Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଏହି ସବୁ ଜିନିଷ ଦାନ ଦେଉଥିଲେ ସାବଧାନ, ହୋଇଯିବ ଅନର୍ଥ…

ଭୁବନେଶ୍ଵର: ସନାତନ ସଂସ୍କୃତିରେ ଜଣେ ଅଭାବୀ ବ୍ୟକ୍ତି କିମ୍ବା ଗରିବ ବ୍ୟକ୍ତିଙ୍କୁ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହା କରିବା ଦ୍ୱାରା ମନୁଷ୍ୟର ସମସ୍ତ ପାପ ଧୋଇଯାଏ ଓ ସେ ଭଲ ଗୁଣ ପ୍ରାପ୍ତ କରନ୍ତି । ଏହି କାରଣ ହେଉଛି ଯେ ହିନ୍ଦୁ ଧର୍ମରେ ଯେକୌଣସି ପର୍ବପର୍ବାଣିରେ ଦାନ ବିନା…

ଆପଣ ମାଠିଆ ପାଣି ପିଉଛନ୍ତି କି? ଜାଣନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ପୂର୍ବରୁ ଲୋକମାନେ ଜଳ ସଂରକ୍ଷଣ ପାଇଁ ମାଠିଆ ବ୍ୟବହାର କରୁଥିଲେ । ଏହାର କାରଣ ହେଲା ମାଟି ପାତ୍ରରେ ଥିବା ପାଣି ସ୍ୱାଭାବିକ ଭାବେ ଥଣ୍ଡା ରହିଥାଏ । ଏଥି ସହିତ, ଆମର ପୂର୍ବଜମାନେ ଜାଣିଥିଲେ ଯେ ଏହାର ଜଳ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ । ଆଜିକାଲି ପ୍ରତ୍ୟେକ ଘରେ…

ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍….

ଭୁବନେଶ୍ଵର: ଆମ ସମାଜରେ ଜଣେ ଜଣଙ୍କ ଖୁସି ପାଇଁ ଉପହାର ଦେବାର ପରମ୍ପରା ରହିଛି । ଅନେକ ଶୁଭ ଅବସରରେ ଆମେ ଆମର ବନ୍ଧୁ ଏବଂ ପରିଜନ ମାନଙ୍କୁ ଉପହାରରେ ବହୁତ ଜିନିଷ ଦେଇଥାନ୍ତି ଏବଂ ନେଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ କେତେକ ଜିନିଷ ଏମିତି ଅଛି ଯାହାକୁ ଉପହାରରେ ଦେବା ଦ୍ବାରା ଅଶୁଭ…

ଦେହ ପାଇଁ ଉପକାରୀ ବ୍ରାଉନ୍ ବ୍ରେଡ, ଜାଣନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସମ୍ଭବ ହେଉନାହିଁ । କିନ୍ତୁ ଏହା ଭିତରେ ବି ଖାଦ୍ୟ ପ୍ରତି ସଚେତନ ହେବାକୁ ପଡିଥାଏ । ଆମେ ପ୍ରତିଦିନ ଯେଉଁ ଖାଦ୍ୟ ଖାଉଛେ କେତେ ଖରାପ ଓ କେତେ ଭଲ ତାହା ମଧ୍ୟ ଚିନ୍ତା କରିବାକୁ ପଡିଥାଏ । ତେବେ ବ୍ୟସ୍ତତା…

ମଣିଷର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ‘‘ଏଗ୍‌ ରୋଲ୍’’

ଭୁବନେଶ୍ୱର: ଯଦି ଆପଣ ଜଣେ ଷ୍ଟ୍ରୀଟ୍‌ ଫୁଡ୍‌ ଲଭର ହୋଇଥାନ୍ତି ତେବେ ଆପଣଙ୍କୁ କିଛିଟା କଥା ଜାଣିବା ନୀହାତି ଦରକାର । କାରଣ ଆପଣ ଯେଉଁ ଜିନିଷକୁ ହେଲ୍ଦି ଫୁଡ୍‌ ଭାବି ଖାଉଛନ୍ତି ତାହା ଆପଣଙ୍କ ଶରୀରରେ ସିରା ପ୍ରସିରାକୁ ବ୍ଲକେଜ୍‌ କରିବାର କାରଣ ହୋଇପାରେ । ବିଶେଷ କରି ଯଦି ଆପଣଙ୍କର ହାଇ…

