Latest Odisha News

BREAKING NEWS

Browsing Category

କ୍ରିକେଟ

ରୋହିତଙ୍କ ଆକର୍ଷଣୀୟ ଶତକ: ଭାରତ ୩୦୦/୬

ଚେନ୍ନାଇ: ରୋହିତ ଶର୍ମାଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬ ଉଇକେଟ ହରାଇ ୩୦୦ ରନ ସଂଗ୍ରହ କରିଛି । ଟସ୍ ଜିତି ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ତେବେ ରୋହିତ ୧୬୧ ଓ ଅଜିଙ୍କ୍ୟ ରାହାନେଙ୍କ…

ଦ୍ୱିତୀୟ ଚେଷ୍ଟାରେ ଫିଟନେସ ଟେଷ୍ଟ ପାସ୍ କଲେ ଜୟଦେବ, ଈଶାନ ଓ ସିଦ୍ଧାର୍ଥ

ମୁମ୍ବାଇ: ବିସିସିଆଇ ଫିଟନେସ ଟେଷ୍ଟରେ ବିଫଳ ହୋଇଥିବା ୬ଜଣ ଖେଳାଳିଙ୍କ ମଧ୍ୟ ଶୁକ୍ରବାର ୩ଜଣ ସେମାନଙ୍କ ଦ୍ୱିତୀୟ ଚେଷ୍ଟାରେ ସଫଳ ହୋଇଛନ୍ତି । ଏହି ଖେଳାଳିମାନେ ହେଲେ ଜୟଦେବ ଉନାଡକଟ, ଈଶାନ କିଶାନ ଓ ସିଦ୍ଧାର୍ଥ କୌଲ । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟରେ ସଞ୍ଜୁ ସାମସନ, ଈଶାନ…

ବିସିସିଆଇର ନୂଆ ଫିଟନେସ ଟେଷ୍ଟରେ ୬ ଖେଳାଳି ବିଫଳ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ଫିଟନେସ ଟେଷ୍ଟରେ ୬ଯୁବ ଖେଳାଳି ବିଫଳ ହୋଇଛନ୍ତି । ଖେଳାଳିମାନଙ୍କୁ ୮.୩୦ ମିନିଟରେ ୨କିଲୋମିଟର ଦୌଡିବାକୁ କୁହାଯାଇଥିଲା । ଏହାର ନାମ ୟୋ ୟୋ ଟେଷ୍ଟ ରଖାଯାଇଛି । ଖେଳାଳିମାନେ ଏନସିଏରେ ଏହି ଟେଷ୍ଟ ଦେଇଥିଲେ । ସଞ୍ଜୁ ସାମସନ, ଈଶାନ…

ନାଗେଶ ଟ୍ରଫି କ୍ରିକେଟ: ଓଡିଶାର ବିଜୟଧାରା ଜାରି, ହରିୟାଣାକୁ ହରାଇଲା

ଭୁବନେଶ୍ୱର:ବେଙ୍ଗାଲୁରରେ ଖେଳାଯାଉଥିବା ନାଗେଶ ଟ୍ରଫି (ଜାତୀୟ ଟି୨୦ ଦୃଷ୍ଟି ବାଧିକ କ୍ରିକେଟ)ରେ ଓଡିଶାର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଓଡିଶା ୪୭ ରନରେ ହରିୟାଣାକୁ ପରାସ୍ତ କରି ବିଜୟ ଧାରା ଜାରି ରଖିଛି । ଏ ଗ୍ରୁପରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଥିବା ଓଡିଶା…

ଆଇପିଏଲ ନିଲାମ ପାଇଁ ଶର୍ଟଲିଷ୍ଟ ଜାରି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୪ତମ ସିଜନ ପାଇଁ ଖେଳାଳିଙ୍କ ମିନ ଅକ୍ସନ ୧୮ ଫେବୃୟାରୀରେ ହେବ । ଏଥିପାଇଁ ୧୬୪ ଭାରତୀୟ ଓ ୧୨୮ ବିଦେଶୀ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ୧. ଆଫଗାନିସ୍ତାନର ସ୍ପିନ ବୋଲର ନୂର ଅହମ୍ମଦ ସବୁଠାରୁ ଯୁବ ଖେଳାଳି(୧୬ବର୍ଷ) ଭାବେ ନିଲାମ ପ୍ରକ୍ରିୟାରେ…

