Latest Odisha News

BREAKING NEWS

Browsing Category

କ୍ରିକେଟ

ଏସିଆ କପ୍ କ୍ରିକେଟ ୨୦୨୧କୁ ଘୁଂଚିଲା, ଶ୍ରୀଲଙ୍କା ଆୟୋଜକ ହେବ

ମୁମ୍ବାଇ: ଦିନକ ପୂର୍ବରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏସିଆ କପ ବାତିଲ ହେବ ବୋଲି ଆଗୁଆ ଘୋଷଣା କରିଥିଲେ । ଗୁରୁବାର ଏସିଆନ୍ କ୍ରିକେଟ କାଉନସିଲ ବୈଠକରେ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା । ୨୦୨୧ରେ ଶ୍ରୀଲଙ୍କା ଏହା ଆୟୋଜିତ ହେବ । ପୂର୍ବରୁ…

୧୧୬ ଦିନ ପରେ କ୍ରିକେଟ ମ୍ୟାଚ୍, ପଡ଼ିଲା ମାତ୍ର ୧୦୬ଟି ବଲ୍

ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ସହ ୧୧୬ ଦିନ ପରେ କ୍ରିକେଟ ଫେରିଛି । କରୋନା ମହାମାରୀ ଯୋଗୁ ୧୩ ମାର୍ଚ୍ଚ ପରଠୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନରେ ବ୍ରେକ ଲାଗିଥିଲା । ଏତେ ଦିନ ପରେ କ୍ରିକେଟ ମ୍ୟାଚ ଦେଖିବାକୁ ଉତ୍ସାହକୁ ପାଣିଚିଆ କରିଦେଲା ବର୍ଷା ।…

ଏସିଆ କପ୍ ୨୦୨୦ ବାତିଲ : ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବୁଧବାର ଏସିଆ କପ କ୍ରିକେଟ ବାତିଲ ହୋଇଥିବା ଆଗୁଆ ଘୋଷଣା କରିଛନ୍ତି । ଏ ନେଇ ଏସିଆ କ୍ରିକେଟ କାଉନସିଲ ବୈଠକ୯ ଜୁଲାଇରେ ବସିବାର ଥିଲା । ତେବେ ଗାଙ୍ଗୁଲି ନିଷ୍ପତି ସମ୍ପର୍କରେ କିଛି ସ୍ପଷ୍ଟ କରି ନାହାନ୍ତି ।…

ଜନ୍ମଦିନରେ ଜାଣନ୍ତୁ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ କିଛି ଜଣା- ଅଜଣା କଥା

ମୁମ୍ବାଇ: ସୌରଭ ଗାଙ୍ଗୁଲି ଓରଫ ଦାଦା । ଭାରତୀୟ କ୍ରିକେଟ ଦଳର ଅନ୍ୟତମ ସଫଳ ଅଧିନାୟକ ଭାବେ ବେଶ୍ ନାଁ ରହିଛି ଦାଦାଙ୍କର । ଜଣେ ସାଧାରଣ କ୍ରିକେଟରରୁ ଯାତ୍ରା ଆରମ୍ଭ କରିଥିବା ସୌରଭ ବର୍ତ୍ତମାନର ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି। ଆଜି ସେ ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି। ବୀରେନ୍ଦ୍ର…

ବିସିସିଆଇରୁ ସବୁଜ ସଙ୍କେତ ମିଳିବା ପରେ ୪୮ ବର୍ଷୀୟ ଟାମ୍ବେ ଖେଳିବେ ସିପିଏଲ

ମୁମ୍ବାଇ:ଲେଗ ସ୍ପିନର ପ୍ରବୀଣ ଟାମ୍ବେଙ୍କୁ ବିସିସିଆଇ ପକ୍ଷରୁ କ୍ୟାରିବିୟାନ ପ୍ରିମିୟର ଲିଗ୍ ଖେଳିବା ପାଇଁ ସବୁଜ ସଙ୍କେତ ମିଳିଛି । ୪୮ ବର୍ଷୀୟ ଟାମ୍ବେ ପ୍ରଥମ ଭାରତୀୟ ଖେଳାଳି ଭାବେ ତ୍ରିନିବାଗୋ ନାଇଟ ରାଇଡର୍ସ ପକ୍ଷରୁ ଖେଳିବେ । ମଙ୍ଗଳବାର ୬ ଫ୍ରାଂଚାଇଜ ସେମାନଙ୍କ ଖେଳାଳି ତାଲିକା…