ଆପଣ ପାଉଁଜି ପିନ୍ଧିବାକୁ ଭଲ ପାଆନ୍ତି କି ? ତେବେ ଜାଣନ୍ତୁ ଏହାର ଜବରଦସ୍ତ ଫାଇଦା

ଭୁବନେଶ୍ଵର: ନାରୀ ମାନଙ୍କୁ ଯେଉଁ କେତୋଟି ଅଳଙ୍କାର ପିନ୍ଧିବା ପାଇଁ ପସନ୍ଦ ହୋଇଥାଏ ସେଗୁଡିକ ମଧ୍ୟରୁ ପାଉଁଜି ଅନ୍ୟତମ। ହିନ୍ଦୁ ଶାସ୍ତ୍ର ଅନୁଯାଇ ନାରୀର ୧୬ ଶୃଙ୍ଗାର ମଧ୍ୟରୁ ପାଉଁଜି ଅନ୍ୟତମ। ଏହା କେବଳ ନାରୀର ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ ବରଂ ଏହାକୁ ନାରୀର ବ୍ୟକ୍ତିତ୍ୱର ପରିଚୟ…

ଶରୀରରେ କାହିଁକି ସୃଷ୍ଟି ହୁଏ ନୀଳ ଚିହ୍ନ, ହୋଇପାରେ ଗମ୍ଭୀର ସମସ୍ୟା…

ଦିଲ୍ଲୀ: ପ୍ରାୟତଃ ଚାଲିବା ସମୟରେ, ଆମେ ଅନେକ ସମୟରେ କୌଣସି ନା କୌଣସି ଜିନିଷରେ ଝୁଣ୍ଟି ପଡ଼ୁ ଏବଂ ଆମେ ଆଘାତ ପାଇଥାଉ । ସେହି ସମୟରେ କିଛି ଜଣା ପଡ଼ିନଥାଏ  । କିନ୍ତୁ କିଛି ଘଣ୍ଟା ପରେ ଶରୀରରେ ଏକ ନୀଳ ଚିହ୍ନ ଦେଖାଯାଏ । ଯେତେବେଳେ ଶରୀରର କୌଣସି ସ୍ଥାନରେ ଆଘାତ ହୁଏ ଏବଂ ସେହି ସ୍ଥାନରୁ…

ଫିଟ୍ ରହିବା ପାଇଁ ବର୍ଷାଦିନେ କରନ୍ତୁ ଏପରି ଡାଏଟ

ଭୁବନେଶ୍ଵର: ବର୍ଷାଦିନେ ଖୋଲା ଆକାଶ ତଳେ ଝିପିଝିପି ବର୍ଷାରେ ଭିଜିବାର ମଜା ନେବା ଲୋକଙ୍କ ସଂଖ୍ୟା ନିହାତି କମ୍‌ ନୁହେଁ। ଅନ୍ୟପଟେ ବର୍ଷାଦିନେ ଦେହ ଖରାପ ହେବା ଏକ ସାଧାରଣ କଥା। ଏହି ସମୟରେ ଥଣ୍ଡା ଲାଗିବା, ଜ୍ୱର ହେବା, ପେଟ ଖରାପ, ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗରୁ ସାବଧାନ ରହିବା…

ସୋରିଷ ତେଲରେ ମିଶାନ୍ତୁ ମାତ୍ର ଗୋଟିଏ ଜିନିଷ : ୨ ଦିନରେ କେଶ ଝଡିବାରୁ ମୁକ୍ତି ପାଆନ୍ତୁ

ଦିଲ୍ଲୀ: ଯଦି ଆପଣ କେଶ ଝଡିବା ସମସ୍ୟାରୁ ବହୁତ ଚିନ୍ତିତ ଅଛନ୍ତି ତେବେ ଏପରି ଘରୋଇ ଉପଚାର ବିଷୟରେ ଜାଣନ୍ତୁ ଯାହା ଆପଣଙ୍କ କେଶ ଝଡିବା ରୋକିବା ସହ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା ସହ ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ପାଳନ କରିବାକୁ ପଡିବ । ତେବେ…

କର୍କଟ ଏବଂ ହୃଦଘାତକୁ ପରାସ୍ତ କରେ ଚେରି ଟମାଟୋ: ଅନ୍ୟାନ୍ୟ ସମସ୍ୟାରୁ ବି ଦିଏ ମୁକ୍ତି..

ରୋଷେଇ କରିବା ସମୟରେ ସମସ୍ତେ ଟମାଟୋ ବ୍ୟବହାର କରନ୍ତି ।  କିନ୍ତୁ ବହୁତ କମ୍ ଲୋକ ଚେରି ଟମାଟୋ ଖାଆନ୍ତି  । ଏହି ଚେରି ଟମାଟୋ, ଯାହା ଦେଖିବାକୁ ଛୋଟ ଦେଖାଯାଏ । ହେଲେ ପ୍ରମୁଖ ରୋଗକୁ ପରାସ୍ତ କରିବାରେ ଏହା ବେଶ ପ୍ରଭାବଶାଳୀ  । ବଜାରରେ ଉପଲବ୍ଧ ହେଉଥିବା ସାଧାରଣ ଟମାଟୋ ଅପେକ୍ଷା ଚେରି…