Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଶରୀରରେ ପ୍ରୋଟିନର ମାତ୍ରା କମ୍ ଅଛି ଯଦି ଖାଆନ୍ତୁ ଏହି ପାଉଡର୍, ଏଥିରେ ରହିଛି ଅଣ୍ଡା ଠାରୁ ୫ଗୁଣା ଅଧିକ ପ୍ରୋଟିନ

ଭୁବନେଶ୍ଵର: ସ୍ପିରୁଲିନା ହେଉଛି ଏକ ପ୍ରକାର ନୀଳ ଶୈବାଳ । ଏଥିରେ ୧୩ ପ୍ରକାର ଭିଟାମିନ୍, ୧୩ ପ୍ରକାର ମିନେରାଲ୍ସ, ୪ ପ୍ରକାର ପ୍ରାକୃତିକ ଫାଇଟୋନ୍ୟୁଟ୍ରିଏଣ୍ଟସ୍, ୮ ପ୍ରକାର ନାଚୁରାଲ କାରୋଟିନଏଡ୍, ୮ ପ୍ରକାର  ଆମିନୋ ଏସିଡ୍ ଭରି ରହିଛି । ଅନ୍ୟ ଖାଦ୍ୟ ତୁଳନାରେ ସ୍ପିରୁଲିନା ଅଧିକ ପୋଷଣ…

ଏବେ ହାତ ପାହାନ୍ତାରେ ଡାଇବେଟିସ୍ ଉପଚାର

ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ତଥା ଫୁର୍ତ୍ତି ରଖିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରେ  । କେତେଜଣ ସକାଳୁ ଉଠି ବ୍ୟାୟାମ କରନ୍ତି , ତ ଆଉ କିଏ ଜିମ୍ ଯାଏ  । ଆଉ କେହି କେହି ସକାଳୁ ଉଠି ଫୁସ୍ ପିଇବାକୁ ଭଲ ପାଆନ୍ତି । ବର୍ତ୍ତମାନ ସମୟରେ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି ।…

ଶରୀର ପାଇଁ କାହିଁକି ଆବଶ୍ୟକ ଭିଟାମିନ ବି, ଜାଣନ୍ତୁ ଏହାର ପ୍ରକାରଭେଦ ବିଷୟରେ

ନୂଆଦିଲ୍ଲୀ: ଦୈନନ୍ଦିନ କାର୍ଯ୍ୟଗୁଡିକ ସଠିକ୍ ଭାବରେ କରିବା ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ଏବଂ ମିନେରାଲ୍ସ ନିହାତି ଆବଶ୍ୟକ । ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବସ୍ ଏବଂ ଭଲ ଫ୍ୟାଟ୍ ଆବଶ୍ୟକ ହୋଇଥାଏ । ଏଗୁଡିକ ଶରୀରକୁ ଶକ୍ତି ଯୋଗାଇଥାଏ…

ଚୁଟକୀରେ ଦୂର ହେବ ଥଣ୍ଡା, କାଶ

ନୂଆଦିଲ୍ଲୀ : ମୂଳା ହେଉଛି ଏକ ଶୀତ ଦିନିଆ ପରିବା  ।  ଏହି ପରିବାଟି ଖୁବ୍ କମ୍ ଟଙ୍କାରେ ବଜାରରେ ମିଳିଥାଏ। ଯଦି ଆପଣ ଶୀତଦିନେ ବିଭିନ୍ନ ରୋଗ ଏବଂ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି । ତେବେ ପ୍ରତିଦିନ ମୂଳା ଖାଆନ୍ତୁ  । ମୂଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ…

ଶୀତଦିନେ ନିହାତି ଖାଆନ୍ତୁ , ଫିଟ୍ ରୁହନ୍ତୁ

ନୂଆଦିଲ୍ଲୀ : ସାଧାରଣତଃ ଶୀତଦିନେ ଆମେ ବିଭିନ୍ନ ଉପାୟରେ ଆମ ସ୍ବାସ୍ଥ୍ୟର ଯତ୍ନ ନେଇଥାଉ  । କିଏ ସକାଳୁ ଉଠି ବ୍ୟାୟାମ କରନ୍ତି ତ ଆଉ କିଏ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣନ୍ତି  । ଅର୍ଥାତ୍ ସତେଜ ପନିପରିବା କିମ୍ବା ଫଳମୂଳ ଖାଆନ୍ତି  । ତେବେ ଯଦି ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ…

ମାଛ ନା ଚିକେନ, କେଉଁଥିରେ ଅଛି ଅଧିକ ପ୍ରୋଟିନ୍, ଜାଣନ୍ତୁ…

ଭୁବନେଶ୍ଵର: ଉଭୟ ଚିକେନ ଓ ମାଛରେ କମ୍ ପରିମାଣର ଫ୍ୟାଟ ଓ କ୍ୟାଲୋରି ରହିଥାଏ । ଏହା ପ୍ରୋଟିନ୍ ର ଭଲ ଉତ୍ସ ମଧ୍ୟ । ଏଥିରୁ ଭିଟାମିନ, ଆଇରନ ଓ ଓମେଗା-୩ ଫ୍ୟାଟ୍ ସହିତ ଅନେକ ପୋଷଣ ମଧ୍ୟ ମିଳିଥାଏ । ତେବେ ମାଛ ଏବଂ ଚିକେନ୍ ମଧ୍ୟରୁ କେଉଁଥିରେ ଅଧିକ ପରିମାଣର ପ୍ରୋଟିନ୍ ଥାଏ ସେ ନେଇ ସବୁବେଳେ…

ଶୀତ ଦିନେ ରାମବାଣ ସଦୃଶ ଏହି ତେଲ; ଆଜି ହିଁ ବ୍ୟବହାର କରନ୍ତୁ, ପାଇବେ ଅନେକ ଫାଇଦା

ନୂଆଦିଲ୍ଲୀ: ଶୀତ ଋତୁରେ ଥଣ୍ଡା, କାଶ, ଫ୍ଲୁ, ଭାଇରାଲ୍ ଜ୍ୱର, ଗଣ୍ଠିରେ ଯନ୍ତ୍ରଣା ଇତ୍ୟାଦି ଗୁରୁତର ସମସ୍ୟା ଉପୁଜିବା ଆରମ୍ଭ କରେ । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଶୀତଦିନେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ । ଏହି ଋତୁରେ, ଆପଣ ସୋରିଷ ତେଲ ବ୍ୟବହାର କରି ଏହି ସବୁ…

ଚୋପା ସହ ଖାଇଲେ ମିଳେ ଫାଇଦା

ନୂଆଦିଲ୍ଲୀ : ଶୀତଦିନେ ଲୋକ ନିଜ ସ୍ବାସ୍ଥ୍ୟ ପ୍ରତି ବେଶ୍ ସଚେତନ  । କିଏ ସକାଳୁ ଉଠି ବ୍ୟାୟାମ କରି ନିଜକୁ ଫିଟ୍ ରଖୁଛି ତ ଆଉ କିଏ ଜିମରେ ସମୟ ବିତାଉଛି  । ଆଉ କିଏ ଉତ୍ତମ ସ୍ବାସ୍ଥ୍ୟ ଖାଇବାକୁ ପ୍ରୟାସ କରୁଛି  । ହଁ ଆଜ୍ଞା ନିଜକୁ ସୁନ୍ଦର ଓ ଫିଟ୍ ରଖିବାକୁ ହେଲେ ନିଜ ଖାଦ୍ୟ ପ୍ରଣାଳୀରେ…

ଏହି କାରଣରୁ ଶୀତ ଦିନେ ବଢିଯାଏ ସୋରିୟାସିସ୍, ଜାଣନ୍ତୁ କେମିତି କରିବେ ଉପଚାର

ନୂଆଦିଲ୍ଲୀ: ଶୀତ ଋତୁ ସମସ୍ତଙ୍କ ପ୍ରିୟ ହୋଇଥିବାବେଳେ, ଏହି ଋତୁ ମଧ୍ୟ ଅନେକ ରୋଗ ର କାରଣ ହୋଇଥାଏ । ଅଧିକାଂଶ ଲୋକ ଏହି ଋତୁରେ ସୋରିୟାସିସ୍ ରୋଗରେ ପୀଡିତ ହୋଇଥାନ୍ତି । ସୋରିୟାସିସ୍ ଏକ ଚର୍ମ ରୋଗ । ଏହି ରୋଗ କାହାକୁ ବି ହୋଇପାରେ । ଏହି ଚର୍ମ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକମାନଙ୍କ…

ଶୀତ ଦିନେ ପ୍ରଚୁର ପରିମାଣରେ ଖାଆନ୍ତୁ ପିଆଜ ଷଣ୍ଢା, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା

ଭୁବନେଶ୍ଵର: ପିଆଜ ଷଣ୍ଢା ସହିତ ଆମେ ପ୍ରାୟ ସମସ୍ତେ ପରିଚିତ l ଆମେ ତାକୁ ବଜାରରେ ପ୍ରାୟ ଅଧିକାଂଶ ସମୟ ଦେଖିବାକୁ ପାଇଥାଉ l ପିଆଜ ଷଣ୍ଢାକୁ ସାଲାଡ଼ ,ଭଜା ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ l ଏହା ପାଟିକୁ ମଧ୍ୟ ସୁସ୍ୱାଦୁ ଲାଗିଥାଏ । ଶୀତଦିନେ ପିଆଜ ଷଣ୍ଢା…