Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଗରମ ଚା’ ପିଇଲେ ନିଦ ଭାଙ୍ଗି ଯାଏ, କିନ୍ତୁ ଥଣ୍ଡା ଚା’ରେ ନୁହେଁ… ଜାଣନ୍ତୁ ଏହାର କାରଣ କ’ଣ

ଭୁବନେଶ୍ଵର: ଆମ ଦେଶରେ ଅନେକ ଲୋକଙ୍କ ଦିନ ଆରମ୍ଭ ହୋଇଥାଏ ଏକ କପ୍ ଚା’ରୁ | ଦିନର ଆରମ୍ଭ ଏକ କପ୍ ଚା’ ରୁ ଆରମ୍ଭ ହୋଇ ଦିନର ଶେଷ ମଧ୍ୟ ସେହି ଚା’ରେ ହୋଇଥାଏ । ପୁରା ଦିନ କୁ ମିଶାଇଲେ ଅନେକ ଥର ଚା’ ପିଅନ୍ତି ସେହି ଚା’ ପ୍ରେମୀ ମାନେ । ଅଧିକାଂଶ ଘରେ ଅତିଥିମାନଙ୍କୁ ଚା ’ସହିତ ସ୍ୱାଗତ…

ଆଜି ହେଉଛି ବିଶ୍ଵ ଏଡସ ଦିବସ: ସଚେତନତା ହିଁ ପ୍ରକୃତ ନିଦାନ

ଭୁବନେଶ୍ଵର: ଆଜି ହେଉଛି ବିଶ୍ଵ ଏଡସ ଦିବସ | ଏଚଆଇଭି ଭୂତାଣୁ ରେ ସଂକ୍ରମିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ଏଡସ ସଙ୍କ୍ରାନ୍ତୀୟ ରୋଗରେ ପୀଡିତ ଲୋକଙ୍କୁ ସମର୍ଥନ ଜଣାଇବାଲାଗି ଏହି ଦିବସ ପାଳନ କରାଯାଏ | ଏଚଆଇଭି ବିରୁଦ୍ଧରେ ସଂଗ୍ରାମ ଲାଗି ସମଗ୍ର ବିଶ୍ଵବାସୀ ଙ୍କୁ ଆଜିର ଦିନ ଏକ…

ଶୀତଦିନେ ଏହି ଫଳ ଚମକାଇବ ତ୍ବଚା

ନୂଆଦିଲ୍ଲୀ : ସୁନ୍ଦର ଓ କୋମଳ ତ୍ୱଚା ପାଇବାକୁ କିଏ ବା ନଚାହେଁ  । ଏଥିଲାଗି ବହୁ ଲୋକ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ, ଫେସ ପ୍ୟାକ ଆଦିର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁ କ୍ଷତିକାରକ  । ଆସନ୍ତୁ ଜାଣିବା ଏପରି କିଛି ଫଳ ରହିଛି , ଯାହା…

ଆପଣ ଜେଉଠ ଫଳ ଖାଇଛନ୍ତି କି? ଜାଣନ୍ତୁ ଏହାକୁ ଖାଇଲେ କେଉଁ ରୋଗରୁ ମିଳିବ ଉପଶମ

ଭୁବନେଶ୍ଵର: ଆପ୍ରିକଟ ବା ଜେଉଠ ଫଳ । ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସ୍ଵାଦିଷ୍ଟ । ଏହି ଫଳ ବିଷୟରେ ବହୋତ କମ୍ ଲୋକ ଜାଣନ୍ତି । କିନ୍ତୁ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ଏହି ଫଳ । ଏଥିରେ ଭିଟାମିନ୍ ଏ, ବି, ସି, ଏବଂ ଇ ପ୍ରଚୁର ପରିମାଣରେ ମିଳିଥାଏ । ଏହା…

ଘରୋଇ ଉପାୟରେ କେମିତି ହେବ ଉତ୍ତମ ନିଦ୍ରା ?

