Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଖରାଦିନେ ଖାଆନ୍ତୁ ଦହି, ମିଳିବ ଏହିସବୁ ଫାଇଦା

ଭୁବନେଶ୍ଵର: ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍‌ ଇତ୍ୟାଦି। ଖରାଦିନ ଆରମ୍ଭ ହେବା ମାତ୍ରେ ଦହିର ଚାହିଦା ଚାରିଆଡେ…

ପିଲାଙ୍କ ମଧୁମେହ ରୋଗ

ବୟସ୍କ ହୁଅନ୍ତୁ କି ଯୁବପୀଢ଼ି ଫାଷ୍ଟ୍ ଫୁଡ୍, ଆରାମଦାୟକ ଜୀବନଶୈଳୀ ଆମ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଏପରିକି ଛୋଟ ପିଲା ମଧ୍ୟ ଏଥିରୁ ବାଦ ପଡ଼ୁନାହାନ୍ତି । ବର୍ତ୍ତମାନ ପିଲାମାନେ ଖେଳକୁଦ ନକରିବା କାରଣରୁ ଛୋଟପିଲାଙ୍କ ମେଦବହୁଳତା ବୃଦ୍ଧି ପାଉଛି । ଏହି କାରଣରୁ, ଅଳ୍ପ…

ଖରାଦିନେ ଆମ୍ବ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଭୁବନେଶ୍ଵର: ଆମ୍ବ ଖାଇବାକୁ କାହାକୁ ବା ପସନ୍ଦ ଆସି ନ ଥାଏ । ବିଶେଷକରି ଖରାଦିନେ ରସାଳ ଆମ୍ବ ଖାଇବାର ମଜା ଅଲଗା । ଆମ୍ବକୁ କୁହାଯାଏ ଫଳ ଭିତରେ ରାଜା। ଆଉ ଏବେ ଚାଲିଛି ଆମ୍ବ ଋତୁ। ବଜାରରେ ଭଳି କି ଭଳି ଆମ୍ବର ପସରା ମେଲିଛି। ଆମ୍ବରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଭିଟାମିନ ଏ,…

ସମୀପ ଦୃଷ୍ଟିଦୋଷ ‘ମାୟୋପିଆ’ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ବୟସ ଅନୁସାରେ ଆମର ଶରୀରରେ ଅନେକ ପରିବର୍ତ୍ତନ ହେଉଥାଏ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହ ରୋଗ ସହିତ ମଣିଷର ବୟସର ଆଉ ବିଶେଷ ସମ୍ବନ୍ଧ ରହୁନାହିଁ। ଯେପରିକି ଆଜିର ଦିନରେ ଦୃଷ୍ଟିଶକ୍ତି ହ୍ରାସ ପାଇବା ଏକ ସାଧାରଣ କଥା ହୋଇଗଲାଣି ।ସେହି…

ଖରାଦିନେ ଖାଆନ୍ତୁ ଛତୁଆ, ମିଳିବ ଅନେକ ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ଆମ ରାଜ୍ୟର ଗାଁ ଗହଳି ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ରହିଛି ଛତୁଆର ଚାହିଦା l ଏହି ଖାଦ୍ୟଟି ପ୍ରାୟ ଘରେ ଘରେ ପରିଚିତ ଓ ସମସ୍ତଙ୍କର ପ୍ରିୟ l ବିଶେଷ କରି ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ହିତକାରୀ l ଏହାକୁ ଗ୍ରୀଷ୍ମ ଋତୁରେ ବିଶେଷକରି ସକାଳର ଜଳଖିଆରେ ବ୍ୟବହାର କରାଯାଇଥାଏ l…

