକ୍ତି ମିଳିବ । - ଦାନ୍ତବିନ୍ଧିଲେ ଲବଙ୍ଗ ତେଲ ବ୍ୟବହାର ସମସ୍ତେ…

ହେଙ୍ଗୁ ଖାଇଲେ ଏହି ସବୁ ରୋଗ ଦୂର ହୁଏ

ଭୁବନେଶ୍ବର: ହେଙ୍ଗୁରେ ବହୁ ଔଷଧୀୟ ଗୁଣ ରହିଛି । ହେଙ୍ଗୁ ବଦହଜମୀ, ଗ୍ୟାସ୍, ଇନଫ୍ଲୁଏଞ୍ଜା, ଆସ୍ଥାମା, ଅଲସର, କୋଷ୍ଠକାଠିନ୍ୟ ଭଳି ନାନା ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ହେଙ୍ଗୁ ଆମ ରୋଷେଇଘରେ ଖାଇବାରେ ବ୍ୟବହାର କରୁ । ଏହି ହେଙ୍ଗୁ ଇରାନ,ଆଫଗାନିସ୍ତାନ, ବାଲୁଚିସ୍ତାନରେ ଅଧିକ ଚାଷ…

ମାସିକ ଧର୍ମରେ ଅନିୟମିତତା ହେଉଛି କି? କରନ୍ତୁ ଏହି ଯୋଗାସନ ..

ଭୁବନେଶ୍ବର: ଅନେକ ମହିଳାମାନେ ମାସିକ ଋତୁସ୍ରାବ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପେଟ ଯନ୍ତ୍ରଣା, ପ୍ରବଳ ରକ୍ତସ୍ରାବ, ଅନିୟମିତତା ଭଳି ସମସ୍ୟା ହୋଇଥାଏ । ତେବେ ମାସିକ ଧର୍ମରେ ଅନିୟମିତତା ହେତୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ମଧ୍ୟ ହେବାର ସମ୍ଭାବନା ଥାଏ। ତେବେ ଅନେକ…

କଞ୍ଚା ଅମୃତଭଣ୍ଡା ଖାଇଲେ ହାଡ ରହେ ସୁସ୍ଥ

ଭୁବନେଶ୍ବର:ଘର ବଗିଚାରେ ଫଳୁଥିବା ଅମୃତଭଣ୍ଡା ଶରୀରର ପାଇଁ ବେଶ୍ ଉପଯୋଗୀ । ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ୍ ଏ, ବି, ସି, ଇ, କେ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ । ଆଣ୍ଠୁଗଣ୍ଠୀ ସମସ୍ୟା ଭୋଗୁଛନ୍ତି ତାହାହେଲେ ଆପଣ କଞ୍ଚା ଅମୃତଭଣ୍ଡା ଖାଆନ୍ତୁ । କଞ୍ଚା…

ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହଲ୍‌ଚଲ୍ ହୋଇପାରୁ ନାହିଁ କି ?

ଭୁବନେଶ୍ବର: ଆପଣ କେବେ ନା କେବେ ଅନୁଭବ କରିଥିବେ ହଠାତ୍ ନିଦ ଭାଙ୍ଗିବା ପରେ ଶରୀର ହଲ୍‌ଚଲ୍ ହୋଇନଥାଏ । କଥା କହିବାକୁ ଚେଷ୍ଚା କଲେ ବି ମୁହଁ ଖୋଲେ ନାହିଁ । ଏହାପରେ ମନରେ ଡର ଆସେ । ତେବେ ଭୂତ ପ୍ରଭାବରୁ ଏମିତି ହୁଏ ବୋଲି କୁହନ୍ତି । କିନ୍ତୁ ଏହି ଅବସ୍ଥାକୁ 'ନିଦ୍ରା ପକ୍ଷାଘାତ' ବା…

ଅଧିକ ହସୁଥିଲେ ସାବଧନ, କେତେବେଳେ ବି ଜୀବନ ଯାଇପାରେ !

ନୂଆଦିଲ୍ଲୀ: ହସିବା ହେଉଛି ଜୀବନର ସବୁଠାରୁ ଶ୍ରେଷ୍ଠ ମୂଲ୍ୟ । ଆଉ ଏହି କଥା ଅନେକଙ୍କ ମୁହଁରୁ ମଧ୍ୟ ଶୁଣିଥିଲେ। ସେଥିପାଇଁତ ଡାକ୍ତର କହିଥାନ୍ତି ହସିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । କିନ୍ତୁ ଏହି ହସିବା ଯେ ବେଳେ ଜୀବନ ବି ନେଇ ପାରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା…