Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ପିଜ୍ଜା,ବର୍ଗର ଖାଉଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ… କାରଣ ହାେଇପାରେ କ୍ୟାନ୍ସର

ଓଡ଼ିଶା ସମ୍ବାଦ ବ୍ୟୁରୋ : ଅନେକ ସମୟରେ ଆମେ ଘର ଖାଦ୍ୟ ନ ଖାଇ ବାହାର ଖାଦ୍ୟ ଖାଇଥାଆନ୍ତି  । ବିଶେଷ କରି ଯୁବପିଢ଼ି ମାନେ ଫାଷ୍ଟଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  । ସେହିପରି କିଛି ବୟସ୍କ ଲୋକ ମଧ୍ୟ ଫାଷ୍ଟଫୁଡ ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି । ତେବେ ଫାଷ୍ଟଫୁଡ ଖାଦ୍ୟ ମଧ୍ୟରୁ…

ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଚା’

ଓଡ଼ିଶା ସମ୍ବାଦ ବ୍ୟୁରୋ : ମଧୁମେହ ରୋଗୀ ମାନେ ଚା’ ପିଇବା ସମୟରେ କିଛିଟା ବାରଣ କରିଥାଆାନ୍ତି । ସେମାନେ ଚା’ ରେ ଚିନି ପକାଇ ପିଇବାକୁ ଇଛା କରନ୍ତି ନାହିଁ  । ସାଧାରଣତଃ ଚା’ ପାଟିକୁ ଟିକିଏ ମିଠା ନ ଲାଗିଲେ ପିଇବାକୁ ମନ ହୋଇନଥାଏ  । କିନ୍ତୁ ମଧୁମେୟ ରୋଗୀମାନେ ଚା’ରେ ଚିନି…

ଏହି ୪ଟି ସମସ୍ୟାରୁ ମୁକ୍ତି ଦିଏ ଅଶ୍ୱଗନ୍ଧା ପାଉଡର

ଭୁବନେଶ୍ୱର: ଅଶ୍ୱଗନ୍ଧା ଏମିତି ଏକ ଆୟୁର୍ବେଦିକ ଜଡିବୁଟି ଯେଉଁଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଛି ଯାହା ଶରୀର ପକ୍ଷେ ଲାଭଦାୟକ ରହିଥାଏ । ଗୁଣକାରୀ ଅଶ୍ୱଗନ୍ଧା ଶରୀରକୁ ବିଭିନ୍ନ ଲାଭ ଦେଇଥାଏ । ଅଶ୍ୱଗନ୍ଧାର ମୂଳକୁ ଗୁଣ୍ଡ କରି କ୍ଷୀର କିମ୍ୱା ପାଣିରେ ମିଶାଇ ସେବନ କରାଯାଇଥାଏ ।…

ଆପଣଙ୍କ ଆଖି ତଳ କଳା ପଡ଼ୁଛି କି ! ତେବେ ଆପଣାନ୍ତୁ ଏହି ଉପାୟ….

ଓଡ଼ିଶା ସମ୍ବାଦ ବ୍ୟୁରୋ : ଆାଖି ମୁହଁର ସୁନ୍ଦରତା ବଢ଼ାଇଥାଏ । ଶରୀରର ସବୁଠୁ ସୂକ୍ଷ୍ମ ଅଙ୍ଗ ହେଉଛି ଆଖି  । ଆମ ଆଖି ସୁନ୍ଦର ଦେଖାଗଲେ ଆମେ ମଧ୍ୟ ସୁନ୍ଦର ଦିଶିବା  । ତେବେ ପ୍ରତି ମୁହୂର୍ତ୍ତରେ ଆଖିର ଯତ୍ନ ନେବା ଆବଶ୍ୟକ ରହିଛି  । ଅନେକ ସମୟରେ ଆଖିକୁ ନେଇ ବିଭିନ୍ନ ସମସ୍ୟା…

ଶୀତଦିନରେ ଆପଣଙ୍କ ତ୍ବଚା ମଳିନ ପଡ଼ି ଯାଉଛି କି ! ତେବେ ଆପଣାନ୍ତୁ ଏହି ଉପାୟ… ରୁକ୍ଷ ତ୍ବଚାରୁ ରକ୍ଷାପାଆନ୍ତୁ…

ଓଡ଼ିଶା ସମ୍ବାଦ ବ୍ୟୁରୋ : ସମସ୍ତଙ୍କ ମନରେ ଗୋଟିଏ ଭାବନା ଥାଏ ଯେ ଆମ ତ୍ବଚା କିପରି ଗ୍ଲୋ କରିବ । ଆଉ ଆାମେ କିପରି ସୁନ୍ଦର ଦେଖାଯିବୁ  । ବିଶେଷ କରି ଏହି ଶୀତଦିନେ ବହୁତ ଚିନ୍ତିତ ହୋଇଯାଆନ୍ତି ସମସ୍ତେ  । ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଁ ଆପଣେଇଥାନ୍ତି ବିଭିନ୍ନ ଉପାୟ  । ସାଧାରଣତଃ…

ଆପଣ ଅଧିକ ଭାତ ଖାଉଛନ୍ତି କି ! ଶରୀର ଉପରେ ପଡ଼ିପାରେ କୁପ୍ରଭାବ ଜାଣନ୍ତୁ…..

ଓଡ଼ିଶା ସମ୍ବାଦ ବ୍ୟୁରୋ : ଭାତ ବିନା ଆମର ଖାଦ୍ୟ ଅସମ୍ପୂର୍ଣ୍ଣ  । ଭାତ ନ ଖାଇଲେ ଆମର ଦିନ ଭଲରେ କଟିନଥାଏ ବୋଲି ଆମେ ଭାବିଥାଉ  । ସାଧାରଣତଃ ପ୍ରତ୍ୟେକ ଘରେ ଭାତ, ଡାଲି, ତରକାରୀ,ରୁଟିକୁ ସମ୍ପୂର୍ଣ୍ଣ ଭୋଜନ ବୋଲି କୁହାଯାଇଥାଏ । କିଛି ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି ତ କିଛି ଭାତ…

ୟୁରିକ ଏସିଡ୍ କମାଇବାର ଘରୋଇ ଉପଚାର: ଆପଣାନ୍ତୁ ଏହି ୫ଟି ଉପାୟ

ଭୁୂବନେଶ୍ୱର:  ବ୍ୟସ୍ତ ବହୁଳ ଜୀବନରେ ଶାରୀରିକ ସୁସ୍ଥତାକୁ ଆମେ ଅନେକ ସମୟରେ ନଜରଅନ୍ଦାଜ କରିଦେଇ ଥାଉ । ପରେ ଏଇ ସାମାନ୍ୟ ତ୍ରୁଟି ପାଇଁ ବଡ ଧରଣର ଅସୁବିଧାକୁ ସାମ୍ନା କରିଥାଉ । ଅନେକ ଶାରୀରିକ ସମସ୍ୟାକୁ ଆମେ ଘରୋଇ ଉପାୟରେ ସମାଧାନ କରିପାରିବା । ହେଲେ ଆମେ ଏହାକୁ ଗୁରୁତ୍ୱ ଦେଇ ନ ଥାଉ…