Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଅଧିକ ଲେମ୍ବୁପାଣି ପିଉଛନ୍ତି କି ?  

ଖରାଦିନେ ଲେମ୍ବୁପାଣିର ଅଧିକ ଚାହିଦା ରହିଛି। ଘରେ ହେଉ ବା ରେଷ୍ଟୁରାଣ୍ଟ୍, ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଲେମ୍ବୁପାଣିର ଗୁରୁତ୍ୱକୁ ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ପିଇବାକୁ ପସନ୍ଦ କରୁଛନ୍ତି । ଖରାଦିନେ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମୁଗ ଡାଲି

ସମସ୍ତ ପ୍ରକାର ଡାଲି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ ହୋଇଥାଏ । ଡାଲି ମଧ୍ୟରେ ମୁଗ ଡାଲି ସର୍ବୋତ୍ତମ। ଡାଲିରେ ଯେତେ ପୁଷ୍ଟିକର ଉପାଦାନ ଅଛି ତାହା କ୍ଷୀରରେ ମଧ୍ୟ ନଥାଏ । ତେଣୁ ଡାକ୍ତରମାନେ ଡା଼ଲି ଖାଇବାକୁ ପରାମର୍ଶ ଦେଇଥାଆନ୍ତି । ଡାଲିକୁ ପ୍ରୋଟିନର ଭଣ୍ଡାର ବୋଲି କହନ୍ତି । ଏଥିରେ…

ଏମିତି ଦୋକାନ: ଯେଉଁଠି ମିଳେ ୫ ଫୁଟ ଲମ୍ବର ଦୋସା, ସେନା କର୍ମଚାରୀଙ୍କୁ ମାଗଣା

ପୁଣେ : ଇଡ୍‌ଲି, ମସାଲା ଦୋସା, ବରା-ସମ୍ବର ହେଉଛି ଦକ୍ଷିଣ ଭାରତୀୟ ଖାଦ୍ୟ । କିନ୍ତୁ ମହାରାଷ୍ଟ୍ରରେ ଏହାକୁ ବହୁତ ପସନ୍ଦ କରାଯାଏ । ବିଶେଷକରି ପୁଣେରେ ଏହି ଖାଦ୍ୟଗୁଡ଼ିକ ପ୍ରାୟ ପ୍ରତ୍ୟେକ ଦୋକାନରେ ଉପଲବ୍ଧ । ପୁଣେ ସହରରେ ଅନେକ ଦକ୍ଷିଣ ଭାରତୀୟ ଖାଦ୍ୟ ହୋଟେଲ ଅଛି । ଇଡଲି, ଦୋସା, ବରା…

ଚନ୍ଦାପଣକୁ ନେଇ ଚିନ୍ତିତ ହେଲେ ଯୁବକ: ଏମିତି କିଛି କରି ବସିଲେ ନିଜ ଚେହେରା ହୋଇଗଲା ଖରାପ

ଇଟାଲୀ: ଆଜିର ଦିନରେ କେଶ ଝଡ଼ିବା ଦ୍ୱାରା ଆମ ମଧ୍ୟରୁ ଅନେକ ଅସୁବିଧାରେ ପଡିଥା଼ନ୍ତି । ଲୋକମାନେ ଏଥିପାଇଁ ଅନେକ ସମାଧାନ ଖୋଜନ୍ତି । ସ୍ପା ଠାରୁ ଆରମ୍ଭ କରି ଅନେକ ଘରୋଇ ଉପଚାର ମଧ୍ୟ ଆପଣାଇଥାନ୍ତି । କିଛି ଲୋକ ଏଥିରେ ଲାଭବାନ୍ ହେଉଥିବା ବେଳେ ଆଉ କିଛି ଅସଫଳ ହୋଇଥାନ୍ତି । କେବଳ ପଇସା…

ମିଠା ଖାଇବା ପରେ ପାଣି ପିଉଛନ୍ତି କି ?  

ମିଠା ସମସ୍ତଙ୍କର ପସନ୍ଦ । ମିଠା ଖାଇବାକୁ ସମସ୍ତେ ଭଲପାଆନ୍ତି । ଆଉ ମିଠା ଖାଇବା ପରେ ଆପଣ ପାଣି ପିଉଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ ! ଦୈନନ୍ଦିନ ଜୀବନରେ ଖାଦ୍ୟପେୟକୁ ନେଇ ଆମେ ଅନେକ ଭୁଲ୍‌ କରିଥାଉ । କିଛି ଲୋକ ମିଠା ଖାଇବା ପରେ ଢକଢକ କରି ପାଣି ପିଇଥାନ୍ତି । ତେବେ ଏହା ଏକ…

ଖରାଦିନେ ବ୍ୟବହାର କରନ୍ତୁ ଏହି ସ୍କବ୍ର…..

