Latest Odisha News

BREAKING NEWS

Browsing Category

କ୍ରିକେଟ

ଶ୍ରୀଲଙ୍କାର ପୂର୍ବତନ ଖେଳମନ୍ତ୍ରୀଙ୍କ ଅଭିଯୋଗ: ୨୦୧୧ ବିଶ୍ୱକପ ଫାଇନାଲ ଆମ ଖେଳାଳି ଫିକ୍ସ କରିଥିଲେ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଖେଳ ମନ୍ତ୍ରୀ ମହିନ୍ଦାନନ୍ଦ ଅଲୁଥାଗାମ ଗୁରୁବାର ଏକ ବିବାଦୀୟ ଓ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଭାରତ-ଶ୍ରୀଲଙ୍କା ମଧ୍‌ୟରେ ଖେଳାଯାଇଥିବା ୨୦୧୧ କ୍ରିକେଟ ବିଶ୍ୱକପ ଫାଇନାଲ ଫିକ୍ସ ଥିଲା । ଆମର କେତେକ ଖେଳାଳି ମ୍ୟାଚ ଫିକ୍ସିଂରେ ଜଡିତ ଥିଲେ…

କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟଙ୍କ ବୟାନ ପରେ କ୍ଷୀଣ ହେଲା ଟି୨୦ ବିଶ୍ୱକପ ଆଶା

ମେଲବୋର୍ଣ୍ଣ: କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ ଇରଲ ଇଡିଙ୍ଗସଙ୍କ ବୟାନ ପରେ ଚଳିତ ବର୍ଷ ହେବାକୁ ଥିବା ଟି୨୦ବିଶ୍ୱକପ କ୍ରିକେଟ ଆଶା କ୍ଷୀଣ ହୋଇଛି । କରୋନା ମହାମାରୀ ଲଢ଼େଇ ସମୟରେ ୧୬ ଟିମକୁ ଆଣି ମ୍ୟାଚ ଖେଳାଇବା ଅବାସ୍ତବ । ଭବିଷ୍ୟତ କଥା ଚିନ୍ତା କରି ପଦକ୍ଷେପ ନେବାକୁ ପଡିବ ବୋଲି ଇଡିଙ୍ଗସ…

ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା, ଜିମ୍ବାୱେ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭାଇରସ ବିପଦକୁ ଦେଖି ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା, ଜିମ୍ବାୱେ ଗସ୍ତ ସ୍ଥଗିତ କରାଯାଇଛି । ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି । ମହାମାରୀକୁ ଦୃଷ୍ଟିରେ ରଖି ସୀମିତ ଓଭର ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଜିମ୍ବାସ୍ବେ ଯିବ ନାହିଁ । ଏହାର ଗୋଟେ ଦିନ ପୂର୍ବରୁ…

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ଆସନ୍ତା ମାସରେ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୈଠକରେ ପୁନର୍ବାର ଟି୨୦ ବିଶ୍ୱକପ ସମ୍ପର୍କରେ କୌଣସି ନିଷ୍ପତି ନିଆଯାଇ ପାରିଲା ନାହିଁ । ଆସନ୍ତା ମାସରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଭିଡିଓ କନଫେରେନ୍ସ ମାଧ୍ୟମରେ ବୁଧବାର…

କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଆଇସିସି ନୂତନ ନିୟମ ଜାରି

ମୁମ୍ବାଇ : କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂତନ ନିୟମ ମଙ୍ଗଳବାର ଜାରି କରିଛି । ବୋଲରମାନେ ବଲକୁ ଚମକାଇବା ପାଇଁ ଳାଳ କିମ୍ବା ଛେପ ଲଗାଇ ପାରିବେ ନାହିଁ । ଯଦି କେହି ଏପରି କରେ ତାହାହେଲେ ପୂରା ଟିମ୍ ଦଣ୍ଡିତ  ହେବ । ସେହିପରି ଟେଷ୍ଟ…

