Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଶୀତଦିନେ ମେଥି ଶାଗର ଉପକାରିତା…

ଭୁବନେଶ୍ୱର: ଶୀତଋତୁ ଆରମ୍ଭରୁ ବଜାରରେ ବିଭିନ୍ନ ପ୍ରକାର ତଟକା ପନିପରିବା ଦେଖିବାକୁ ମିଳେ । ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଉପକାରୀ । ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭାରି ରହିଥାଏ ।…

ଜାଣନ୍ତୁ, ମନ୍ଦାର ଫୁଲ ସମ୍ପର୍କରେ କିଛି ଅଜଣା କଥା..

ଭୁବନେଶ୍ୱର: ମନ୍ଦାର ଫୁଲ ଦେଖିବାକୁ ଯେତିକି ଆକର୍ଷଣ ସେତିକିଔଷଧୀୟ ଗୁଣରେ ମଧ୍ୟ ଭରପୁର । ଏହି ଗଛର ଗୁଣ ବିଷୟରେ ଅନେକଲୋକ ଅଜ୍ଞ ଅଟନ୍ତି। ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ... ଏହା ଏକ ଫୁଲ ହେବା ସହ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ। ମନ୍ଦାର ଫୁଲରେ ଥିବା…

ସ୍ୱାସ୍ଥ୍ୟ ପାଇଁ ହିତକର ସୁପ୍

ଭୁବନେଶ୍ୱର: ପାଟିକୁ ସୁଆଦିଆ ଲାଗୁଥିବା ସମସ୍ତ ଖାଦ୍ୟ ଦେହ ପାଇଁ ଖରାପ ତାହା ଭାବିବା ଭୁଲ । ସେହିଭଳି ପାଟି ସୁଆଦିଆ ଓ ଶରୀର ପାଇଁ ହିତକରକ ହେଉଛି ସୁପ୍ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ସୁପ୍ ବିକ୍ରି ହୋଇଥାଏ। କିନ୍ତୁ ବଜାରରେ ବିକ୍ରି ହେଉଥିବା…

ଖାଲି ପେଟରେ ଖାଆନ୍ତୁ ଖଜୁରୀ, ମିଳିବ ଏହିସବୁ ଫାଇଦା…

ଭୁବନେଶ୍ୱର: ଖାଳି ପେଟରେ ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ବୋଲି ଏକ ଗବେଷଣାରୁ ପ୍ରମାଣ ହୋଇଛି । ଖାଲି ପେଟରେ ନିୟମିତ ଖଜୁରୀ ଖାଇବା ଦ୍ୱାରା ଚମତ୍କାରୀ ଲାଭ ମିଳିଥାଏ । ଖଜୁରୀରେ ପର୍ଯ୍ୟାପ୍ତ ପରିମାଣରେ ପୋଟାସିୟମ ରହିଛି। ଏହା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରି…

ଦୈନିକ କିଛି ପେଜ ପିଅନ୍ତୁ ଫିଟ୍ ରୁହନ୍ତୁ; କିପରି ପାଇପାରିବେ ଅଦ୍ଭୁତ ଉପକାର ଜାଣନ୍ତୁ…

ଭୁବନେଶ୍ୱର: ପେଜ ଆମ ଶରୀର ପାଇଁ ବହୁତ ଉପକାରୀ । ଏଥିରେ ଥିବା କାର୍ବୋହାଇଦ୍ରାଟେ ଶରୀରରେ ଶକ୍ତି ଵୃଦ୍ଧି କରିଥାଏ । ଏହାକୁ ସକାଳ ସମୟରେ ପିଇବା ଶରୀର ପକ୍ଷେ ଭଲ । ପେଜରେ ଫାଇବର ଭରପୁର ରହିଛି । ଏହା ମେଟାବୋଲିଜମି କୁ ବୃଦ୍ଧି କରାଇଥାଏ । ଏହା ପାଚନ ର ତନ୍ତ୍ର କୁ ସୁଦୃଢ କରିଥାଏ ।…

୨୦୫୦ ସୁଦ୍ଧା ବିଶ୍ୱର ୭୦ ପ୍ରତିଶତ ଲୋକ ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ିବେ : ବିଶେଷଜ୍ଞ

