Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ମଧୁମେହ ଓ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ଏହି ଗଛର ପତ୍ର ଓ ଫୁଲ, କିପରି ସେବନ କରିବେ ଜାଣନ୍ତୁ….

ନୂଆଦିଲ୍ଲୀ: ପ୍ରାୟ ସମସ୍ତଙ୍କ ଘରେ ସଦାବହାର ଫୁଲ ମିଳିଥାଏ । ଏଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର, ଏହି ଗୋଲାପୀ ରଙ୍ଗର ଫୁଲ ସାଧାରଣତଃ ମନକୁ ଶାନ୍ତି ଦେଇଥାଏ । ସଦାବାହାର ଫୁଲ ଓ ଏହାର ପତ୍ର ପତ୍ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହ ଫୁଲ ଓ ପତ୍ରରେ ଏପରି ଗୁଣ ମିଳିଥାଏ,…

ସୁନ୍ଦର ତ୍ଵଚା ଓ କେଶ ପାଇଁ ରାମବାଣ ଅଁଳା, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ପ୍ରତିଦିନ ଅଁଳା ଖାଇବା ଏକ ଭଲ ଅଭ୍ୟାସ। କାରଣ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ ଯାହାକି ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାଠୁ ଦୂରେଇ ରଖିବାରେ ବେଶ୍‌ ସହାୟକ । ଅଁଳାରେ ଭିଟାମିନ୍‌ ସିରେ ଭରି ରହିଛି । ପ୍ରତିଦିନ ଅଁଳାକୁ ଜୁସ୍‌ କରି ପିଇଲେ ବୟସର ଛାପ ଦେଖାଯାଇ ନ ଥାଏ ।…

ଶାକାହାରୀଙ୍କୁ ରହିବନି ପ୍ରୋଟିନ ଅଭାବ; ଖାଆନ୍ତୁ ଏହି ୯ ଖାଦ୍ୟ

ଭୁବନେଶ୍ୱର: ଶରୀରରେ ପ୍ରୋଟିନ ପରିମାଣ କମ୍ ହେଲେ ଅନେକ ଖରାପ ପ୍ରଭାବ ପଡ଼ିଥାଏ । ଶରୀରକୁ ଠିକ୍ ଭାବେ କାମ କରିବାକୁ ହେଲେ, ପ୍ରୋଟିନ ଆବଶ୍ୟକ ହୋଇଥାଏ । ଏହାର ସେବନ ଦ୍ୱାରା ଶରୀର ଫିଟ୍ ରହିଥାଏ, ହାଡ଼ ମଜବୁତ୍ ରୁହେ, ହଜମ ଠିକ୍ ଭାବେ ହୁଏ, ନଷ୍ଟ ହୋଇ ଯାଇଥିବା କୋଷ ପୁଣି ଜୀବନ ପାଇଥାଏ।…

ହାର୍ଟ ଆଟାକ ଓ କାର୍ଡିୟକ ଆରେଷ୍ଟ ମଧ୍ୟରେ ପାର୍ଥକ୍ୟ କ’ଣ? ଜାଣନ୍ତୁ କେଉଁ ଲକ୍ଷଣରୁ କିପରି ବୁଝିବେ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ଲକ୍ଷଣଗୁଡ଼ିକ ପ୍ରାୟତଃ ସମାନ ଅଟେ । ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ପାର୍ଥକ୍ୟ ଜାଣିପାରନ୍ତି…

ଏହି ୪ଟି ସମୟରେ ପିଅନ୍ତୁ ପାଣି, ରହିବେ ଫିଟ୍

ନୂଆଦିଲ୍ଲୀ: ଅଧିକ ମାତ୍ରାରେ ପାଣି ପିଅ, ଏହି ଶବ୍ଦ ଆମେ ପିଲାଟି ଦିନରୁ ଶୁଣି ବଡ଼ ହୋଇଛେ । ଏହାର କାରଣ ହେଉଛି ପାଣି ଆମକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ। ଏହାସହ ଶରୀରକୁ ଟକ୍ସିସ୍ ମୁକ୍ତ କରି ସୁସ୍ଥ ରଖିଥାଏ। ହେଲେ ଠିକ୍ ଭାବରେ ପାଣି ନ ପିଇବା ଦ୍ୱାରା ଏବଂ ଅଧିକ ପାଣି ପିଇଲେ…

ତମ୍ବା ପାତ୍ରରେ ପାଣି ପିଉଥିଲେ ମନେ ରଖନ୍ତୁ ଏହି ସମସ୍ତ କଥା…

ଭୁବନେଶ୍ଵର: ତମ୍ବା ପାତ୍ରରେ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ ଅଟେ | କୁହାଯାଏ ଯେ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ହଜମ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ | ତେବେ ତମ୍ବା ପାତ୍ରରେ ପାଣି ପିଉଥିବା ଲୋକମାନେ ଅନେକ ସମୟରେ କିଛି ଭୁଲ କରି…

ଏହି ତିନୋଟି ରୋଗ ପାଇଁ ରାମ ବାଣ ଅଟେ ପୋଟଳ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ନୂଆଦିଲ୍ଲୀ: ଏବେ ଆରମ୍ଭ ହୋଇଯାଇଛି ପୋଟଳ ର ଋତୁ । ଆପଣ ବଜାରରେ ସହଜରେ ଏହି ପରିବା ପାଇପାରିବେ । ଅଧିକାଂଶ ଲୋକ ପୋଟଳ ଖାଇବାକୁ ପସନ୍ଦ କରିଥାନ୍ତି । କେତେକ ସ୍ଥାନରେ ପୋଟଳରେ ଭଜା, ତରକାରି, ପୋଟଳ ରସା, ଡାଲମା ଆଦି ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ଏହା ଯେପରି…

ସକାଳୁ ଉଠି ପ୍ରଥମେ ପିଅନ୍ତୁ ଅଁଳା ପାଣି, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଅଁଳାର ଫାଇଦା ବିଷୟରେ ଅବଗତ ଥିବେ । ଅଁଳାର ପୁଷ୍ଟିକର ମୂଲ୍ୟକୁ ଦେଖିବାକୁ ଗଲେ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ | ଅଁଳାରେ ପୋଷକ ତତ୍ତ୍ୱର ଅଭାବ ନାହିଁ, ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍, କାର୍ବସ୍, ଫାଇବର, ଭିଟାମିନ୍ ଏ, ଭିଟାମିନ୍ ସି,…

କେମିତି ବଞ୍ଚିବେ ଶହେ ବର୍ଷ: ଖାଦ୍ୟ ପେୟରେ ଆପଣାନ୍ତୁ ଶସ୍ତା ଓ ସୁବିଧାରେ ମିଳୁଥିବା ଏହି ୬ ଜିନିଷ

ଭୁବନେଶ୍ୱର:  ଆଜିର ଏଇ  ଦୁନିଆରେ ଲୋକଙ୍କ ଜୀବନଶୈଳୀ ବହୁତ ବଦଳି ଯାଇଛି। ବ୍ୟସ୍ତବହୁଳତା ଯୋଗୁଁ ଲୋକମାନେ ଖରାପ ଜୀବନଶୈଳୀକୁ ଆପଣେଇବାରେ ଲାଗିଛନ୍ତି। ଏହି ଖରାପ ଜୀବନ ଶୈଳୀ ଯୋଗୁଁ ଧୀରେ ଧୀରେ ଲୋକଙ୍କ ବୟସ‌ କମିବାରେ ଲାଗିଛି। ହେଲେ ଦୁନିଆରେ ଏବେ ବି ଏମିତି କିଛି ଦେଶ ଅଛି,  ଯେଉଁଠି…

ଓଜନ ହ୍ରାସ ପାଇଁ ଅଣ୍ଡା ଖାଉଛନ୍ତି କି? ତେବେ ଜାଣନ୍ତୁ ଏହାର ସଠିକ୍ ଉପାୟ

ଭୁବନେଶ୍ଵର: ଓଜନ ହ୍ରାସ କରିବାରେ ଅଣ୍ଡା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ମିଳିଥାଏ | ଡାଏଟିସିଆନଙ୍କ ଅନୁଯାୟୀ, ଅଣ୍ଡା ଖାଇବା ଦ୍ଵାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ ଏବଂ ଜଣକୁ ଶୀଘ୍ର ଭୋକ ଲାଗେ ନାହିଁ । ପ୍ରୋଟିନ୍ ବ୍ୟତୀତ…