Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଦୃଷ୍ଟି ଶକ୍ତି ବଢାଏ ପାଳଙ୍ଗ

ଭୁବନେଶ୍ଵର: ଶାଗ ଏକ ରୁଚିକର ଖାଦ୍ୟ । ଶାଗରେ ବିଭିନ୍ନ ପ୍ରକାରର ଧାତବ ଲବଣ ଥିବାରୁ ତାହା ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ । ବିଭିନ୍ନ ଶାଗ ମାନଙ୍କ ମଧ୍ୟରୁ ଶୀତ ଦିନେ ମିଳୁଥିବା ପାଳଙ୍ଗ ଶାଗ ରେ ଅନେକ ଭିଟାମିନ୍ ରହିଛି। ଏହାସହିତ ଏହି ଶାଗ ରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ଅନେକ…

ଲଗାନ୍ତୁ ଆଳୁ ରସ ; ଦୂର ହେବ ତ୍ବଚାର ଏହି ସବୁ ସମସ୍ୟା

ଭୁବନେଶ୍ବର: ଆଳୁ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ଖାଲି ପାଟିକୁ ନୁହେଁ ଏହି ଆଳୁ ତ୍ବଚା ପାଇଁ ମଧ୍ୟ ବହୁତ ଲାଭଦାୟକ | ଏହା ଚର୍ମର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ | ତେବେ ଆସନ୍ତୁ ଆଳୁ ରସ ପ୍ରୟୋଗ କରିବାର ଉପକାରିତା ବିଷୟରେ ଜାଣିବା.. ସନବର୍ନରୁ ରକ୍ଷା କରେ ଯଦି ଆପଣ…

ପ୍ରତିଦିନ ନାସପତି ଖାଇଲେ କ’ଣ ହୁଏ ?

ଭୁବନେଶ୍ବର: ନାସପତି ଫଳଟି  ପୁଷ୍ଟିକର ଗୁଣରେ ପରିପୂର୍ଣ୍ଣ | ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ | ନାସପତିରେ ପ୍ରଚୁର ପରିମାଣରେ ଫାଇବର, ଭିଟାମିନ୍ ସି, ଫାଇଟୋନ୍ୟୁଟ୍ରିଏଣ୍ଟସ୍, ଫ୍ଲାଭୋନାଏଡ୍, ପ୍ରୋଟିନ୍, ଆଇରନ୍ ସହିତ କ୍ୟାଲସିୟମ୍ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ…

ଆଖି ଡ଼େଇଁବା ପଛର କାରଣ ଜାଣନ୍ତୁ..

ଭୁବନେଶ୍ବର: ବେଳେବେଳେ ଆମର ଆଖି ଡେଇଁଥାଏ । ଲୋକେ ବିଶ୍ବାସ କରନ୍ତି, ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁବା ଶୁଭ ହୋଇଥାଏ । କିନ୍ତୁ କାହିଁକି ଆଖି ଡେଇଁଥାଏ ଜାଣିଛନ୍ତି କି.. ଆଖି ଡେଇଁବା ସାମାନ୍ୟ କଥା କିନ୍ତୁ କିଛି ସମୟ ପାଇଁ ଅବା ଗୋଟିଏ / ଦୁଇ ଦିନ ପର୍ଯ୍ୟନ୍ତ ହୁଏ ।…

ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଏହା ମିଶେଇକି ପିଅନ୍ତୁ, ବଢିବ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ବର: ଶୀତଦିନେ ଥଣ୍ଡାକୁ ଏଡାଇବା ପାଇଁ ଶରୀରକୁ ଗରମ ଏବଂ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ |ତେବେ ଆପଣ ରାତିରେ ଶୋଇବା ପୂର୍ବରୁ କିଛି ବିଶେଷ ଜିନିଷ ମିଶେଇକି କ୍ଷୀର ପିଅନ୍ତି, ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରିବ ନାହିଁ ବରଂ ଥଣ୍ଡା କାରଣରୁ ହେଉଥିବା ରୋଗରୁ ମଧ୍ୟ ରକ୍ଷା…

ଜାଣନ୍ତୁ ବ୍ଲୁବେରୀ ଖାଇବାର ୫ ଲାଭ: ସ୍ବାସ୍ଥ୍ୟ ପାଇଁ ରାମବାଣ

ଭୁବନେଶ୍ବର: ବ୍ଲୁବେରୀ ଫଳ, ଅନେକ ପୋଷକ ତତ୍ତ୍ବର ଅଧିକାରୀ । ବ୍ଲୁବେରି ଏକ ସୁସ୍ଥ ଏବଂ ଚାପମୁକ୍ତ ଖାଦ୍ୟ ।  ଏଥିରେ ଫାଇବର, ଭିଟାମିନ୍ ସି, ଭିଟାମିନ୍ କେ, ମାଙ୍ଗାନିଜ୍ ଏବଂ ପୋଟାସିୟମ୍ ଭରପୂର ପରିମାଣରେ ଭରିରହିଛି । ଏଥିସହିତ ଏଥିରେ ସୋଡିୟମ୍ ମଧ୍ୟ କମ୍ ଏବଂ ପ୍ରାୟତଃ ଏଥିରେ ଅଧିକ…

