Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଭୁବନେଶ୍ୱରରେ ଜାରି ରହିବ ବାର୍ଡ ଫ୍ଲୁ ସର୍ଭେ, କେନ୍ଦ୍ରୀୟ ଟିମ୍ କରିବେ ଅନୁଧ୍ୟାନ

ଭୁବନେଶ୍ୱର: ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କକୁ ଆଖି ଆଗରେ ରଖି ଅନ୍ୟ ଅଂଚଳରେ ଭାଇରସର ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରରେ ସର୍ଭେ ଜାରି ରହିବ ବୋଲି ଓଡିଶା ସରକାର କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ଟିମର ଉପସ୍ଥିତିରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ…

ରାଜ୍ୟରେ ଚିହ୍ନଟ ହୋଇନାହିଁ କରୋନା ଭାଇରସ: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଚୀନରେ ସୃଷ୍ଟି ହୋଇଥିବା ମାରାତ୍ମକ କରୋନା ଭାଇରସ୍ ପ୍ରବେଶ କରିଛି ଭାରତରେ ଏବଂ ଭାରତ ମୁହାଁ। ଗୁରୁବାର ଦିନ ଦେଶର ପ୍ରଥମ କୋରନା ରୋଗୀ କେରଳରେ ଚିହ୍ନଟ ହୋଇଛି। ଏହିଭଳି ଆତଙ୍କିତ ମାହୋଲରେ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି କରୋନା ରୋଗୀ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ସଚିବ…

କରୋନା ଭାଇରସ୍ ଆତଙ୍କ: ସଂକ୍ରମଣ ରୋକିବ ହୋମିଓପ୍ୟାଥି !

ନୂଆଦିଲ୍ଲୀ:ଆୟୁଷ ମନ୍ତ୍ରାଳୟ ବୁଧବାର ଦିନ ସ୍ୱାସ୍ଥ୍ୟ ସମ୍ପର୍କିତ ଆଡଭାଇଜରି ଜାରି କରି କହିଛି କି, ହୋମିଓପାଥିକ ଓ ୟୁନାନୀ ଔଷଧ କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ସହାୟତା କରିପାରେ । ହୋମିଓପାଥିକ ଗବେଷଣାର କେନ୍ଦ୍ରୀୟ ପରିଷଦର ବୈଜ୍ଞାନିକ ଓ ପରାମର୍ଶଦାତାଙ୍କ ସହ ମଙ୍ଗଳବାର ଦିନ…

କରୋନା ଭାଇରସ୍ ଆଲର୍ଟ; ଆରମ୍ଭ ହେଲା ଭୁବନେଶ୍ୱର ଏୟାରପୋର୍ଟରେ ସବୁ ଯାତ୍ରୀଙ୍କ ସ୍କ୍ରିନିଂ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମିତ ହେବାଦ୍ୱାରା ଚୀନରେ ଏବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭାରତର ମହାରାଷ୍ଟ୍ର ଏବଂ କେରଳରେ ଏହି ଭୁତାଣୁ ସଂକମିତ ହେବା ସନ୍ଦେହରେ କିଛି ବିଦେଶାଗତ ଯାତ୍ରୀଙ୍କୁ ଚିକିତ୍ସିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଏହି ଭୟାବହ…

କରୋନା ଭାଇରସ୍ ଆତଙ୍କ: କ’ଣ ନ’କରିବା ଉଚିତ୍ ଜାଣନ୍ତୁ…

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭାଇରସ ଆତଙ୍କ ଖେଳିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଦିନ ଏହି ସଂକ୍ରାମକ ରୋଗର ପ୍ରତିଶେଧମୂଳକ ଆଲର୍ଟ ଜାରି କରାଯାଇଥିଲା । ଏହି ଭୟଙ୍କର…

କରୋନା ଭୂତାଣୁ ଆତଙ୍କ; ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱର ଏୟାରପୋର୍ଟରେ ଯାଞ୍ଚ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭାଇରସ ଆତଙ୍କ ଖେଳିଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଏନ ବି ଧଳ ରବିବାର ଦିନ ଏହି ପ୍ରସଙ୍ଗରେ ମେଡ଼ିକାଲ ବିଶେଷଜ୍ଞମାନଙ୍କ ସହିତ…

