Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ମୁହଁରେ ବ୍ରଣ ହେଉଛି କି ? ଜାଣନ୍ତୁ ବିଶେଷଜ୍ଞଙ୍କଠାରୁ ଟିପ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରଣ ସମସ୍ୟା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ। ଏହା ଏକ ସାଧାରଣ ଚର୍ମ ରୋଗ। ବ୍ରଣ କେବଳ ମହିଳା ମାନଙ୍କର ମୁହଁରେ ଦେଖାଯାଇନଥାଏ ବରଂ ଅଧିକାଂଶ ପୁରୁଷଙ୍କ ମୁହଁରେ ମଧ୍ୟ ଦେଖିବାକୁ ମିଳିଥାଏ। ଆଜିକାଲି ଛୋଟ ପିଲାଙ୍କ ମୁହଁରେ ମଧ୍ୟ ବ୍ରଣ ଦେଖିବାକୁ ମିଳୁଛି।…

ଲାଉ ଜୁସ୍‌ ପିଉଥିଲେ ସାବଧାନ, ହୋଇପାରେ ପାର୍ଶ୍ୱ ପ୍ରତିକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଡାଏଟିସିଆନ୍‌ମାନେ କହିଛନ୍ତି ଯେ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ସମସ୍ତ ଲୋକଙ୍କୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଫଳ-ପନିପରିବା ଜୁସ ରଖିବା ଆବଶ୍ୟକ। ଏହି ଫଳ ଜୁସ୍ ଶରୀର ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ସହଜରେ ଯୋଗାଇ ଦିଏ। କେତେକ ଅଧ୍ୟୟନରୁ ଜଣାପଡିଛି…

ଫୁସଫୁସ କର୍କଟକୁ ରୋକିବା ପାଇଁ ଆବିଷ୍କାର ହେଲା ଔଷଧ, ମୃତ୍ୟୁ ଆଶଙ୍କା ୫୧ % କମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ମଧ୍ୟରୁ ଫୁସଫୁସ କର୍କଟ ଅନ୍ୟତମ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ବିଶ୍ୱର ୧୬ ଜଣଙ୍କ ମଧ୍ୟରୁ ଜଣଙ୍କର ଫୁସଫୁସ କର୍କଟ ହେବାର ଆଶଙ୍କା ରହିଛି। ଆମେରିକୀୟ ଫୁସଫୁସ ଆସୋସିଏସନ ରିପୋର୍ଟ ଅନୁଯାୟୀ, ୟୁଏସରେ ପ୍ରତ୍ୟେକ ଅଢେଇ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମେଥି ପାଣି, ଅନେକ ରୋଗରୁ କରେ ରକ୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମେଥି ସାଧାରଣତଃ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ମିଳିଥାଏ। ମେଥି ମଞ୍ଜି ରୋଷେଇ ପାଇଁ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଯେଉଁ ବ୍ୟକ୍ତି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମେଥି ଦାନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷଜ୍ଞ…

ଟାଟୁ ବନେଇଥିବା ଲୋକେ କରିପାରିବେନି ରକ୍ତଦାନ, ହୋଇପାରେ ବିପଦ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିର ଆଧୁନିକ ଜୀବନଶୈଳୀରେ ନିଜକୁ ଅଧିକ ଆକର୍ଷଣୀୟ ଦେଖାଇବା ପାଇଁ ଲୋକେ ସେମାନଙ୍କର ହାତ, ଗୋଡ, ପିଠି ଏପରିକି ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ ତିଆରି କରନ୍ତି। ଟାଟୁ ତିଆରି କରିବାର ଏକ ଧାରା ପାଲଟିଯାଇଛି। କିନ୍ତୁ ଡାକ୍ତରମାନେ କୁହନ୍ତି ଯେ, ଯେଉଁମାନଙ୍କର ରକ୍ତ…

