Latest Odisha News

BREAKING NEWS

Browsing Category

କ୍ରିକେଟ

ଭାରତକୁ ହରାଇ ବାଂଲାଦେଶ ଚାମ୍ପିୟନ : ବର୍ଷା କାଳ ହେଲା

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ଫାଇନାଲରେ ବାଂଲାଦେଶ ୩ ଉଇକେଟରେ ଭାରତକୁ ହରାଇ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି । ଭାରତ ପ୍ରଦତ ୧୭୮ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୧ ଓଭରରେ ୭ ଉଇକେଟ ହରାଇ ୧୬୩ ରନ କରିଥିବା ବେଳେ ବର୍ଷା ହୋଇଥିଲା । ବର୍ଷା ଛାଡିବା…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ବାଂଲାଦେଶ ସମ୍ମୁଖରେ ୧୭୮ ରନର ବିଜୟ ଲକ୍ଷ୍ୟ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ବାଂଲାଦେଶ ସମ୍ମୁଖରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି । ଟିମ୍ ଇଣ୍ଡିଆ ୪୭.୨ ଓଭରରେ ୧୭୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଯଶସ୍ୱୀ ଜୈସୱାଲଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ…

ନ୍ୟୁଜିଲାଣ୍ଡକୁ ୨୭୩ ରନରେ ଅଟକାଇଲା ଭାରତ; ଜିତିବା ଲକ୍ଷ୍ୟରେ କପ୍ତାନ କୋହଲୀ

ଅକଲ୍ୟାଣ୍ଡ: ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ଲାଗି ଆଜିର ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । କପ୍ତାନ ବିରାଟ କୋହଲୀ ଆଜି ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକି ଦଳ ଲାଗି ଠିକ୍ ସାବ୍ୟସ୍ତ ହୋଇଛି । ଆଜିର ମ୍ୟାଚରେ କିୱି ଦଳ ୩୫୦ରୁ…

ରଣଜୀ ମ୍ୟାଚ : ମହାରାଷ୍ଟ୍ର ନିକଟରୁ ଓଡିଶାର ଶୋଚନୀୟ ପରାଜୟ

ଭୁବନେଶ୍ୱର : ରଣଜୀ ଟ୍ରଫି କ୍ରିକେଟର ଗ୍ରୁପ ସି’ର ଏକ ମ୍ୟାଚରେ ଓଡିଶା ୧୦ ଉଇକେଟରେ ମହାରାଷ୍ଟ୍ର ନିକଟରୁ ପରାଜିତ ହୋଇଛି । ପୁଣେଠାରେ ଅନୁଷ୍ଠିତ ଏହି ମ୍ୟାଚରେ ମହାରାଷ୍ଟ୍ର ଦ୍ୱିତୀୟ ଇନିଂସରେ ଆବଶ୍ୟକ ବିଜୟ ଲକ୍ଷ୍ୟ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲା । ରାହୁଲ ତ୍ରିପାଠୀ…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ଭାରତ-ବାଂଲାଦେଶ ଫାଇନାଲ

ପୋଚେଫ୍ରୁଷ୍ଟ୍ରୁମ: ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୬ ଉଇକେଟରେ ହରାଇ ବାଂଲାଦେଶ ଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ପାକିସ୍ତାନ ପରାଜିତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ଭାରତକୁ ବାଂଲାଦେଶ ଭେଟିବ । ୯…

ଶତକ ହାସଲ କରିବା ପରେ ଟେଲର କାହିଁକି ଜିଭ କାଢ଼ନ୍ତି ଆସନ୍ତୁ ଜାଣିବା

ହାମିଲଟନ: ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ଶତକ ହାସଲ ପରେ ଖୁସି ମନାଇବା ଢ଼ଙ୍ଗ ଟିକେ ନିଆରା । ଅନ୍ୟମାନଙ୍କ ପରି ସେ ବ୍ୟାଟ ଟେକିଥିଲେ ମଧ୍ୟ ଜିଭ କାଢ଼ିବା ଭୁଲି ନ ଥାନ୍ତି । ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ଏହି ଘଟଣା ପିଲାବେଳୁ ମୋ ସହିତ ଜଡିତ ।…

କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ୧୬୯୧ କୋଟିରେ ପହଂଚିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ୧୬୯୧ କୋଟିରେ ପହଂଚିଛି । ଏଥିସହ କୋହଲି ଲଗାତାର ତୃତୀୟ ବର୍ଷ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଗତ ବର୍ଷ ତୁଳନାରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୩୯ ପ୍ରତିଶତ ବୃଦ୍ଧି ପାଇଛି । ମହେନ୍ଦ୍ର ସିଂ ଧୋନୀ,…

ପତ୍ନୀଙ୍କ ଶର୍ଟ ବଟନ ଲଗାଉଥିବା ଧୋନୀଙ୍କ ଫଟୋ ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସ୍ନେହ ଏବେ ପୁନର୍ବାର ଚର୍ଚ୍ଚାର କାରଣ ପାଲଟିଛି । ବନ୍ଧୁ ଓ ପରିବାରବର୍ଗଙ୍କ ସହ ଧୋନୀ ଏବେ ଛୁଟି କାଟୁଛନ୍ତି । କାହ୍ନା ନ୍ୟାଶନାଲ ପାର୍କରେ ସେମାନେ ବୁଲୁଥିବା ବେଳେ ଧୋନୀ ପତ୍ନୀ ସାକ୍ଷୀଙ୍କ…

ରସ୍ ଟେଲରଙ୍କ ବିସ୍ଫୋରକ ଶତକ; ଭାରତକୁ ୪ ୱିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

ହାମିଲଟନ: ଷ୍ଟାର୍ ବ୍ୟାଟ୍ସମ୍ୟାନ ରସ୍ ଟେଲରଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଆଜି ଅନୁଷ୍ଠିତ ହୋଇଥିବା ୧ମ ଦିନିକିଆ ମ୍ୟାଚରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି କିୱିଦଳ । Tough day at the office but we hope to come back strong next ODI ???? #TeamIndia #NZvIND…

ନ୍ୟୁଜିଲାଣ୍ଡ ସାମ୍ନାରେ ଟିମ୍ ଇଣ୍ଡିଆର ବିଶାଳ ସ୍କୋର୍‌; ଭାରତ – ୩୪୭/୪

ହାମିଲଟନ: ହାମିଲଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଆଜି କପ୍ତାନ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ କିୱି ଦଳ ସମ୍ମୁଖରେ ଏକ ବିଶାଳ ସ୍କୋର ଛିଡ଼ା କରିଛି । ଭାରତ ନିର୍ଦ୍ଦାରିତ ୫୦ ଓଭରରେ ୪ଟି ୱିକେଟ ହରାଇ କରିଛି ୩୪୭ ରନ । A…