Latest Odisha News

BREAKING NEWS

Browsing Category

କ୍ରିକେଟ

୨୦୨୧ ଦିନିକିଆ ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଦିନିକିଆ ମହିଳା ବିଶ୍ୱକପ କ୍ରିକେଟ ପାଇଁ ଟିମ୍ ଇଣ୍ଡିଆ ଯୋଗ୍ୟତା ହାସଲ କରିଛି । ଆଇସିସି ଟେକନିକାଲ କମିଟି ମହିଳା ଚାମ୍ପିୟନଶିପର ୩ଟି ସିରିଜ ବାତିଲ କରି ଦେଇଛି । ପଏଂଟ ଭିତିରେ ଭାରତ ଯୋଗ୍ୟତା ହାସଲ କରିଛି । ଅଷ୍ଟ୍ରେଲିଆ (୩୭),…

ଆଇପିଏଲ ପୁନର୍ବାର ଘୁଂଚିଲା

ମୁମ୍ବାଇ: କୋଭିଡ-୧୯ ଲକଡାଉନ ସମୟସୀମାକୁ ଭାରତ ସରକାର ବୃଦ୍ଧି କରିଛନ୍ତି । ଫଳରେ ଆଇପିଏଲ ୨୦୨୦ ଅୟୋଜନକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଂଚାଇ ଦତିଆଯାଇଛି । ଆଇପିଏଲର ୧୩ ତମ ସଂସ୍କରଣ ଅନୁଷ୍ଠିତ ହେବା ନେଇ ଆଶା ମଉଳିବାରେ ଲାଗିଛି । ପୂର୍ବରୁ ଏପ୍ରିଲ ୧୪ ପରେ ଆଇପିଏଲ ଅନୁଷ୍ଠିତ ହେବ ବୋଲି…

ଲକଡାଉନରେ ଅନଲାଇନ ଲୁଡୋ ଖେଳି ସମୟ କାଟୁଛନ୍ତି ଭାରତୀୟ ମହିଳା କ୍ରିକେଟ ଖେଳାଳି

ମୁମ୍ବାଇ: କରୋନା ଭାଇରସ ନେଇ ସରକାର ଦେଶରେ ଲକଡାଉନ ନିୟମ ଲାଗୁ କରିଛନ୍ତି । ଭାରତୀୟ ମହିଳା କ୍ରିକେଟ ଟିମର ସଦସ୍ୟ ଏହି ନିୟମ ପାଳନ କରିବା ସହ ସମୟ କାଟିବା ପାଇଁ ଅନଲାଇନରେ ଲୁଡୋ ଖେଳୁଛନ୍ତି । ସୋମବାର ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ସ୍ମୃତି ମାନ୍ଧନା ଏହା କହିଛନ୍ତି । ଏହା ଦ୍ୱାରା ଆମେ…

କରୋନା ଅପଡେଟ୍ ; ୫୦୦୦ ଲୋକଙ୍କୁ ରାସନ୍ ଯୋଗାଇବେ ସଚ୍ଚିନ ତେନ୍ଦୁଲକର !

ମୁମ୍ବାଇ: କରୋନା ମହାମାରୀରେ ଲଗାତାର ଅସହାୟଙ୍କୁ ସହାୟତା ଦେଇଆସୁଛନ୍ତି କ୍ରିକେଟ ର ଭଗବାନ ବୋଲାଉଥିବା ସଚ୍ଚିନ ତେନ୍ଦୁଲକର । ମୁମ୍ବାଇର ଶିବାଜୀ ନଗର ଅଂଚଳରେ ଥିବା ୫ ହଜାର ଲୋକଙ୍କୁ ସେ ରାସନ୍ ଯୋଗାଇବେ । Thankyou,@sachin_rt for stepping in & helping Apnalaya help…

ବିସିସିଆଇ ଦେଲା ଖେଳାଳିଙ୍କ ପାରିଶ୍ରମିକ

ମୁମ୍ବାଇ : ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୁକ୍ତିଭିତିକ ଖେଳାଳିଙ୍କ ବକେୟା ପାରିଶ୍ରମିକ ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛି । ଅସୁବିଧା ସମୟରେ ଖେଳାଳିଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବା ଉଚିତ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା…

କରୋନା ପାଣ୍ଠି ଲାଗି ଭାରତ-ପାକ ମ୍ୟାଚ; ସୋଏବଙ୍କ ପ୍ରସ୍ତାବକୁ କପିଳ ଦେବଙ୍କ ନାପସନ୍ଦ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଏବେ ଏକ ମହାମାରୀର ରୂପ ନେଇଛି । ବିଶ୍ୱର ଅନେକ ରାଷ୍ଟ୍ର ସମେତ ଭାରତ ଓ ପାକିସ୍ତାନ ମଧ୍ୟ ଏହି ଘାତକ କରୋନା ରୋଗର ଶିକାର ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ପୂର୍ବତନ ଫାଷ୍ଟବୋଲର୍ ସୋଏବ୍ ଅଖତାର ଏକ ପ୍ରସ୍ତାବ ଦେଇଥିଲେ । କରୋନା ପାଣ୍ଠି…

କୋହଲିଙ୍କ ରାଜୁତି ଭଙ୍ଗ କଲେ ବେନ ଷ୍ଟୋକ୍ସ

ମୁମ୍ବାଇ: ଇଂଲଣ୍ଡର ବେନ ଷ୍ଟୋକ୍ସ ୨୦୧୯ ପାଇଁ ୱିଜଡେନ ପକ୍ଷରୁ ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ବଛା ହୋଇଛନ୍ତି । ଏଥିସହ ସେ ଭାରତର ବିରାଟ କୋହଲିଙ୍କ ରାଜୁତିକୁ ଭଙ୍ଗ କରିଛନ୍ତି । କୋହଲି ୨୦୧୬, ୧୭ ଓ ୧୮ରେ କ୍ରମାଗତ ୩ଥର ଶ୍ରେଷ୍ଠ କ୍ରିକେଟର ବିବେଚିତ ହୋଇଥିଲେ । ଅପରପକ୍ଷରେ ୧୪ ବର୍ଷ ପରେ…

କୋଭିଡ-୧୯ ମୁକାବିଲା ପାଇଁ ଗାଭାସ୍କର ଦେଲେ ୫୯ ଲକ୍ଷ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟ ଖେଳାଳି ସୁନୀଲ ଗାଭାସ୍କର କୋଭିଡ-୧୯ ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ସେ ସମସ୍ତ ତଥ୍ୟ ଲୁଚାଇ ରଖିଥିଲେ । ପ୍ରଥମେ ଅମୋଲ ମଜମୁଦାର ଓ ପରେ ତାଙ୍କ ପୁତ୍ର ରୋହନ ଗାଭାସ୍କର ଗଣମାଧ୍ୟମ ଆଗରେ ଏହାର ଉଜାଗର କରିଥିଲେ । ସେ ୫୯…

କୋଭିଡ-୧୯; ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ !

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସିଂ ଜରିଆରେ ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ କରୋନା ମହାମାରୀ ବିପଦକୁ ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ଚକ୍ରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କିରନ୍ ରିଜ୍ଜୁଙ୍କ ସମେତ ୪୦ରୁ ଅଧିକ କ୍ରୀଡାବିତ୍ ସାମିଲ…

ବୁମରାହଙ୍କ ବୋଲିଂ ଆକ୍ସନକୁ କପି କଲେ ରୋହିତଙ୍କ ଝିଅ

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ରୋହିତ ଶର୍ମାଙ୍କ ଝିଅ ଯଶପ୍ରୀତ ବୁମରାହଙ୍କ ବୋଲିଂ ଆକ୍ସନ କରୁଥିବା ଭିଡିଓ ଲୋକଙ୍କୁ ଏବେ ବେଶ୍ ପସନ୍ଦ ଆସୁଛି । ରୋହିତ ଓ ବୁମରାହଙ୍କ ଭିଡିଓ ଚାଟରେ ସାମୟାରାଙ୍କ ଆକ୍ସନ ଦେଖିବାକୁ ମିିଳିଛି । ବୁମରାହ ମଧ୍ୟ ଏହି ବୋଲିଂ ଆକ୍ସନ ଦେଖି ହସ ରୋକି ପାରି…