ଖରାଦିନ ହେଉକି ଶୀତଦିନ ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାଆନ୍ତି । ସେ ବାହାଘର ହେଉକି ପୂଜା ପାର୍ବଣ ସୁନ୍ଦର ଦେଖାଯିବା ପାଇଁ ତ୍ବଚାରେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତି । ଯାହା ଆପଣଙ୍କ ତ୍ବଚା ପାଇଁ ଲାଭ ହେବା ସହିତ କ୍ଷତି ମଧ୍ୟ ହୋଇଥାଏ।…

ଖରାଦିନେ ପଣସ ଖାଇବା ଠିକ୍‌ ନାଁ ଭୁଲ୍‌ ?

ଖରାଦିନେ ବିଭିନ୍ନ ପ୍ରକାର ଫଳ ଖାଇବା ଉଚିତ୍‌ । କଞ୍ଚା ଫଳ ଖାଇବା ଠିକ ନାଁ ଭୁଲ ତାହାକୁ ନେଇ ଲୋକଙ୍କ ମନରେ ଏକ ଦ୍ୱନ୍ଦ୍ୱ ରହିଥାଏ। କାରଣ ଖରା ଦିନେ କଞ୍ଚା ଫଳର ପ୍ରଭାବ ଗରମ ରହିଥାଏ। ପଣସ ଭଳି କଞ୍ଚା ଫଳ ଗରମ ଏବଂ ଆର୍ଦ୍ର ପରିବେଶରେ ଉତ୍ପାଦିତ ହୋଇଥାଏ। ପଣସକୁ କିଛି ଲୋକ ଖାଇବାକୁ…

କଳା ଅଣ୍ଡା ଖାଇଲେ ବଢିଥାଏ ଆୟୁଷ

ଜାପାନ: ସାଧାରଣତଃ ଅଣ୍ଡାର ରଙ୍ଗ ଧଳା କିମ୍ବା ବାଦାମୀ ରଙ୍ଗର ହୋଇଥାଏ । କିନ୍ତୁ କଳା ରଙ୍ଗର ଅଣ୍ଡା ଯେ ଥାଇପାରେ ଏକଥା ଅନେକଙ୍କୁ ଅଜଣା । ଏବେ ଜାପାନରେ କଳା ରଙ୍ଗର ଅଣ୍ଡା ଦେଖିବାକୁ ମିଳୁଛି, ଯାହାକୁ ଖାଇଲେ ଆୟୁଷ ବଢିଥାଏ ବୋଲି ସେଠାକାର ଲୋକଙ୍କ ଧାରଣା । ଜାପାନର ମାଉଣ୍ଟ ହୋକେନ୍‌ରେ…

ଦାନ୍ତରେ ଯନ୍ତ୍ରଣା ହେଉଛି କି ? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣା ସହିବା ଭାରି କଷ୍ଟ । ଯେତେବେଳେ ଦାନ୍ତରେ ଯନ୍ତ୍ରଣା ହୁଏ, କଥା ହେବା, ଖାଇବା ପିଇବା କଷ୍ଟକର ହୋଇଯାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ହୁଏ ଯେ, ପୁରା ପାଟି ଫୁଲି ଯାଏ । ଦାନ୍ତରେ କିଛି ଲାଖିଥିଲେ କିମ୍ବା ଥଣ୍ଡା କି…

ପେଟ କମାଇବାକୁ ଚାହୁଁଛନ୍ତି କି ? ତେବେ ପିଅନ୍ତୁ ଏହି ୪ ପ୍ରକାର ପାନୀୟ

ସମସ୍ତଙ୍କ ଚିନ୍ତାର କାରଣ ହେଉଛି ମୋଟାପଣ ବା ଓଜନ ବୃଦ୍ଧି । ଦୈନନ୍ଦିନ ଜୀବନ ଶୈଳୀରେ ସଠିକ୍‌ ଖାଦ୍ୟପେୟ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକ । ବେଳେବେଳେ ଆମ ଖାଦ୍ୟପେୟରେ ଅନିୟମିତତା ଦେଖାଦେଲେ ଶରୀରରେ କୁପ୍ରଭାବ ପକାଇଥାଏ । ଆଉ ଖାଦ୍ୟପେୟ ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।…