Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଖରାଦିନେ ପଡୁଥିବା ସନଟ୍ୟାନ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ଵର: ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଇଚ୍ଛା କରନ୍ତି । ଦୈନନ୍ଦିନ ଜୀବନରେ ମହିଳାମାନେ ତ୍ୱଚା ପାଇଁ ଅଧିକସମୟ ଦେଇପାରନ୍ତି ନାହିଁ । ତ୍ୱଚା ଶୁଷ୍କ କିମ୍ବା ମଳିନ ପଡ଼ିଗଲେ ଲୋକେ ଅନେକ ବଜାରରେ ମିଳୁଥିବା କସମେଟିକ ବ୍ୟବହାର କରନ୍ତି । ଯାହାର ସାଇଡ଼ ଇଫେକ୍ଟ ରହିଛି । ସେହିପରି…

ନବରଙ୍ଗପୁରରେ ୨ ରୁବେଲା ରୋଗୀ ଚିହ୍ନଟ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ନବରଙ୍ଗପୁର: ନବରଙ୍ଗପୁରରୁ ୨ ରୁବେଲା ରୋଗୀ ଚିହ୍ନଟ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଆକ୍ରାନ୍ତ ୨ ଶିଶୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପୋଡାଲଗୁଡା ଗାଁର । ସେମାନଙ୍କ ବୟସ ଯଥାକ୍ରମେ ୭ ଓ ୨ ବର୍ଷ । ବର୍ତ୍ତମାନ ରୁବେଲାର ସ୍ଥିତି ଯାଞ୍ଚ ପାଇଁ ଗାଁରେ ‘ହୁ’ଓ ଜିଲ୍ଲା…

ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍‌ ପରେ ବାହାର କଲେ ଏମ୍‌ସ ଡାକ୍ତର

ଭୁବନେଶ୍ବର: ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍‌ ପରେ ବାହାର କଲେ ଭୁବନେଶ୍ୱର ଏମ୍‌ସ ଡାକ୍ତର ଟିମ୍‌ । ପଶ୍ଚିମବଙ୍ଗର ୫୧ ବର୍ଷୀୟ ରବୀନ୍ଦ୍ର ବିଶୁଇଙ୍କ ମୁଣ୍ଡ ଉପରେ ୨୫ ବର୍ଷ ହେଲା ଗୋଟିଏ ଟ୍ୟୁମର ହୋଇଥିଲା । କିନ୍ତୁ ଗତ ୭ ମାସ ହେବ ସେହି ଟ୍ୟୁମର ହଠାତ୍ ବଢିବା ଆରମ୍ଭ…

କୋଭିଡ ଟିକାର ବଡ ଖୁଲାସା: ହୋଇପାରେ ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ଭଳି ରୋଗ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭିଡ ଟିକାର ବଡ ଖୁଲାସା । କୋର୍ଟରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ କୋଭିଡ -୧୯ ଟିକା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା…

ହେୟାର କଲର କରୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ ହୋଇପାରେ ଏହି ସମସ୍ୟା

ଭୁବନେଶ୍ଵର: କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବ୍ୟତିବ୍ୟସ୍ତ କରାଉଛି । ସମସ୍ତେ କେଶକୁ ନେଇ ଟିକିଏ ଅଧିକ ଚିନ୍ତିତ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର କେଶ ଧଳା ପଡ଼ୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଧଳା କେଶକୁ ଲୁଚାଇବାକୁ ଯାଇ କେଶରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ…

ରିଲ୍ସ ଦେଖୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ବର: ଆଜିକାଲି ପ୍ରାୟ ସମସ୍ତେ ଦୈନଦିନ ଜୀବନରେ ଫୋନକୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ରୂପେ ଆପଣାଇ ସାରିଲେଣି । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଫୋନ ପାଇଁ ପାଗଳ । ଫୋନରେ ରିଲ୍ସ  ଦେଖିବା ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ଭୁଲିଯାଉଛନ୍ତି। କିନ୍ତୁ  ଏହା ଦ୍ୱାରା…

ଖାଲି ପେଟରେ କଫି ପିଇଲେ ହୋଇପାରେ ଏହିସବୁ ଭୟଙ୍କର ରୋଗ

ଭୁବନେଶ୍ବର: ଖାଲି ପେଟରେ କଫି ପିଉଛନ୍ତି କି ତାହାଲେ ହୋଇଯାଆନ୍ତୁ ସାବଧାନ । ନହେଲେ ଆପଣ ବି ଏହି ଭୟଙ୍କର ରୋଗର ଶିକାର ହେବେ। ପ୍ରାୟ ସମସ୍ତେ  ସକାଳ ହେଉ ବା ସନ୍ଧ୍ୟା ରେ କଫି ପିଇଥାଆନ୍ତି ।କିନ୍ତୁ ଖାଲି ପେଟରେ କଫି ପିଇଲେ ଆମ କୁ ଅନେକ ରୋଗ ହେବାର ସମ୍ଭାବନା ଥାଏ । ଖାଲି ପେଟରେ କଫି…

ଲିପଷ୍ଟିକ ଲଗାଉଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ…

ଭୁବନେଶ୍ବର: ପ୍ରତ୍ୟେକ ମହିଳା ସୁନ୍ଦର ଦେଖା ଯିବା ପାଇଁ  ନିଜକୁ ସଜାଇ ଥାଆନ୍ତି, ଏଥିପାଇଁ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ର ବ୍ୟବହାର କରିଥାନ୍ତି । ସେହିସବୁ ମଧ୍ୟରୁ ଲିପଷ୍ଟିକ ସମସ୍ତଙ୍କର ପ୍ରିୟ ସାମଗ୍ରୀ । ମେକଅପ ହୋଇଥିବା ମୁହଁର ସୌନ୍ଦର୍ଯ୍ୟକୁ ଲିପଷ୍ଟିକ ଦ୍ବିଗୁଣିତ କରିଥାଏ…

ଏମ୍ସ ଭୁବନେଶ୍ୱର ସଫଳତାର ଆଉ ଏକ ପାହାଚ ଚଢ଼ିଛି

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ସଫଳତାର ଆଉ ଏକ ପାହାଚ ଚଢିଛି । ପ୍ରଥମ କରି ରାଜ୍ୟରେ ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ରାଶୟ ସ୍ପିଙ୍କ୍ଟର(ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ପ୍ରତିରୋପଣ ଓଡ଼ିଶାରେ ପ୍ରଥମ। ଏକ ସୁଦକ୍ଷ ଡାକ୍ତରୀ ଦଳ…

ଗୋଇଠି ଫାଟିବା ସମସ୍ୟାରୁ କିଭଳି ପାଇବେ ଆରାମ

ଭୁବନେଶ୍ବର: ଥଣ୍ଡା ପାଗରେ ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କ ପାଖରେ ଦେଖାଯାଏ । କିନ୍ତୁ ପ୍ରବଳ ଖରା ଯୋଗୁ ମଧ୍ୟ କିଛି ଲୋକଙ୍କ ଗୋଇଠି ଫାଟିଥାଏ । ଏହି ସବୁ ସମସ୍ୟାରୁ  ମୁକ୍ତି ପାଇବା ପାଇଁ ଆମେ  ଆପଣଙ୍କୁ କିଛି ଘରୋଇ ଉପଚାର କହିବୁ। ଖରା ଦିନେ ଗୋଇଠି ଫାଟୁଥିଲେ ଆପଣ ଗୋଇଠିରେ ଆଲୋଭେରା…