ନୂଆଦିଲ୍ଲୀ : ସାଧାରଣତଃ ରାତିରେ ଭଲ ନିଦ ହେବା ପାଇଁ ଅନେକ ଲୋକ ବିଭିନ୍ନ ସମୟରେ ମେଡିସିନ୍ ଖାଇଥାନ୍ତି  । କିନ୍ତୁ ଏସବୁ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ବହୁ କ୍ଷତିକାରକ  । ଆସନ୍ତୁ ଜାଣିବା ଘରୋଇ ଉପାୟରେ ଭଲ ନିଦ୍ରା ପାଇଁ କଣ କରିବା  । ଏପରି କିଛି ସ୍ୱତନ୍ତ୍ର ଖାଦ୍ୟପେୟ ରହିଛି, ଯାହାକୁ…

ଶୀତଦିନେ ଖାଆନ୍ତୁ ଏହି ଜିନିଷ, ବଢିବ ଇମ୍ୟୁନିଟି

ନୂଆଦିଲ୍ଲୀ :  ଶୀତଦିନେ ସାଧାରଣତଃ ଲୋକ ନିଜ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି  । କିଏ ପ୍ରତିଦିନ ସକାଳୁ ବ୍ୟାୟମ କରେ ତ କିଏ ଜିମ୍ ଯାଏ  । ଆଉ କେହି କେହି ଖାଦ୍ୟ ଉପରେ ଧ୍ୟାନ ଦେଇଥାନ୍ତି  । କିଏ ସବୁଜ ପନିପରିବା ଖାଆନ୍ତି ତ ଆଉ କିଏ ସତେଜ ଫଳମୂଳ  । ତେବେ…

ଏଥିରେ ପାଣି ରଖି ପିଇଲେ ମିଳିଥାଏ ଅନେକ ଫାଇଦା !

ନୂଆଦିଲ୍ଲୀ : ଦିନଥିଲା ମାଟି ଜିନିଷର ଚାହିଦା ଅଧିକ ଥିଲା । ଲୋକ ମାଟିରେ ତିଆରି ମାଠିଆ ଓ ସୁରେଇ ଆଦିକୁ ବ୍ୟବହାର କରୁଥିଲେ । ଏଥିରେ ପାଣି ରଖି ପିଇବା ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ବେଶ୍ ଆରାମ ମିଳୁଥିଲା । କୌଣସି ପ୍ରକାର ରୋଗ କିମ୍ବା ସଂକ୍ରମଣ ହେବାର ଭୟ ନଥିଲା । କିନ୍ତୁ ଯୁଗ…

ଶୀତଦିନେ ଖାଆନ୍ତୁ ଏହି ଶାଗ : ମଧୁମେହ, ହୃଦରୋଗ ଓ ମେଦବହୁଳତାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ଶୀତଦିନେ ସାଧାରଣତଃ ଆମେ ବିଭିନ୍ନ ଉପାୟରେ ଆମ ଶରୀରର ଯତ୍ନ ନେଇଥାଉ  । କିଏ ଶରୀରକୁ ସୁସ୍ଥ ରଖିବାକୁ ସତେଜ ପନିପରିବା ଖାଆନ୍ତି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟ ପ୍ରଣାଳୀରେ ସାମିଲ କରନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଶାଗ ବିଷୟରେ କହିବାକୁ ଯାଉଛୁ ।…

ସ୍ୱାସ୍ଥ୍ୟ ପାଇଁ ବରଦାନ ଫୁଲକୋବି : ଜଳଖିଆଠୁ ରାତ୍ରି ଭୋଜନ ସବୁଥିରେ ସାମିଲ କରନ୍ତୁ..

ନୂଆଦିଲ୍ଲୀ : ସାଧାରଣତଃ ଶୀତଦିନେ ଲୋକ ଅଧିକାଂଶ ସମୟରେ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି  । ଆଉ ଏହା ଏପରି ଏକ ପରିବା , ଯାହା ସମସ୍ତଙ୍କ ପ୍ରିୟ । ପଲୋଉ,ମଞ୍ଚୁରିଆନ୍‌‌ , ଉପମା ଭଳି ଅନେକ ସ୍ୱାଦିଷ୍ଟ ଖାଦ୍ୟ ତିଆରି ପାଇଁ ଆମେ ଫୁଲକୋବିକୁ ବ୍ୟବହାର କରୁ  । ଜଳଖିଆ ଠାରୁ ଆରମ୍ଭ କରି…

ପ୍ରତିଦିନ ଖାଆନ୍ତୁ ଧନିଆ ପତ୍ର : ଦୂର ହେବ ଏସବୁ ରୋଗ..

ନୂଆଦିଲ୍ଲୀ : ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି  । କିଏ ସବୁଜ ପନିପରିବା ଖାଉଛି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟରେ ସାମିଲ କରୁଛନ୍ତି  । ଆମେ ସାଧାରଣତଃ ଆମ ରୋଷେଇ କାର୍ଯ୍ୟରେ ଧନିଆ ପତ୍ରକୁ…