୫ମିନିଟ୍ କରନ୍ତୁ ଧ୍ୟାନ: ମନ ଓ ମସ୍ତିଷ୍କ ସୁସ୍ଥ ରହିବ

ଭୁବନେଶ୍ବର: ଆଜିର ବ୍ୟସ୍ତବହୁଳ ଜୀବନରେ ମାନସିକ ସ୍ୱାସ୍ଥ୍ୟ ଅଧିକ ପ୍ରଭାବିତ ହୋଇଥାଏ | ଏପରି ପରିସ୍ଥିତିରେ, ପ୍ରତିଦିନ ୫ମିନିଟ୍ ଧ୍ୟାନ କରିବା ଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିଥାଏ | ଏହା ଆପଣଙ୍କ ମନୋବଳକୁ ଉନ୍ନତ କରିଥାଏ ଏବଂ ଆପଣଙ୍କୁ ଭଲ ଅନୁଭବ କରାଇଥାଏ | ଧ୍ୟାନ କରିବା…

କୋଲେଷ୍ଟ୍ରଲ ଏବଂ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବ ‘ଅଳସୀ ମଞ୍ଜି’

ଭୁବନେଶ୍ବର: ହଜାର ହଜାର ବର୍ଷ ଧରି ଭାରତରେ ଆୟୁର୍ବେଦିକ ଔଷଧରେ ଅଳସୀ ମଞ୍ଜି (ଫ୍ଲେକ୍ସସିଡ୍) ବ୍ୟବହାର କରାଯାଏ | ମଞ୍ଜି, ତେଲ, ପାଉଡର, ବଟିକା, କ୍ୟାପସୁଲ ଏବଂ ଅଟା ଆକାରରେ ଅଳସୀ ଉପଲବ୍ଧ | କୋଷ୍ଠ କାଠିନ୍ୟ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ, ହୃଦ ରୋଗ, କର୍କଟ ଏବଂ ଅନ୍ୟାନ୍ୟ ରୋଗକୁ ରୋକିବା…

ସକାଳୁ କରନ୍ତୁ ଏହି ସବୁ ବ୍ୟାୟାମ: ଦିନ ସାରା ରହିବେ ସତେଜ ଆଉ ଫିଟ୍

ଭୁବନେଶ୍ବର: ଶୀତୁଆ ସକାଳେ ଉଠିବାକୁ ପ୍ରାୟତଃ ଇଚ୍ଛା ହୋଇନଥାଏ। ଯଦି ବି କୌଣସି କାର୍ଯ୍ୟ ପାଇଁ ଜଲଦି ଉଠିବାକୁ ବାଧ୍ୟ ହୋଇଥାଉ, ହେଲେ ଦିନ ସାରା ଆମକୁ ଅଳସ ଆଉ ନିଦୁଆ ନିଦୂଆ ଅନୁଭବ ହୋଇଥାଏ। ଏଭଳି ସ୍ଥଳରେ ସକାଳୁ ଉଠି ପ୍ରଥମେ ବ୍ୟାୟାମରୁ ଦିନ ଆରମ୍ଭ କରିବା ଲାଭପ୍ରଦ ହୋଇଥାଏ। ଆଜି ଆମେ…

ଡାଇବେଟିସ୍ ହେଲେ ସର୍ବପ୍ରଥମେ କ’ଣ କରିବା ଉଚିତ୍?

ଭୁବନେଶ୍ବର: ଡାଇବେଟିସ୍ ତଥା ମଧୁମେହ ରୋଗରେ ପୀଡିତ ଲୋକଙ୍କ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହେ ନାହିଁ, ବେଳେବେଳେ ଏହା ଅଧିକ ବଢେ ଏବଂ ବେଳେବେଳେ ଏହା ବହୁତ କମିଯାଏ । ତେବେ ଡାଇବେଟିସ୍ ଖାଦ୍ୟ ଏବଂ ଜୀବନଶୈଳୀ ସହିତ ଜଡିତ ଏକ ରୋଗ ଅଟେ । ଏହି ରୋଗରେ ପୀଡିତ ଲୋକମାନେ ସେମାନଙ୍କର…