Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଶୀତ ଦିନେ ଫଟା ଗୋଇଠିକୁ ନେଇ ଚିନ୍ତିତ କି? ଜାଣନ୍ତୁ ଘରୋଇ ଜିନିଷରୁ ଏହାର ଉପଚାର

ଭୁବନେଶ୍ଵର: ଆରମ୍ଭ ହେଲାଣି ଶୀତ । ଏହି ସମୟରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ। ଶୀତ ଦିନେ ପାଦ ଓ ଗୋଇଠି ଫାଟିବା ଏକ ସାଧାରଣ ସମସ୍ୟା ଅଟେ । କିଛି ଲୋକଙ୍କର ଗୋଇଠି ଏପରି ଫାଟେ ଯେ ସେଥିରୁ ରକ୍ତ ବାହାରିଥାଏ । ଚର୍ମ ଶୁଷ୍କ ହେଲେ ଗୋଇଠି ଫାଟିଥାଏ। ତେଣୁ ଚେହେରା ଭଳି ଗୋଇଠିର…

ଶୀତରେ ଖାଆନ୍ତୁ ଏହି ଖାଦ୍ୟ, ବଢିବ ରୋଗ ପ୍ରତିରୋଧକ ଶକ୍ତି, ବିଶାକ୍ତ ବାୟୁରୁ ମିଳିବ ମୁକ୍ତି

ଭୁବନେଶ୍ଵର: ଦୁନିଆର ବର୍ତ୍ତମାନ ସବୁଠାରୁ ପ୍ରଦୂଷିତ ସହର ଭାବରେ ଜଣାଯାଉଥିବା ଦିଲ୍ଲୀର ଆଖପାଖରେ ରହୁଥିବା ଲୋକମାନଙ୍କୁ ଏବେ ନିଶ୍ଵାସ ପ୍ରଶ୍ଵାସ ନେବା ମଧ୍ୟ କଷ୍ଟକର ହୋଇପଡିଛି । ଦିଲ୍ଲୀ ଏବଂ ଏହାର ପାଖାପାଖି ଅଞ୍ଚଳରେ ଏବେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୫୦ ରୁ ଉର୍ଦ୍ଧ୍ଚରେ ରହୁଛି । ଏପରି…

ଶରୀର ପାଇଁ କେଉଁ ଫଳ ଲାଭଦାୟକ ?

ନୂଆଦିଲ୍ଲୀ : ଆଜି କାଲିକା ସମୟରେ ସୁସ୍ଥ ଜୀବନଶୈଳୀ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି । କିଏ ସୁସ୍ଥ ରହିବାକୁ ସକାଳେ ଫଳ ଖାଏ ତ ଆଉ କିଏ ବିଭିନ୍ନ ପୋଷକ ଯୁକ୍ତ ଖାଦ୍ୟକୁ ନିଜ ସକାଳ ଜଳଖିଆରେ ସାମିଲ କରନ୍ତି । ଆସନ୍ତୁ ଜାଣିବା କେଉଁ ସବୁ ଫଳ ଆମ ସ୍ବାସ୍ଥ୍ୟ ଉପଯୋଗୀ । ଅନେକ ଫଳ ରହିଛି ,…

ଘରୋଇ ଉପାୟରେ କିପରି ପାଇବେ ସୁନ୍ଦର ତ୍ବଚା : ଆଜି ହିଁ ଆଳୁରୁ ପ୍ରସ୍ତୁତ ପେଷ୍ଟକୁ ମୁହଁରେ ଲଗାନ୍ତୁ..

ନୂଆଦିଲ୍ଲୀ : ଆଜିକାଲି ସମୟରେ ସୁନ୍ଦର ତ୍ବଚା ପାଇବା ପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି  । ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ମିଳୁଛି । ଯାହା ତ୍ବଚାକୁ କ୍ଷତି ପହଞ୍ଚାଇବାର ଆଶଙ୍କା ବି ରହୁଛି । ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ସୁନ୍ଦର ତ୍ବଚା ପାଇ…

ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍

ଭୁବନେଶ୍ଵର: ମହିଳା ମାନଙ୍କର ମେକଅପ୍ ଜିନିଷ କହିଲେ ପ୍ରଥମେ ନଜରରେ ପଡିଥାଏ ଲିପଷ୍ଟିକ । ଲିପଷ୍ଟିକ ବିନା ମହିଳା ମାନଙ୍କର ମେକଅପ ସମ୍ପୂର୍ଣ୍ଣ ହୁଏନି । ଅନ୍ୟ ମେକଅପ ସାମଗ୍ରୀ ଅପେକ୍ଷା ମହିଳାମାନେ ଲିପଷ୍ଟିକକୁ ଅଧିକ ଗରୁତ୍ୱ ଦିଅନ୍ତି । କାରଣ ଲିପଷ୍ଟିକ ବିନା ମେକଅପ ସମ୍ପୁର୍ଣ୍ଣ ଫିକା…

ଦୃଷ୍ଟି ଶକ୍ତି ବୃଦ୍ଧି କରେ ଏସବୁ ଫଳ : ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ..

ନୂଆଦିଲ୍ଲୀ : ବର୍ତ୍ତମାନର ଖରାପ ଜୀବନଶୈଳୀ ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସାମ୍ନାକୁ ଆସୁଛି । ଏବେ ସାଧାରଣତଃ ଖୁବ୍ କମ ବୟସରେ ହିଁ ପିଲାମାନଙ୍କ ଆଖି ଖରାପ ହେଇଯାଉଛି । ତେବେ ଆସନ୍ତୁ ଜାଣିବା ଦୃଷ୍ଟି ଶକ୍ତି ବଢାଇବା ପାଇଁ କଣ ଖାଇବା ଆବଶ୍ୟକ । ଗାଜରରେ ବିଟା କାରୋଟିନ୍‌…

ମେଦ ବହୁଳତା ନେଇ ଚିନ୍ତିତ କି ? ପ୍ରତିଦିନ ସକାଳେ ଖାଆନ୍ତୁ ନାସପାତି , ଓଜନ କମାନ୍ତୁ…

ନୂଆଦିଲ୍ଲୀ : ବର୍ତ୍ତମାନ ଯୁଗରେ ମେଦ ବହୁଳତା ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି  । ଶରୀରର ଓଜନ କମାଇବା ପାଇଁ କିଏ ଡାଏଟ୍ କରୁଛି ତ କିଏ ପ୍ରତିଦିନ ମର୍ଣ୍ଣିଂ ଓ୍ବାକ୍ କରୁଛି ତ କିଏ ଜିମ୍ ଯାଉଛି  । ଆସନ୍ତୁ ଜାଣିବା କଣ ଖାଇଲେ ଆମେ ସହଜରେ ଓଜନ ହ୍ରାସ କରିପାରିବା  ।  ନିୟମିତ…

ଅଧିକ ପରିମାଣରେ ପିଉଛନ୍ତି କି ନଡିଆ ପାଣି , ହୋଇପାରେ ଏସବୁ ସମସ୍ୟା…

ନୂଆଦିଲ୍ଲୀ : ସାଧାରଣତଃ ନଡ଼ିଆ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।  ଏହାକୁ ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟକୁ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ ।  ନଡ଼ିଆ ପାଣିରେ କାର୍ବୋହାଇଡ୍ରେଟ୍ ଏବଂ ପୋଟାସିୟମ୍, ସୋଡିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି…

ଶୀତଦିନେ ଋପି ସମସ୍ୟା ନେଇ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ଵର: ମନୁଷ୍ୟ ସୌନ୍ଦର୍ଯ୍ୟର ମୂଳ ଅଂଶ ହେଉଛି କେଶ । କିନ୍ତୁ ବର୍ତ୍ତମାନ ସମୟରେ କେଶ ଝଡିବା ଏକ ସାଧାରଣ ସମସ୍ୟା ପାଲଟିଯାଇଛି । ଶୀତଦିନେ ତ୍ୱଚାର ଯତ୍ନ ସହିତ କେଶର ମଧ୍ୟ ସଠିକ୍‌ ଦେଖାଚାହାଁ କରିବା ନିହାତି ଜରୁରୀ । କାରଣ ଶୀତଦିନେ ଅନେକଙ୍କର କେଶ ରୁକ୍ଷ ହେବା ସହ କାହାର କାହାର…

ତ୍ୱଚା ଏବଂ କେଶ ଲାଗି ଲାଭଦାୟକ ଦହି : ପ୍ରତିଦିନ ଖାଦ୍ୟରେ ବି କରନ୍ତୁ ସାମିଲ ଦୂରେଇ ଯିବ ଏସବୁ ରୋଗ…

ନୂଆଦିଲ୍ଲୀ : ସାଧାରଣତଃ କିଛି ଲୋକ ଦହି ଖାଇବାକୁ ଭଲ ପାଆନ୍ତି  । ଦହିକୁ ଆମେ ଖାଇବା ସହ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାଉ  । ତେବେ ଆସନ୍ତୁ ଜାଣିବା ଦହି ଆମ ସ୍ବାସ୍ଥ୍ୟପାଇଁ କେତେ ଉପଯୋଗୀ । ଦହି ଖାଇବା ଦ୍ୱାରା ଗ୍ୟାସ୍‌ ପରି ସମସ୍ୟା ହୋଇ ନ ଥାଏ। ଏହା ପାଚନ କ୍ରିୟାକୁ ମଧ୍ୟ…