କ୍ରିକେଟକୁ ବି କଳଙ୍କିତ କରିଛି ବର୍ଣ୍ଣବୈଷମ୍ୟ ବିବାଦ

ଭୁବନେଶ୍ୱର: ବର୍ଣ୍ଣବୈଷମ୍ୟ ମଣିଷଠାରୁ ମଣିଷକୁ ଅଲଗା କରିଥାଏ । ସବୁ କ୍ଷେତ୍ରରେ ଏହା ବ୍ୟାପିଯାଇଛି । ଖେଳ ବିଶେଷ କରି କ୍ରିକେଟ ମଧ୍ୟ ଏଥିରେ କଳଙ୍କିତ ହୋଇଛି । ଆସନ୍ତୁ ଜାଣିବା କିପରି ଏହି ବିବାଦକୁ କ୍ରିକେଟର ନାମ ତଳେ ପକାଇଛି ।୧୯୭୬ରେ ଇଂଲଣ୍ଡର ଅଧିନାୟକ ଟୋନୀ ଗ୍ରେଗ୍ ପ୍ରଥମ କରି…

ଆଇପିଏଲରେ ମୋତେ କାଳୁ ଡକା ଯାଉଥିଲା :ସାମୀ

କିଙ୍ଗଷ୍ଟନ:ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ ସାମୀ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ ଉପରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ମୁଁ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବେଳେ ବର୍ଣ୍ଣବୈଷମ୍ୟର ଶୀକାର ହୋଇଛି । ଆମେରିକାରେ ଜର୍ଜ ଫ୍ଲେଏଡଙ୍କ…

ବିଦେଶରେ ଆଇପିଏଲ କରିବା ପାଇଁ ଯୋଜନା କରୁଛି ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ବିଦେଶରେ ଆଇପିଏଲ କରିବା ପାଇଁ ଯୋଜନା କରୁଛି । ୧୦ ଜୁନରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇପାରେ । କରୋନା ମହାମାରୀ ଯୋଗୁ ଆଇପିଏଲକୁ ଅନିଶ୍ଚିତତା ସମୟ ପାଇଁ ଘୁଂଚାଇ ଦିଆ ଯାଇଥିଲା । ବ୍ୟୟବହୂଳ ଓ ଲୋକପ୍ରିୟ…

କ୍ରିକେଟରେ ମଧ୍ୟ ବର୍ଣ୍ଣ ବୈଷ୍ୟମତା ରହିଛି : କ୍ରିସ ଗେଲ୍‌

ନ୍ୟୁୟର୍କ: ଆମେରିକାର କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ନେଇ ଆମେରିକାରେ ଜୋରଦାର ବିକ୍ଷୋଭ ଜାରି ରହିଛି । ବିଭିନ୍ନ ଦେଶର ସେଲିବ୍ରେଟି ମଧ୍ୟ ଏ ନେଇ ସେମାନଙ୍କ ମତ ମଧ୍ୟ ରଖିଛନ୍ତି । ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର କ୍ରିସ ଗେଲ୍ ମଙ୍ଗଳବାର ମୁହଁ ଖୋଲିଛନ୍ତି । କ୍ରିକେଟରେ…

ମହମ୍ମଦ ସାମୀଙ୍କ ସହ ଅନ୍ତରଙ୍ଗ ମୂହର୍ତର ଫଟୋ ଛାଡିଲେ ପତ୍ନୀ ହସୀନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ୍ ବୋଲର ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ହସୀନ ଜାହାଁଙ୍କ ମଧ୍ୟରେ ବିବାଦ କମିବାର ନାମ ନେଉ ନାହିଁ । ସୋସିଆଲ ସାଇଟରେ ସାମୀଙ୍କ ସହ ଏକ ଅନ୍ତରଙ୍ଗ ମୂହର୍ତର ଫଟୋ ହସୀନ ଛାଡିଛନ୍ତି । ଯାହାକି ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଫଟୋ ନେଇ…