Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଉପକାରୀ କଞ୍ଚା ପିଆଜ

କଞ୍ଚା ପିଆଜରେ ପରି ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି, ଯାହାକୁ ଜାଣିଲେ କଞ୍ଚା ପିଆଜର ଦୁର୍ଗନ୍ଧକୁ ଭୁଲିଯିବେ।  ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ। ଏହାକୁ ଖାଇବା ଦ୍ୱାରା ସାମଗ୍ରୀକ ସ୍ୱାସ୍ଥ୍ୟରେ ଉନ୍ନତି ଆସେ। ଇମ୍ୟୁନିଟି ବୁଷ୍ଟଠୁ ନେଇ ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ…

ବିଷ ଠାରୁ କମ୍ ନୁହେଁ ଏହି ଖାଦ୍ୟ; ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ରାସ୍ତାରେ ଗୁପଚୁପ୍ କିମ୍ବା ମୋମୋ ଦେଖିଲେ ଯଦି ଆପଣଙ୍କ ପାଟିରୁ ଲାଳ ଗଡ଼ୁଥାଏ, ତେବେ ସାବଧାନ ରହୁନ୍ତୁ । ରାସ୍ତା ପାଖରେ ବିକ୍ରି ହେଉଥିବା ଏହି ଖାଦ୍ୟ ଆପଣଙ୍କ ପାଇଁ ବେଶ୍ ହାନିକାରକ ହୋଇପାରେ । ଏପରିକି ଆପଣଙ୍କ ଶରୀରକୁ ଅସୁସ୍ଥ କରିଦେଇପାରେ । ମନଚୁରିଆନ୍, ଚିଲି…

‘ବିଏସକେଓ୍ବାଇ କାର୍ଡ ଅଚଳ ପାଇଁ ଦାୟୀ ସରକାର, ବାକି ରଖିଛନ୍ତି କୋଟି କୋଟି ଟଙ୍କା’

ଭୁବନେଶ୍ବର: ବିଏସକେଓ୍ବାଇ କାର୍ଡ ଉପଭୋକ୍ତାଙ୍କୁ ଫେରାଉଛି ପ୍ରାଇଭେଟ ହସ୍ପିଟାଲ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ଘରୋଇ ଡାକ୍ତରଖାନା ସଂଘ । ସିଧା ସିଧା ସରକାରଙ୍କ ଉପରକୁ ଉଠାଇଲେ ଅଙ୍ଗୁଳି । କହିଲେ ନା ଦେଉଛନ୍ତି ଲିଖିତ ସ୍ପଷ୍ଟିକରଣ, ନା ଦେଉଛନ୍ତି ବକେୟା ଟଙ୍କା । ତେଣୁ ଆମେ…

ରାଜ୍ୟରେ ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ବିଏସକେଓ୍ବାଇ କାର୍ଡ ଚାଲୁ ରହିଛି । କୌଣସି ହସ୍ପିଟାଲରେ ରୋଗୀଙ୍କୁ ଏଥିପାଇଁ ଅବହେଳା କରି ପାରିବେ ନାହିଁ। ଚିକିତ୍ସା କିମ୍ୱା ଡିସଚାର୍ଜ ମଧ୍ୟ କରି ପାରବେ ନାହିଁ। କିଛି ଅସୁବିଧା ହେଲେ ସ୍ୱାସ୍ଥ୍ୟ ବିଭାଗର ହେଲ୍ପ ଲାଇନ ନମ୍ୱରରେ ଜଣାଇ ପାରିବେ। ଏନେଇ ସ୍ପଷ୍ଟ…

ଏବେବି ଉପଲବ୍ଧ ବିଏସକେଓ୍ବାଇ, ପୂର୍ବଭଳି କାର୍ଡଧାରୀ ପାଇବେ ମାଗଣା ଚିକିତ୍ସା

ଭୁବନେଶ୍ବର: ଚାଲୁ ରହିଛି ସ୍ବାସ୍ଥ୍ୟ କାର୍ଡ । ବିଏସକେଓ୍ବାଇ ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବନ୍ଦ ହୋଇନି । ସରକାର ପରିବର୍ତ୍ତନ ହେଲେ ମଧ୍ୟ ସ୍ବାସ୍ଥ୍ୟ ସେବା ସମସ୍ତଙ୍କ ଅଧିକାର ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏବେବି ଆପଣ ବିଏସକେଓ୍ବାଇ କାର୍ଡ ଦ୍ବାରା ମାଗଣା…