ଶୀଘ୍ର ମୃତ୍ୟୁବରଣ କରିଥାଆନ୍ତି ଏହି ଖାଦ୍ୟ ଖାଉଥିବା ଲୋକେ…

ଭୁବନେଶ୍ଵର: ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ସତେ ଯେପରି ନିଜ ପ୍ରତି ଧ୍ୟାନ ଦେବା ଭୁଲିଗଲେଣି । ଘରେ ରୋଷେଇ କରି କିଛି ପୁଷ୍ଟିକର ଖାଦ୍ୟ ଖାଇବା ବଦଳରେ ସେମାନେ ବାହାରର ଖାଦ୍ୟ ପସନ୍ଦ କରୁଛନ୍ତି । ସକାଳର ଜଳଖିଆ ହେଉ କିମ୍ବା ମଧ୍ୟାନ୍ନ ଭୋଜନ ଅବା ରାତ୍ରୀ ଭୋଜନ ସବୁ କିଛି ସହଜରେ…

ଚିନା ବାଦାମର ଅତ୍ୟଧିକ ସେବନ ହୋଇପାରେ ଏହି ରୋଗର କାରଣ, ଖାଉଥିଲେ ସାବଧାନ…

ଭୁବନେଶ୍ଵର: ଚିନାବାଦାମରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ । ତେଣୁ ଚିନାବାଦାମକୁ ଗରିବଙ୍କ ବାଦାମ (Almond) ବୋଲି ମଧ୍ୟ କୁହାଯାଏ । ଚିନାବାଦାମରେ ପ୍ରୋଟିନ୍, କାର୍ବସ୍, ଫାଇବର ଏବଂ ଫ୍ୟାଟି ଏସିଡର ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ, କିନ୍ତୁ ଏହା କିଛି…

ଖରାଦିନେ ଖାଆନ୍ତୁ ତାଳସଜ, ମିଳିବ ଅନେକ ଫାଇଦା

ଭୁବନେଶ୍ଵର: ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାର ଫଳ ମଧ୍ୟରୁ ତାଳ ସଜ ପ୍ରାୟ ଲୋକଙ୍କର ପସନ୍ଦ। ଉଦୁ ଉଦିଆ ଖରାରେ ତାଳ ସଜ ପେଟରେ ପଡିଗଲେ ଶାନ୍ତି ଲାଗେ। ଗାଁ ଗହଳିରେ ପ୍ରାୟ ଲୋକଙ୍କ ଘରେ ଖରାଦିନେ ମିଳେ ତାଳ ସଜ। ଏହାର ଚାହିଦା ଦେଖି ସହରରେ ମଧ୍ୟ ରାସ୍ତା କଡରେ ବିକ୍ରି ହେଉଛି ଏହି ଫଳ।…

ପିଲାଙ୍କୁ ମୋବାଇଲ ଦେଉଥିଲେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ବର୍ତ୍ତମାନର ଯୁଗରେ ମୋବାଇଲ ପାଇଁ ପାଗଳ ଆବାଳ ବୃଦ୍ଧ ବନିତା । ସତେ ଯେପରି ମୋବାଇଲ ବର୍ତ୍ତମାନର ଯୁବପିଢି ହେଉ କି ଛୋଟ ଛୁଆ ସମସ୍ତଙ୍କ ପାଇଁ ଏକ ବିମାରୀ ସଦୃଶ୍ୟ ହୋଇଗଲାଣି । ସାଧାରଣତଃ ଦେଖିବାକୁ ମିଳେ ଯେ ଯଦି କୌଣସି ଛୋଟ ପିଲା କାନ୍ଦୁଛି ତେବେ ତାଙ୍କର ଅଭିଭାବକ ତାଙ୍କୁ…

ମୁଣ୍ଡଫଟା କରାରୁ ରକ୍ଷା ପାଇବା ପାଇଁ ପିଅନ୍ତୁ ଏହି ପାନୀୟ…

ଭୁବନେଶ୍ଵର: ବର୍ତ୍ତମାନ ବଢିବାରେ ଲାଗିଛି ଗ୍ରୀଷ୍ମର ପ୍ରବାହ। ପ୍ରଚଣ୍ଡ ରୌଦ୍ର୍ୟତାପ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟରେ ଦିନ ବେଳେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ଋତୁରେ ଅତ୍ୟଧିକ ତାପମାତ୍ରା ଓ ଆର୍ଦ୍ରତା ଯୋଗୁଁ ଶରୀରରେ ଜଳ ସ୍ତର କମି ଯାଇଥାଏ। ତେବେ ଏହିପରି ସମୟରେ ନିଜ…