Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟସେବା ସୁବିଧାରୁ ବଞ୍ଚିତ ଗ୍ରାମାଞ୍ଚଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଯେକୌଣସି ଦେଶର ବିକାଶ ପ୍ରଥମେ ତା'ର ସ୍ୱାସ୍ଥ୍ୟ ଓ ଶିକ୍ଷା ସେବାରୁ ପ୍ରତୀୟମାନ ହୋଇଥାଏ । ସ୍ୱାସ୍ଥ୍ୟ ଓ ଶିକ୍ଷା ଉଭୟ ହିଁ ଦେଶର ପ୍ରମୁଖ ସମ୍ପଦ `। ସ୍ୱାସ୍ଥ୍ୟ ଓ ଶିକ୍ଷା ବିନା ଦେଶରେ ଉନ୍ନତି ଅସମ୍ଭବ । ସମଗ୍ର ଭାରତ ସ୍ୱାସ୍ଥ୍ୟ ସେବାର…

ପ୍ରାକ୍‍-ମଧୁମେହକୁ ରୋକାଯାଇ ପାରିବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମ ନ କରିବା କାରଣରୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଥିରେ ପରିବର୍ତ୍ତନ ଅଣାଯାଇପାରିଲେ ଲୋକମାନେ ପ୍ରାକ୍‍-ମଧୁମେହ (ପ୍ରି-ଡାୟାବେଟିସ୍‍) ଅବସ୍ଥାରୁ ନିଜକୁ ରକ୍ଷା କରିପାରିବେ । ବର୍ତ୍ତମାନ ପ୍ରାକ୍‍-ମଧୁମେହ…

ଦହିରେ କ’ଣ ପକାଇ ପିଇବା ଉଚିତ୍‌ ? ଜାଣନ୍ତୁ…

ଭାରତରେ ସବୁଠି ଦହିର ଆଦର ବେଶୀ । ମିଠା ଦହି, ଘୋଳ ଦହି ଖାଇବାକୁ କିଛି ଲୋକ ବହୁତ୍‌ ପସନ୍ଦ କରିଥାନ୍ତି  । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟ ଦହି । ଦହି ଖାଇବା ଦ୍ୱାରା ଶରୀରର ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ । ଦହି ପାଟିକୁ ସ୍ୱାଦ ଲାଗିବା ପାଇଁ କିଛି ଲୋକେ ଦହିରେ ଚିନି…

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ ଗୁଡ଼ ଓ ଚଣା…

ଶୀତୁଆ ପାଗ ହେଲେ ଚଣା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ । ଚଣାରେ ରହିଛି କାବ୍ରୋହାଇଡ୍ରେଟ, ପ୍ରୋଟିନ, ଫାଇବର ଓ କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ୱ । ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର କରିଥାଏ। -ଫାଇବରରେ ଭରପୁର ଚଣା । ଚଣାର ସେବନ…

ତରଭୁଜ ଖାଇଲେ ଶରୀରକୁ ମିଳିଥାଏ ଏହିସବୁ ଲାଭ ଜାଣନ୍ତୁ….

ଖରାଦିନ ଆସିଲେ ସମସ୍ତେ କିଛି ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ କରିଥାଆନ୍ତି । ସେଥି ମଧ୍ୟରୁ ତରଭୁଜ ଅନ୍ୟତମ । ଖରାଦିନେ ତରଭୁଜର ଚାହିଦା ଅଧିକ ରହିଥାଏ । ଏହା ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ବି ହିତକର । ଏଥିରେ ୯୨ ଭାଗ ଜଳ ରହିଥିବା ବେଳେ…

ଫୁଲକୋବି ଖାଉଛନ୍ତି କି ?

ସବୁ ପରିବା ମଧ୍ୟରୁ ଫୁଲକୋବି ଦେଖିବାକୁ ଯେପରି ସୁନ୍ଦର ଖାଇବାକୁ ମଧ୍ୟ ବଡ଼ ସୁଆଦିଆ। ଫୁଲକୋବି ଖାଇବାକୁ କିଏ ବା ପସନ୍ଦ ନ କରେ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। କିନ୍ତୁ ତଥାପି ଏହି…

ଗର୍ଭାବସ୍ଥାରେ ଏହି ଔଷଧ ଖାଆନ୍ତୁ ନାହିଁ, ଶିଶୁର ବିକାଶ ଉପରେ ପଡ଼ିବ ପ୍ରଭାବ

ଅଧିକାଂଶ ଲୋକ ଡାକ୍ତରଙ୍କ ପରାମର୍ଶ ନ ନେଇ ଔଷଧ ଖାଇଥାଆନ୍ତି । ସାମାନ୍ୟ ଜ୍ୱର, ମୁଣ୍ଡବିନ୍ଧା ହେଲେ ​​ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନକରି ପାରାସିଟାମଲ ଖାଇଥା’ନ୍ତି । ଯଦିଓ ସାମାନ୍ୟ ଜ୍ୱରରେ ପାରାସିଟାମଲ ଆବଶ୍ୟକ ହୁଏ ନାହିଁ କିନ୍ତୁ ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀର ପ୍ରାକୃତିକ…

ଅଧିକ ମିଠା ଖାଉଛନ୍ତି କି ?

ମିଠା ଖାଇବାକୁ କହାକୁ ବା ଭଲ ନ ଲାଗେ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ ମିଠା । ଯଦି ଆପଣ ମିଠା ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏହି ମିଠା ଖାଇବା ଆପଣଙ୍କୁ ବିପଦରେ ପକାଇପାରେ । ଆଉ ଆପଣଙ୍କ ଜୀବନ ମଧ୍ୟ ନେଇପାରେ । ନିକଟରେ ଏକ…

କୋଲଡ୍ରିଙ୍କସ୍‌ ପିଉଛନ୍ତି କି ?

ବଢ଼ିଲାଣି ତାତି । ଅସହ୍ୟ ହେଲାଣି ଖରା  । ଖରାଦିନ ଆସିବା ମାତ୍ରେ ପ୍ରାୟ ସମସ୍ତେ ଥଣ୍ଡାପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି ।  ତେଣୁ ଅଧିକାଂଶ ଲୋକେ ଥଣ୍ଡା ପାଣି ପିଇଥାଆନ୍ତି । ଆଉ ବଜାରରେ ମିଳଥିବା କୋଲଡ୍ରିଙ୍କସ୍‌ ପିଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଏହି କୋଲ୍ଡ…

ସ୍ୱାସ୍ଥ୍ୟପାଇଁ ଉପକାରୀ କମଳା….

ଆମ ଶରୀର ପାଇଁ ଉପକାରୀ ହେଉଛି ଫଳ । ସମସ୍ତ ଫଳ ମଧ୍ୟରୁ କମଳା ଅନ୍ୟତମ। ସେଥିପାଇଁ ସମସ୍ତେ କମଳାକୁ ବହୁତ ପସନ୍ଦ କରିଥାଆନ୍ତି । ସକାଳୁ କମଳା ଖାଇବାକୁ ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି । କମଳା ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ପ୍ରକାରର ରୋଗ ଦୂର…