Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଘରୋଇ ଉପଚାର ମାଧ୍ୟମରେ ଦୂରହେବ ଏସିଡିଟି

ଆମର ପରିବର୍ତ୍ତିତ ଜୀବନଶୈଳୀ ହିଁ ବିଭିନ୍ନ ପ୍ରକାର ରୋଗର କାର ଣ ପାଲଟିଛି। ସେଥିମଧ୍ୟରୁ ଏସିଡିଟି ବା ଅମ୍ଳତା ଅନ୍ୟତମ। ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଖାଦ୍ୟ ସେବନରେ ଅନିୟମିତତା ଏସିଡିଟିର ମୁଖ୍ୟ କାରଣ। ଏସିଡିଟି ରୋଗୀଙ୍କୁ ଡାକ୍ତରମାନେ ଔଷଧ ଖାଇବାକୁ ପରାମର୍ଶ…

ଲାଭଦାୟକ କିସମିସ୍ ପାଣି, ପିଇଲେ ମିଳିବ ଏହି ରୋଗରୁ ମୁକ୍ତି

ଭୁବନେଶ୍ଵର: କିସମିସ ଶରୀର ପାଇଁ ଅନେକ ଉପକାରୀ । ଏହା ପାଟିକୁ ଯେତିକି ଭଲ ଲାଗେ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାର ହୋଇଥାଏ । କିସମିସରେ ରହିଛି ଅନେକ ଭିଟାମିନ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି ଯେ, କିସମିସର ପାଣି ଶରୀର ପାଇଁ କେତେ…

ସ୍ଵାସ୍ଥ୍ୟପାଇଁ ବରଦାନ ଲିଚୁ, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଲିଚୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ବିଶେଷକରି ଏହାକୁ ଗଛରୁ ତୋଳି ତାଜା ତାଜା ଖାଇବା ଅନେକଙ୍କର ପସନ୍ଦ ହୋଇଥାଏ । ଏପରି ଭାବେ ଲିଚୁକୋଳିକୁ ଖାଇବାର ମଜା ଅଲଗା ରହିଥାଏ । କେବଳ ଯେ ଏହି ଫଳକୁ ତାଜା ଖାଆନ୍ତି ତାହା ନୁହେଁ । କେହି କେହି ଏହାକୁ ଆଇସକ୍ରିମ…

ସ୍ଵାସ୍ଥ୍ୟପାଇଁ ରାମବାଣ ସପୁରୀ ଜୁସ୍, ଇମ୍ୟୁନିଟୀ ବଢ଼ାଇବାର ଉତ୍ତମ ଉତ୍ସ

ଭୁବନେଶ୍ଵର: ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ଅତ୍ୟଧିକ ଗରମ ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ବହୁତ ଆବଶ୍ୟକ । ଏହିପରି ପରିସ୍ଥିତିରେ ସାଧାରଣତଃ ଶରୀରରେ ଜଳୀୟ ଅଂଶ କମ୍ ରହିଥାଏ । ଆଉ ଶରୀରରେ ଏହି ଜଳୀୟ ଅଂଶର ମାତ୍ରା ଠିକ୍ ରଖିବାପାଇଁ ରାମବାଣ ସଦୃଶ୍ୟ ହୋଇଥାଏ…

ଖରାଦିନେ ଫ୍ରିଜ ପାଣି ପିଉଥିଲେ ସାବଧାନ

ଭୁବନେଶ୍ଵର: ଖରାଦିନେ ଅଧିକାଂଶ ଲୋକ ଥଣ୍ଡା ପାଣି ଏବଂ ମୃଦୁ ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି। ଫ୍ରିଜରେ ରଖା ଯାଇଥିବା ଥଣ୍ଡା ପାଣି ବା କୋଲ୍ଡ୍ ଡ୍ରିଙ୍କସ୍ ପିଇ ଲୋକ ଆରାମ ପାଇଥାନ୍ତି। ହେଲେ ଜାଣନ୍ତି କି, ଏହା ଫଳରେ ଆପଣଙ୍କ ଶରୀରରେ କ’ଣ ସବୁ କ୍ଷତି ହୋଇଥାଏ? ବିଶେଷଜ୍ଞମାନେ କୁହନ୍ତି,…

ଶରୀର ପାଇଁ ରାମବାଣ ଲେମନ୍ ଟି’

ଭୁବନେଶ୍ଵର: ଭାରତର ଅନେକ ଲୋକ ଏକ କପ୍ ଚା ସହିତ ନିଜର ଦିନ ଆରମ୍ଭ କରନ୍ତି। ଆମେ ସକାଳେ ଏକ କପ୍ ଚା ସହିତ ସମ୍ପୂର୍ଣ୍ଣ ସତେଜ ଅନୁଭବ କରୁ। କିନ୍ତୁ ଯଦି ଆମେ ଏହି ଚା’ରେ ସାମାନ୍ୟ ପରିବର୍ତ୍ତନ ଆଣିବା, ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇପାରିବ। ଚା ’କେବଳ ସାଧାରଣ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୁଜ

ଭୁବନେଶ୍ଵର: ଖରାଦିନେ ତରଭୁଜ ର ସ୍ୱାଦ ନିଆରା I ଡହ ଡହ ଖରାରେ ରାସ୍ତା ପାର୍ଶ୍ଵ ରେ ତରଭୁଜ ଦେଖିଲେ ସ୍ଵତ ପ୍ରଭୂତ ଭାବେ ପାଦ ଚାଲିଯାଏ ତରଭୁଜ ପାଖକୁ I କିନ୍ତୁ ତରଭୁଜ ଖାଇବା ଦ୍ୱରା ଆମ କୁ ବହୁ ପରିମାଣରେ ଉପକାର ମିଳିଥାଏ I  ତରଭୁଜରେ ଜଳୀୟଅଂଶ  ପ୍ରଚୁର ପରିମାଣରେ ରହିଥାଏ I  ତରଭୁଜ  …

ଖରାଦିନେ ଖାଆନ୍ତୁ ଦହି, ମିଳିବ ଏହିସବୁ ଫାଇଦା

ଭୁବନେଶ୍ଵର: ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍‌ ଇତ୍ୟାଦି। ଖରାଦିନ ଆରମ୍ଭ ହେବା ମାତ୍ରେ ଦହିର ଚାହିଦା ଚାରିଆଡେ…

ପିଲାଙ୍କ ମଧୁମେହ ରୋଗ

ବୟସ୍କ ହୁଅନ୍ତୁ କି ଯୁବପୀଢ଼ି ଫାଷ୍ଟ୍ ଫୁଡ୍, ଆରାମଦାୟକ ଜୀବନଶୈଳୀ ଆମ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଏପରିକି ଛୋଟ ପିଲା ମଧ୍ୟ ଏଥିରୁ ବାଦ ପଡ଼ୁନାହାନ୍ତି । ବର୍ତ୍ତମାନ ପିଲାମାନେ ଖେଳକୁଦ ନକରିବା କାରଣରୁ ଛୋଟପିଲାଙ୍କ ମେଦବହୁଳତା ବୃଦ୍ଧି ପାଉଛି । ଏହି କାରଣରୁ, ଅଳ୍ପ…

ଖରାଦିନେ ଆମ୍ବ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଭୁବନେଶ୍ଵର: ଆମ୍ବ ଖାଇବାକୁ କାହାକୁ ବା ପସନ୍ଦ ଆସି ନ ଥାଏ । ବିଶେଷକରି ଖରାଦିନେ ରସାଳ ଆମ୍ବ ଖାଇବାର ମଜା ଅଲଗା । ଆମ୍ବକୁ କୁହାଯାଏ ଫଳ ଭିତରେ ରାଜା। ଆଉ ଏବେ ଚାଲିଛି ଆମ୍ବ ଋତୁ। ବଜାରରେ ଭଳି କି ଭଳି ଆମ୍ବର ପସରା ମେଲିଛି। ଆମ୍ବରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଭିଟାମିନ ଏ,…