ପୁଅ ସହ ସୁଇମିଂ ପୁଲରେ ମଜା ଉଠାଇଲେ ହାର୍ଦ୍ଦିକ-ନତାଶା

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ପତ୍ନୀ ନତାଶା ଷ୍ଟାନାକୋଭିଚ ବୁଧବାର ପୁଅ ଅଗସ୍ତ୍ୟ ସହ ପ୍ରଥମ ଥର ପାଇଁ ସୁଇମିଂ ପୁଲରେ ମଜା ଉଠାଇଛନ୍ତି । ଏହାର ଫଟୋ ହାର୍ଦ୍ଦିକ ଶେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି ଦି କୁଲ ଫର ଦି ପୁଲ୍ । ଏହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ନତାଶା…

ବିଜୟ ହଜାରେ ଟ୍ରଫି ପାଇଁ ୨୨ଜଣିଆ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ବାଙ୍ଗାଲୋରରେ ୨୦ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫି ପାଇଁ ବୁଧବାର ୨୨ ଜଣିଆ ଓଡିଶା ଦଳ ଘୋଷଣା କରାଯାଇଛି । ଦଳର ନେତୃତ୍ୱ ଶାନ୍ତନୁ ମିଶ୍ର ନେବେ । ଚୟନ କମିଟି ମୂଖ୍ୟ ପ୍ରଭଞ୍ଜନ ମଲ୍ଲିକଙ୍କ ଉପସ୍ଥିତିରେ ଏହି ଦଳ ବଛା ଯାଇଥିଲା । ଖେଳାଳିଙ୍କ ନାମ:…

୪ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍ ଇଣ୍ଡିଆ

ଚେନ୍ନାଇ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୨୨୭ ରନରେ ଭାରତକୁ ପରାସ୍ତ କରିଦେଇଛି । ଦୀର୍ଘ ୪ ବର୍ଷ ପରେ ଘରୋଇ ମାଟିରେ ଭାରତ ପରାଜୟ ହୋଇଛି । ଆସନ୍ତୁ ଜାଣିବା ଏହି ମ୍ୟାଚର କେତେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ବିଷୟରେ- ୧. ୨୦୧୭ ପରଠାରୁ ଭାରତ ଘରୋଇ ମାଟିରେ ଟେଷ୍ଟ ହାରି…

ଏସିଆରେ ସବୁଠାରୁ ବଡ ଟାର୍ଗେଟ ଚେଜ କରି ଇତିହାସ ରଚିଲା ୱେଷ୍ଟଇଣ୍ଡିଜ

ଚଟ୍ଟଗାଁଓ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଐତିହାସିକ ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜ ଟିମ୍ ଏସିଆ ମହାଦେଶରେ ସର୍ବାଧିକ ରନ ଚେଜ୍ କରିବା ଗୌରବ ଅର୍ଜନ କରିଛି । କାୟଲ ମାୟର୍ସଙ୍କ ଦ୍ୱିଶତକ ବଳରେ ୱେଷ୍ଟଇଣ୍ଡିଜ ୩୯୫ ରନର ଲକ୍ଷ୍ୟକୁ ୭ ଉଇକେଟ ହରାଇ ହାସଲ କରି…

ପୂଜାରା, ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ: ଟିମ୍ ଇଣ୍ଡିଆ ୨୫୭/୬

ଚେପକ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ପରେ ଭାରତ ଦଳ ଫଲୋଅନ ଏଡାଇବା ପାଇଁ ସଂଘର୍ଷ ଜାରି ରଖିଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୫୭୮ ରନ ଜବାବରେ ଟିମ୍‌ଇଣ୍ଡିଆ ୬ ଉଇକେଟ ବିନିମୟରେ ୨୫୭ ରନ ସଂଗ୍ରହ କରିଛି । ଚେତେଶ୍ୱର ପୂଜାରା (୭୩) ଓ ଋଷଭ ପନ୍ତ (୯୧)…