ଡାଲି କରିବାର ସଠିକ ପ୍ରଣାଳୀ କହିଲା ଆଇସିଏମଆର୍

ନୂଆଦିଲ୍ଲୀ: ଡାଲି ଭାରତୀୟ ଖାଦ୍ୟରେ ଏକ ମହତ୍ଵପୂର୍ଣ୍ଣ ଅଂଶ । ପ୍ରୋଟିନ ଏବଂ ପୋଷକ ତତ୍ତ୍ଵରେ ଭରପୁର ଏହି ଡାଲିକୁ ଲୋକେ ଭିନ୍ନ ଭିନ୍ନ ପ୍ରଣାଳୀରେ ରୋଷେଇ କରି ଖାଆନ୍ତି । ଅର୍ଥାତ୍ ଭାରତର ଭିନ୍ନ ଭିନ୍ନ କୋଣରେ ଡାଲି ରୋଷେଇ କରିବାର ଏବଂ ଖାଇବାର ପ୍ରଣାଳୀ ସମ୍ପୁର୍ଣ୍ଣ ଅଲଗା । ଏହାରିଭିତରେ…

ପ୍ରାତଃ ଭ୍ରମଣ ସାରି କ’ଣ ପିଇବେ

ପ୍ରାତଃ ଭ୍ରମଣ କରିବା ଦ୍ୱାରା ଶରୀରର ମେଟାବୋଲିଜିମ୍‌ର ଗତି ପ୍ରଖର ହୋଇଥାଏ। ଏଥିସହ ରକ୍ତ ପ୍ରବାହ ସୁରୁଖୁରରେ ହେବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ। ନିଜକୁ ଫିଟ୍‌ ଓ ଫାଇନ୍‌ ରଖିବାକୁ ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଥମ…

କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖେ ଅଖରୋଟ

ଭୁବନେଶ୍ଵର: ଆଲମଣ୍ଡ, ପିସ୍ତା, ବାଦାମ ଓ କିସ୍‌ମିସ୍‌ ପରି ସମସ୍ତ ଡ୍ରାଏ ଫ୍ରୁଟ୍‌ସର ଅଲଗା ଅଲଗା ବିଶେଷତ୍ୱ ରହିଛି। ଶରୀରରେ ହେଉଥିବା ଭିଟାମିନ୍‌ର ଅଭାବକୁ ଡ୍ରାଏ ଫ୍ରୁଟସ୍‌ ପୂରଣ କରିଥା’ନ୍ତି। ଏଥିରେ ଭିଟାମିନ୍‌, ପ୍ରୋଟିନ୍‌ ଓ ପୋଷକତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଛି। ସେହିପରି ଏକ…

ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ହେଲେ ଖାଆନ୍ତୁ ଏହି ଡାଲି, ମିଳିବ ଫାଇଦା

ଭୁବନେଶ୍ଵର: ମସୁର ଡାଲି ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଏହାକୁ ପ୍ରାୟ ଲୋକ ଖାଆନ୍ତି । ମସୁର ଡାଲିକୁ ପ୍ରୋଟିନର ଏକ ଉତ୍ସ ଭାବରେ ବିବେଚନା କରାଯାଏ । ଶାକାହାରୀ ଲୋକଙ୍କ ପାଇଁ ମସୁର ଡାକି ଏକ ଭଲ ବିକଳ୍ପ । ତେବେ ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ବାରା ଆମ ସ୍ବାସ୍ଥ୍ୟକୁ କିଭଳି ଲାଭ…

ପ୍ରତିଦିନ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଭୁବନେଶ୍ଵର: ଅନେକ ପୋଷକ ତତ୍ତ୍ୱର ଭଣ୍ଡାର ହେଉଛି ଖଜୁରୀ । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ, ଭିଟାମିନ୍-ବି ୬, ଏ ପ୍ରଚୁର ପରିମାଣରେ ଥାଏ । ଖଜୁରୀରେ କାର୍ବୋହାଇଡ୍ରେଟ୍, ଆଇରନ୍, ଲାଭଦାୟକ ଫ୍ୟାଟ୍, ଡାଏଟାରୀ ଫାଇବର ଓ ଫ୍ୟାଟି…