ଧୋନୀ @୩୯ : ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: କ୍ୟାପଟେନ କୁଲ ତଥା ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । କ୍ରିକେଟ ଦୁନିଆର ଏହି ବେତାଜ ବାଦଶାହାଙ୍କର ଆଜି ହେଉଛି ୩୯ ତମ ଜନ୍ମ ଦିବସ । ଝାଡଖଣ୍ଡର ପ୍ରଥମ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଯିଏକି ୨୩ ବର୍ଷ ବୟସରେ ଭାରତୀୟ ଦଳରେ ପାଦ ଦେଇଥିଲେ । ଏହି…

ଟି୨୦ ଓ୍ବାର୍ଲ୍ଡକପ୍ ବଦଳରେ ଆଇପିଏଲ ୨୦୨୦ର ଆୟୋଜନ ହେବ: ଅଷ୍ଟ୍ରେଲିଆ ଗଣମାଧ୍ୟମ

ମୁମ୍ବାଇ: ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ବଦଳରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଆୟୋଜିତ ହେବ । ତେବେ ଆଇପିଏଲ କେଉଁଠାରେ ହେବ ସେ ନେଇ କୌଣସି ରିପୋର୍ଟ ପ୍ରକାଶ ପାଇନି । ଗଣମାଧ୍ୟମର ସୂଚନା ଅନୁସାରେ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ କ୍ରିକେଟ…

ଆଇସିସି ସଭାପତି ଦୌଡରେ ଗାଙ୍ଗୁଲି !

ନୂଆଦିଲ୍ଲୀ: ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ ପରେ ଏହି ପଦରେ କିଏ ବସିବ ସେ ନେଇ ଆଲୋଚନା ଜୋର ଧରିଛି । ଭାରତର ସୌରଭ ଗାଙ୍ଗୁଲି ଏହି ଦୌଡରେ ଆଗରେ ରହିଛନ୍ତି । ଇଂଲଣ୍ଡ ବୋର୍ଡର ପୂର୍ବତନ ଅଧ୍ୟକ୍ଷ କଲିନ ଗ୍ରାଭେସ ଓ ଗାଙ୍ଗୁଲି ଉଭୟ ଏବେ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି ।…

ଆଇସିସି ଅଧ୍ୟକ୍ଷ ପଦରୁ ଶଶାଙ୍କ ମନୋହରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ (ଆଇସିସି) ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ଶେଷ ହେବା ପରେ ଶଶାଙ୍କ ମନୋହର ବୁଧବାର ଇସ୍ତଫା ଦେଇଛନ୍ତି । ସେ ଏହି ପଦରେ ୨ ବର୍ଷ ପର୍ଯ୍ୟନ୍ତ ରହିଥିଲେ । ଡେପୁଟି ଚେୟାରମ୍ୟାନ୍ ଇମ୍ରାନ ଖ୍ବାଜାଙ୍କୁ ନିର୍ବାଚନ୍ ପର୍ଯ୍ୟନ୍ତ ଅନ୍ତରୀଣ ଅଧ୍ୟକ୍ଷ…

ୱିଜଡେନ କ୍ରିକେଟ ରେଟିଂ: ୨୧ଶତାବ୍ଦୀର ମୂଲ୍ୟବାନ ଖେଳାଳି ମୁରଲୀଧରନ, ଦ୍ୱିତୀୟରେ ରବୀନ୍ଦ୍ର ଜାଡେଜା

ମୁମ୍ବାଇ: କ୍ରିକେଟର ସବୁଠାରୁ ଲୋକପ୍ରିୟ ପତ୍ରିକା ୱିଜଡେନ ୨୧ତମଶତାବ୍ଦୀର ମୂଲ୍ୟବାନ ଟେଷ୍ଟ ଖେଳାଳି ଚୟନ କରିଛି । ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇଥିବା ବେଳେ ଅଶ୍ଚର୍ଯ୍ୟଜନକ ଭାବେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୱିଜଡେନ…