Latest Odisha News

BREAKING NEWS

Browsing Category

କ୍ରିକେଟ

କାଲିଠୁ ଭାରତ-ଇଂଲଣ୍ଡ T-20 ସିରିଜ, କାହାର ପଲ୍ଲା କେତେ ଭାରି ?

ଅହମ୍ମଦାବାଦ: ଟେଷ୍ଟ ପରେ କାଲିଠୁ ମିଶନ ଟି-ଟ୍ୱେଣ୍ଟି । ଭାରତ-ଇଂଲଣ୍ଡ ଲଢ଼େଇ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଞ୍ଚ ଟିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଇୟନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଟେଷ୍ଟ ପରାଜୟର ବଦଲା ନେବା ଲକ୍ଷ୍ୟରେ ଖେଳିବ । ସେପଟେ ୩-୧ରେ ଟେଷ୍ଟ…

ଫିଟନେସ ଟେଷ୍ଟରେ ବିଫଳ ହେଲେ ବରୁଣ, ଟି୨୦ରୁ ବାଦ୍ ପଡିବେ !

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ଯୁବ ସ୍ପିନର ବରୁଣ ଚକ୍ରବର୍ତି ବିସିସିଆଇ ପକ୍ଷରୁ କରାଯାଇଥିବା ଫିଟନେସ ଟେଷ୍ଟରେ ପୁନର୍ବାର ବିଫଳ ହୋଇଛନ୍ତି । ଫଳରେ ଆଗାମୀ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ବରୁଣ ନିର୍ଦ୍ଧାରିତ ସମୟରେ ୨କିମି ଦୌଡ ପୂରଣ…

ଚୂଡାନ୍ତ ହେଲା କେଉଁଠାରେ ଖେଳାଯିବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ

ଲଣ୍ଡନ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ପୂର୍ବରୁ ଏହା ଲର୍ଡସରେ ଖେଳାଯିବ ବୋଲି ସ୍ଥିର ହୋଇଥିବା ବେଳେ ଆଇସିସି ଭେନ୍ୟୁ ପରିବର୍ତନ କରିଛି । ଏବେ ଏହା ସାଉଥାମ୍ପଟନର ହ୍ୟାମ୍ପଶାୟର ବାଓଲରେ ଖେଳାଯିବ । ଆଇସିସି ଏବଂ ଇସିବି ଫାଇନାଲ…

କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପୃଥ୍ୱୀ ଶ’

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ମଙ୍ଗଳବାର ମୁମ୍ବାଇ ଅଧିନାୟକ ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ ଚାରିଆଡେ ଝଡ ସୃଷ୍ଟି କରିଛି । ରନ ଚେଜ୍ କରିବାରେ ସେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିଛନ୍ତି । ତାଙ୍କର ୧୮୫ ରନର ଇନିଂସ ବଳରେ ମୁମ୍ବାଇ ୯ ଉଇକେଟରେ ସୌରାଷ୍ଟ୍ରକୁ ହରାଇ…

ସ୍ମୃତିଙ୍କ ବିଶ୍ୱରେକର୍ଡ, ପୁରୁଷ କ୍ରିକେଟରଙ୍କୁ ମଧ୍ୟ ପଛରେ ପକାଇଲେ

ଲକ୍ଷ୍ନୌ:ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ସ୍ମୃତି ମାନ୍ଧନା ମଙ୍ଗଳବାର କ୍ରମାଗତ ଅର୍ଦ୍ଧଶତକ ହାସଲରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେସେ ୮୦ ରନର ଅପରାଜିତ ଇନିଂସ ଖେଳିବା ପରେ ନିଜ ନାମ ରେକର୍ଡ ବୁକରେ ଲିପିବଦ୍ଧ କରିଥିଲେ ।…

ଆସନ୍ତୁ ଜାଣିବା ଟି୨୦ର ଶ୍ରେଷ୍ଠ ଟିମ୍ ସମ୍ପର୍କରେ

ମୁମ୍ବାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇଯିବ । ଆଇସିସି ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିବାକୁ ହେଲେ ଟିମ୍ ଇଣ୍ଡିଆକୁ ୪-୧ରେ ସିରିଜ ଜିତିବାକୁ ପଡିବ । ଆଗକୁ ଟି୨୦ ବିଶ୍ୱକପ ହେବାକୁ ଯାଉଥିବାରୁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ…

ଆସନ୍ତୁ ଜାଣିବା କେତେ ବାଟ ଆଗେଇଛି ବୁମରାହଙ୍କ ବିବାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ବିବାହ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ପେସ ବୋଲର ସଞ୍ଜନା ଗଣେଷନ ନାମକ ଜଣେ ମଡେଲ ଏବଂ ସ୍ପୋର୍ଟ୍ସ ଆଙ୍କରଙ୍କୁ ସେ ବିବାହ କରିବାକୁ ଯାଉଥିବାରୁ ଏ ନେଇ ସମସ୍ତ ଅପଡେଟ ଖବର ଜାଣିବାକୁ ପ୍ରଶଂସକମାନେ ଆଗ୍ରହୀ ହୋଇ…

ଏସିଆ କପ୍ କ୍ରିକେଟ: ଭାରତ ବି’ ଟିମ୍ ପଠାଇବ !

ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ ଆୟୋଜନ ଏବେ ବି ଦ୍ୱନ୍ଦ୍ୱ ମଧ୍ୟରେ ରହିଛି । କରୋନା ମହାମାରୀ ଯୋଗୁ ଶ୍ରୀଲଙ୍କାରେ ଜୁନ ମାସରେ ଏହା ଆୟୋଜନ ହେବ ବୋଲି ସ୍ଥିର ହୋଇଛି । ଏ ପର୍ଯ୍ୟନ୍ତ ଏହାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇପାରି ନାହିଁ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ପ୍ରବେଶ…

ନୂଆ ରୂପରେ ସଜେଇ ହେବ ବାରବାଟୀ ପଡିଆ, ଷ୍ଟାଡିୟମ

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମର ନବୀକରଣ ଆରମ୍ଭ ହୋଇଛି । ବାରବାଟୀର ପୁରୁଣା ପଡିଆ ବଦଳରେ ତିଆରି ହେବ ନୂତନ ଆଉଟଫିଲ୍ଡ । ବିସିସିଆଇ ଓ ଓସିଏ ଭିଜନ ୨୦୨୪ ଅଧୀନରେ ଏହି ପରିବର୍ତନ କରାଯାଉଛି । ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବା ପାଇଁ ୩ମାସ ସମୟ ଏବଂ ୨କୋଟି ବ୍ୟୟ ଅଟକଳ ରଖାଯାଇଛି ।…

ଅବସର ନେଲେ ଓଡିଶା ପେସର ପ୍ରୀତମଜିତ

ଭୁବନେଶ୍ୱର: ଓଡିଶାର ବାମହାତୀ ପେସ ବୋଲର ପ୍ରୀତମଜିତ ଦାସ ରବିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୧ ପ୍ରଥମଶ୍ରେଣୀ ମ୍ୟାଚ(୨୫ ଉଇକେଟ), ୧୪ଲିଷ୍ଟ ଏ ମ୍ୟାଚ (୨୦ ଉଇକେଟ) ଓ ୧୫ ଟି୨୦ ମ୍ୟାଚ(୧୬ ଉଇକେଟ) ଖେଳିଛନ୍ତି । ୨୦୦୬ରେ ହିମାଚଳପ୍ରଦେଶ…