ପ୍ରସବ ଯନ୍ତ୍ରଣାକୁ ହ୍ରାସ କରିବ ମ୍ୟୁଜିକ୍ ଥେରାପି

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ସଂଗୀତରେ ଏତେ ଶକ୍ତି ଅଛି ଯେ ଏହା ଆପଣଙ୍କ ସମସ୍ତ ଦୁଃଖକୁ ଦୂର କରିଦିଏ। ଯେକୌଣସି ମଧୂର ସ୍ୱର କିମ୍ବା ସଂଗୀତ ଯଦି ପସନ୍ଦ ଆସିଯାଏ ତେବେ ଗଛ, ଉଦ୍ଭିଦ ଏବଂ ପ୍ରାଣୀ ମଧ୍ୟ ଏହାକୁ ଅନୁଭବ କରି ପାରନ୍ତି। ଆପଣ ଜାଣନ୍ତି କି ଏହି ସଙ୍ଗୀତ ପ୍ରତ୍ୟେକ ରୋଗ ପାଇଁ…

ଖାଲି ପେଟରେ ପିଅନ୍ତୁ ନାହିଁ ଆପଲ୍ ସାଇଡର୍ ଭିନେଗାର, ହୋଇପାରେ ପାର୍ଶ୍ୱ ପ୍ରତିକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲୋକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ରୋଷେଇ ଘରେ ଆପଲ୍ ସାଇଡର୍ ଭିନେଗାର ରଖନ୍ତି। ଆପଲ୍ ସାଇଡର୍ ଭିନେଗାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ଆପଲ୍ ସାଇଡର୍ ଭିନେଗାର ଦ୍ୱାରା ଅନେକ ରୋଗର ବିପଦକୁ…

ଚଟାଣ ସଫା ବେଳେ ବ୍ୟବହାର କରନ୍ତୁ ଶୁଖିଲା ଲେମ୍ବୁ, ଚକ୍‌ଚକ୍‌ ଦେଖାଯିବ ଆପଣଙ୍କ ଘର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଋତୁରେ ଲେମ୍ବୁ ବହୁତ ଉପଯୋଗୀ। ଖରାଦିନେ ଲେମ୍ବୁ ପାଣି ତିଆରି କରି ପାନ କରାଯାଏ। ଏହା ବ୍ୟତିତ ଅନେକ ଖାଦ୍ୟରେ ଲେମ୍ବୁ ରସ ମଧ୍ୟ ବ୍ୟବହାର କରାଯାଏ। ତାଜା ଲେମ୍ବୁର ଉପକାରିତା ଏବଂ ଏହାକୁ କିପରି ବ୍ୟବହାର କରାଯିବ ତାହା ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ…

ଯାତ୍ରା ସମୟରେ ବାନ୍ତି ଲାଗିଲେ କ’ଣ କରିବେ ? ଜାଣନ୍ତୁ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଛୁଟି ଚାଲିଛି ଏବଂ ଏହି ସମୟ ମଧ୍ୟରେ ବହୁତ ଲୋକେ ବୁଲିବାକୁ ବହାରନ୍ତି। ପିଲାମାନେ ନିଜ ମାମୁଁ ଘରେ କିମ୍ବା ସମ୍ପର୍କୀୟଙ୍କ ଘରକୁ ଯାଆନ୍ତି। କିଛି ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ବସରେ କିମ୍ବା କାରରେ ଯାତ୍ରା କରିବା ବେଳେ ବାନ୍ତି କରନ୍ତି। ଆଉ ଏହି…

ଶରୀରରେ ବୃଦ୍ଧି ପାଉଛି କି କୋଲେଷ୍ଟ୍ରଲ ? ଜାଣନ୍ତୁ ନିୟନ୍ତ୍ରଣ କରିବାର ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶରୀରରେ ଉଭୟ ଭଲ ଏବଂ ଖରାପ କୋଲେଷ୍ଟ୍ରଲ ରହିଥାଏ। ସାଧାରଣ ସ୍ତରରେ ଏହା ଶରୀର ପାଇଁ ଏକ ଜରୁରୀ ପଦାର୍ଥ। ଯଦି ରକ୍ତରେ ଏହାର ଉପସ୍ଥିତି ଅତ୍ୟଧିକ ହୋଇଯାଏ, ତେବେ ଏହା ଏକ ନିରବ ଘାତକ ପାଲଟିଯାଏ। ଯାହା ଲୋକଙ୍କ ହୃଦଘାତ ହେବାରେ ଆଶଙ୍କା ଦେଇଥାଏ। କୋଲେଷ୍ଟ୍ରଲ ଶରୀରର…