ଭୁବନେଶ୍ୱର: ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଗତି ଓ ବିଜ୍ଞାନର ଉନ୍ନତି ସାଧିତ ହେଉଥିବା ବେଳେ ମଣିଷ ଶରୀର ଓ ମନର ଅଧୋଗତି ହେବାରେ ଲାଗିଛି । ୨୦୫୦ ସୁଦ୍ଧା ବିଶ୍ୱର ୭୦ ପ୍ରତିଶତ ଜନସଂଖ୍ୟା ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ିବେ । ଏଥିରୁ ଭାରତ ଓ ଓଡ଼ିଶାର ଜନସାଧାରଣ ମଧ୍ୟ ବାଦ ପଡ଼ିବେ ନାହିଁ ବୋଲି…

ପୁଷ୍ଟିବର୍ଦ୍ଧକ ମାଛ; ନିୟମିତ ଖାଇଲେ ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ମାଛ ଏକ ପୁଷ୍ଟିକର ଖାଦ୍ୟ। ଏଥିରେ ଅନେକ ପୋଷକତତ୍ତ୍ୱ ଭରି ରହିଛି । ସୁସ୍ଥ ଶରୀର ପାଇଁ ଭୋଜନରେ ମାଛ ସାମିଲ କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ମାଛରେ ପ୍ରୋଟିନ୍, ଓମେଗା-୩ ଫ୍ୟାଟି ଏସିଡ ରହିଥାଏ। ଯାହା ଅନେକ ରୋଗରୁ ଦୂରେଇ ରଖିବା ସହ ଶରୀର ପାଇଁ ଅତ୍ୟନ୍ତ…

ଦୀର୍ଘଦିନ ଧରି କାଶ ହେଉଛି କି? ଏହା କ’ଣ ହୋଇପାରେ ଜାଣନ୍ତୁ…

ଭୁବନେଶ୍ୱର: ଡାକ୍ତରଙ୍କ ମତରେ, କାଶ କୌଣସି ରୋଗ ନୁହେଁ । ଶରୀରରେ କୌଣସି ରୋଗ ହେଲେ ଏହା ତାର ସଂକେତ ହୋଇଥାଏ । ତେଣୁ କାଶକୁ ଅଣଦେଖା କରିବା ଆଦୋୖ ଉଚିତ ନୁହେଁ । କାରଣ କାଶ ଯୋଗୁ ଫୁସ୍‌ଫୁସ, ଶ୍ୱାସନଳୀ ଏବଂ ଗଳାରେ ସଂକ୍ରମଣ ହୋଇଥାଏ। କୌଣସି ଏକ ରୋଗ ପୂର୍ବରୁ କାଶ ପ୍ରଥମେ ସଂକେତ…

ରକ୍ତହୀନତା ରୋଗରେ ପୀଡ଼ିତ ଥିଲେ ଆପଣାନ୍ତୁ ଏହି ଦିବ୍ୟ ମହୋଷଧି !

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ତଥା ନିଜର ଯତ୍ନ ନେବାରେ ଯୁବପିଢୀ ଖୁବ କମ ସମୟ ଦେଉଛନ୍ତି । ଯାହାର ଫଳ ସ୍ୱରୂପ ନିହାତି ଛୋଟ ବୟସରୁ ଶରୀରରେ ରକ୍ତହୀନତା ସମସ୍ୟା ପରିଲିକ୍ଷିତ ହେଉଛି । ଏଥିରୁ ମୁକ୍ତି ପାଇବା ନିମନ୍ତେ ଆଜି ଆମେ ଆପଣଙ୍କୁ ଏକ ସରଳ ଉପଚାର…

ନିୟମିତ କେଶର ସେବନ କଲେ ଭଲହୁଏ ଏହିସବୁ ଅସାଧ୍ୟ ରୋଗ !

ଭୁବନେଶ୍ୱର: କେଶରର ଉପକାରିତା ସମ୍ପର୍କରେ ସମସ୍ତଙ୍କୁ ଅଳ୍ପବହୁତେ ଜଣାଥିବ । ସୌନ୍ଦର୍ଯ୍ୟର କଥା ଉଠିଲେ ସର୍ବପ୍ରଥମେ କେଶରର ନାମ ଆସିଥାଏ। ତେବେ କଣ ଆପଣ ଜାଣନ୍ତି ଏହି କେଶର ଅନେକ ଅସାଧ୍ୟ ରୋଗ ପାଇଁ ରାମବାଣ ସଦୃଶ ହୋଇଥାଏ। କ୍ୟାନ୍‌ସର: କ୍ୟାନ୍‌ସର ପରି ମାରାତ୍ମକ ରୋଗ ପାଇଁ…