ସାବଧାନ! ଡିପ୍ରେସ କରୁଛି ସ୍ମାର୍ଟ ଫୋନ…

ଭୁବନେଶ୍ୱର: ଆଜିର ସମୟରେ ପିଲାଠାରୁ ବୁଢା ସମସ୍ତେ ଅଙ୍ଗାଙ୍ଗୀ ଭାବରେ ମୋବାଇଲ ଫୋନ ସହ ଜଡ଼ିତ ହୋଇଗଲେଣି । ଏହି ମୋବାଇଲ ବା ସ୍ମାର୍ଟ ଫୋନ ଆମ ଜୀବନର ଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି । ଏହାର ବ୍ୟବହାର ଆମ ଜୀବନକୁ ଯେତିକି ସରଳ ଓ ମଜାଦାର କରୁଛି ଆମ ଶରୀର ପ୍ରତି ଏହା ସେତିକି…

ଚିନ୍ତା ବଢ଼ାଉଛି କୋରୋନା ଭାଇରସ; ଚୀନ ପରେ ଭାରତରେ ଆଲର୍ଟ ଜାରି

କେରୋନା ଭାଇରସ ବିଷୟରେ ଏବେ ବେଶି କେହି କିଛି ଜାଣି ନାହାନ୍ତି । ମାତ୍ର ଚାଇନା ପରେ ଏବେ ଏହା ଅମେରିକାକୁ ଚିନ୍ତାରେ ପକାଇଛି । ଏହି ସଂକ୍ରମଣ ରୋଗ ସମ୍ପର୍କରେ ଚାଇନା ପାଖାପାଖି ଦେଶଗୁଡିକ କୌଣସି ରିପୋର୍ଟ ଦେଇ ନ ଥିଲେ ମଧ୍ୟ ଏଥିନେଇ ଏବେ ୱାର୍ଲ୍ଡ ହେଲଥ ଅରଗାନାଇଜେନଶନ ଚିନ୍ତା ପ୍ରକଟ…

ରୁକ୍ଷ ତ୍ୱଚାରୁ ମୁକ୍ତି ପାଇଁ, ପ୍ରାକୃତିକ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ ଏହି ସେରମ

ଭୁବନେଶ୍ୱର: ଶୀତଦିନରେ ସାଧାରଣତଃ ଅଧିକ ମାତ୍ରାରେ ତ୍ୱଚାର ଯତ୍ନ ନନେଲେ ଏହା ଶୁଷ୍କ ହେବ ସହ ରୁକ୍ଷ ମଧ୍ୟ ହୋଇଯାଏ । ଏହି ସମୟରେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ବହୁଜଣ ବହୁ ପ୍ରକାରର ଉପାୟ ମାନ ଅବଲମ୍ବନ କରିଥାନ୍ତି । ଏଗୁଡିକ ମଧ୍ୟରୁ କିଛି ଫାଇଦା ଦେଉଥିବା ବେଳେ କିଛି ଆଦୌ ଫରକ…

ଶୀତଦିନେ ଥଣ୍ଡା ଲାଗି ରହୁଥିଲେ ଚା’ରେ ମିଶାଇ ପିଅନ୍ତୁ ଏହିସବୁ ଜିନିଷ…

ଭୁବନେଶ୍ୱର: ତାପମାତ୍ରା କମିବା ସହ ଶୀତର ପ୍ରକୋପ ମଧ୍ୟ ବାଡିବାରେ ଲାଗିଛି । ଅନେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରାହୁଛି । ଅତ୍ୟଧିକ ଥଣ୍ଡା କାରଣରୁ ଲୋକଙ୍କ ଶରୀରରେ ଥଣ୍ଡା ,କାଶ ଭଳି ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଏଥିରୁ ସାମାନ୍ୟ ଆରାମ ପାଇଁ କିଛି ଲୋକ ଚା ପିଇବାକୁ…