Latest Odisha News

BREAKING NEWS

Browsing Category

କ୍ରିକେଟ

କରୋନା ପାଣ୍ଠି ଲାଗି ଭାରତ-ପାକ ମ୍ୟାଚ; ସୋଏବଙ୍କ ପ୍ରସ୍ତାବକୁ କପିଳ ଦେବଙ୍କ ନାପସନ୍ଦ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଏବେ ଏକ ମହାମାରୀର ରୂପ ନେଇଛି । ବିଶ୍ୱର ଅନେକ ରାଷ୍ଟ୍ର ସମେତ ଭାରତ ଓ ପାକିସ୍ତାନ ମଧ୍ୟ ଏହି ଘାତକ କରୋନା ରୋଗର ଶିକାର ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ପୂର୍ବତନ ଫାଷ୍ଟବୋଲର୍ ସୋଏବ୍ ଅଖତାର ଏକ ପ୍ରସ୍ତାବ ଦେଇଥିଲେ । କରୋନା ପାଣ୍ଠି…

କୋହଲିଙ୍କ ରାଜୁତି ଭଙ୍ଗ କଲେ ବେନ ଷ୍ଟୋକ୍ସ

ମୁମ୍ବାଇ: ଇଂଲଣ୍ଡର ବେନ ଷ୍ଟୋକ୍ସ ୨୦୧୯ ପାଇଁ ୱିଜଡେନ ପକ୍ଷରୁ ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ବଛା ହୋଇଛନ୍ତି । ଏଥିସହ ସେ ଭାରତର ବିରାଟ କୋହଲିଙ୍କ ରାଜୁତିକୁ ଭଙ୍ଗ କରିଛନ୍ତି । କୋହଲି ୨୦୧୬, ୧୭ ଓ ୧୮ରେ କ୍ରମାଗତ ୩ଥର ଶ୍ରେଷ୍ଠ କ୍ରିକେଟର ବିବେଚିତ ହୋଇଥିଲେ । ଅପରପକ୍ଷରେ ୧୪ ବର୍ଷ ପରେ…

କୋଭିଡ-୧୯ ମୁକାବିଲା ପାଇଁ ଗାଭାସ୍କର ଦେଲେ ୫୯ ଲକ୍ଷ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟ ଖେଳାଳି ସୁନୀଲ ଗାଭାସ୍କର କୋଭିଡ-୧୯ ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ସେ ସମସ୍ତ ତଥ୍ୟ ଲୁଚାଇ ରଖିଥିଲେ । ପ୍ରଥମେ ଅମୋଲ ମଜମୁଦାର ଓ ପରେ ତାଙ୍କ ପୁତ୍ର ରୋହନ ଗାଭାସ୍କର ଗଣମାଧ୍ୟମ ଆଗରେ ଏହାର ଉଜାଗର କରିଥିଲେ । ସେ ୫୯…

କୋଭିଡ-୧୯; ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ !

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସିଂ ଜରିଆରେ ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ କରୋନା ମହାମାରୀ ବିପଦକୁ ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ଚକ୍ରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କିରନ୍ ରିଜ୍ଜୁଙ୍କ ସମେତ ୪୦ରୁ ଅଧିକ କ୍ରୀଡାବିତ୍ ସାମିଲ…

ବୁମରାହଙ୍କ ବୋଲିଂ ଆକ୍ସନକୁ କପି କଲେ ରୋହିତଙ୍କ ଝିଅ

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ରୋହିତ ଶର୍ମାଙ୍କ ଝିଅ ଯଶପ୍ରୀତ ବୁମରାହଙ୍କ ବୋଲିଂ ଆକ୍ସନ କରୁଥିବା ଭିଡିଓ ଲୋକଙ୍କୁ ଏବେ ବେଶ୍ ପସନ୍ଦ ଆସୁଛି । ରୋହିତ ଓ ବୁମରାହଙ୍କ ଭିଡିଓ ଚାଟରେ ସାମୟାରାଙ୍କ ଆକ୍ସନ ଦେଖିବାକୁ ମିିଳିଛି । ବୁମରାହ ମଧ୍ୟ ଏହି ବୋଲିଂ ଆକ୍ସନ ଦେଖି ହସ ରୋକି ପାରି…

ଡକ୍ୱୱର୍ଥ ଲୁଇସ ନିୟମ ତିଆରି କରିଥିବା ଗଣିତଜ୍ଞ ଟୋନି ଲୁଇସଙ୍କ ଦେହାନ୍ତ

ନୂଆଦିଲ୍ଲୀ: କ୍ରିକେଟ ଜଗତକୁ ଡକ୍ୱୱର୍ଥ ଲୁଇସ ନିୟମ ନେଇଥିବା ଗଣିତଜ୍ଞ ଟୋନି ଲୁଇସଙ୍କ ୭୮ ବର୍ଷରେ ପରଲୋକ ହୋଇଯାଇଛି । ଫ୍ରାଙ୍କ ଡକ୍ୱୱର୍ଥ ଓ ଲୁଇସ ମିଳିତ ଭାବେ ୧୯୯୨ରେ ଏହି ଫର୍ମୁଲା ତିଆରି କରିଥିଲେ । ଆଇସିସି ୧୯୯୯ ବିଶ୍ୱକପରେ ଏହି ନିୟମକୁ ବିଧିବଦ୍ଧ ଭାବେ ଆପଣାଇଥିଲା । ଟୋନି ଏବଂ…

ଯୁବିଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ: ଗାଙ୍ଗୁଲିଙ୍କ ପରି ମୋତେ କେହି ସହଯୋଗ କରି ନାହାନ୍ତି

ନୂଆଦିଲ୍ଲୀ: ଭାରତକୁ ୨ଟି ବିଶ୍ୱକପ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କ୍ରିକେଟର ଯୁବରାଜ ସିଂ ବୁଧବାର ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଅଧିନାୟକ ଭାବେ ସୌରଭ ଗାଙ୍ଗୁଲିଙ୍କ ପରି ମୋତେ କେହି ସମର୍ଥନ କିମ୍ବା ସହଯୋଗ କରି ନାହାନ୍ତି । ଏପରିକି ମହେନ୍ଦ୍ର…

ଧୋନୀ ଖେଳିବେ ଟି-୨୦ ବିଶ୍ୱକପ୍ !

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କ୍ରୀଡ଼ା ଜଗତ ମଧ୍ୟ ପ୍ରଭାବିତ ହୋଇଛି । ଆଇପିଏଲ୍ ସହିତ ଟୋକିଓ ଅଲିମ୍ପିକ୍ସ ଆୟୋଜନ ମଧ୍ୟ ଘୁଞ୍ଚିଯାଇଛି । ଭାରତୀୟ କ୍ରିକେଟ ଜଗତର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ବିଶ୍ୱକପରୁ କ୍ରିକେଟରୁ ଦୂରରେ ରହିଥିବା ବେଳେ ଏବେ କରୋନା…

କୋଭିଡ୍‌୧୯: ଧୋନୀ ଦେଲେ ଟଙ୍କା, ବିଗିଡିଲେ ସାକ୍ଷୀ !

ଝାଡଖଣ୍ଡ: କରୋନା ମହାମାରୀ ପାଇଁ ଧୋନୀ ଦାନ କରିଥିଲେ ୧ ଲକ୍ଷ ଟଙ୍କା । ହେଲେ ଏବେ ମିଡିଆ ଉପରେ ବର୍ଷିଛନ୍ତି ତାଙ୍କ ଧର୍ମପତ୍ନୀ ସାକ୍ଷୀ । ଗୁରୁବାର ଏକ ଚାରିଟେବଲ ଟ୍ରଷ୍ଟକୁ ଧୋନୀ ୧ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିବା ଖବର ପ୍ରଚାରିତ ପରେ ବହୁ ଭାରତୀୟ ଧୋନୀଙ୍କୁ ସମାଲୋଚନା କରିବାକୁ…

କରୋନା ସହ ଲଢେଇ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କଲେ ଓସିଏ ସଭାପତି

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ସଭାପତି ତଥା ଏମଜିଏମ ମିନେରାଲ୍ସ ଲିମିଟେଡ଼ର ଚେୟାରମ୍ୟାନ ପଙ୍କଜଲୋଚନ ମହାନ୍ତି ମରଣାନ୍ତକ କରୋନା ଭୂତାଣୁ ବିରୋଧରେ ଓଡ଼ିଶାର ଲଢେଇ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି ।…