Latest Odisha News

BREAKING NEWS

Browsing Category

କ୍ରିକେଟ

ଫେବୃୟାରୀ ୨୧ରୁ ମହିଳା ଟି୨୦ ବିଶ୍ୱକପ

ମେଲବୋର୍ନ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଫେବୃୟାରୀ ୨୧ରୁ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଏହା ଆୟୋଜିତ ହେବାକୁ ଯାଉଛି । ଫେବୃୟାରୀ ୨୧ରେ ଉଦଘାଟନୀ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ମାର୍ଚ୍ଚ ୮ରେ ମେଲବୋର୍ଣ୍ଣରେ ଖେଳାଯିବ ।…

ଆଇପିଏଲ ୨୦୨୦: ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନସ ଓ ଚେନ୍ନାଇ ସୁପର କିଙ୍ଗ

ମୁମ୍ବାଇ: ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ୨୦୨୦ ବର୍ଷର ଆଇପିଏଲ ମୁକାବିଲା । ଏହି ୧୩ ତମ ଆଇପିଏଲର ଉଦଘାଟନୀ ମ୍ୟାଚ ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଉଦଘାଟନୀ ମ୍ୟାଚରେ ପୂର୍ବ ବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ…

ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ସମ୍ମତି ଜଣାଇଛି । ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୪ ଟେଷ୍ଟ ମ୍ୟାଚ ଡିସେମ୍ବର-ଜାନୁୟାରୀ ମଧ୍ୟରେ ଖେଳିବ । ଏହି ଅବସରରେ ଗୋଟିଏ ଦିବା-ରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ ।…

ଆଇପିଏଲ କାର୍ଯ୍ୟସୂଚୀ ଘୋଷିତ: ଚାମ୍ପିୟନ ମୁମ୍ବାଇ-ଚେନ୍ନାଇ ମଧ୍ୟରେ ପ୍ରଥମ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୩ତମ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହା ୨୯ ମାର୍ଚ୍ଚରୁ ଆରମ୍ଭ ହେବ । ଫାଇନାଲ ମ୍ୟାଚ ୨୪ ମେରେ ଖେଳାଯିବ । ଉଦଘାଟନୀ ମୁକାବିଲାରେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଭେଟିବ ।  ଅନ୍ତିମ ଲିଗ୍ ମୁକାବିଲା ୧୭…

ଶୁଭ୍ରାଂଶୁଙ୍କ ଅପରାଜିତ ଶତକ: କ୍ୱାର୍ଟରରେ ଓଡିଶା

କଟକ: ଓଡିଶା-ଝାଡଖଣ୍ଡ ରଣଜୀ କ୍ରିକେଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଅନ୍ତିମ ଦିବସରେ ଓଡିଶାର ଶୁଭ୍ରାଂଶୁ ସେନାପତି (୧୦୦ଞ୍ଚ) ଓ ଦେବାଶୀଷ ସାମନ୍ତରାୟ ୬୪ଞ୍ଚ ରନ କରି ଅପରାଜିତ ରହିଛନ୍ତି । ଓଡିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ଏଥିସହ ଓଡିଶା ୯ ମ୍ୟାଚରୁ ୫ ବିଜୟ, ୨ ପରାଜୟ ଓ ୨…

ଓଡିଶା ବିପକ୍ଷରେ ସୁରଜଙ୍କ ଶତକ, ଝାଡଖଣ୍ଡ ୩୫୫/୯

କଟକ: ଓଡିଶା ବିପକ୍ଷ ଗ୍ରୁପ ସି’ ରଣଜୀ ଟ୍ରଫି ଏଲିଟ ଗ୍ରୁପ ମ୍ୟାଚରେ ସୁରଜ କୁମାରଙ୍କ ଶତକ ଯୋଗୁ ଝାଡଖଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତନ କରିବାରେ ସଫଳ ହୋଇଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୩୬ ରନ ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଝାଡଖଣ୍ଡ ୯ ଉଇକେଟ ବିନିମୟରେ ୩୫୫ ରନ କରିଛି ।…

ପ୍ରେମ ସପ୍ତାହରେ ଅଲଗା ହେଲେ : ମାଇକେଲ କ୍ଲାର୍କ-କାଇଲ

ବ୍ରିସବେନ୍‌:ଅଷ୍ଟ୍ରେଲିଆର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଓ ତାଙ୍କ ପତ୍ନୀ କାୟଲିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଉଭୟ ୨୦୧୨ରେ ବିବାହ କରିଥିଲେ । ସେମାନଙ୍କ ୪ ବର୍ଷର ଶିଶୁ କନ୍ୟା ରହିଛି । ତେବେ ପ୍ରେମ ସପ୍ତାହରେ ଏହି ବିଚ୍ଛେଦ ପ୍ରଶଂସକଙ୍କୁ ନିରାଶ କରିଛି ।…

ଦେବାଶୀଷଙ୍କ ଆକର୍ଷଣୀୟ ଶତକ: ଓଡିଶା ୪୩୬ରେ ଅଲଆଉଟ

କଟକ: ଗ୍ରୁପ ସି’ ରଣଜୀ ମ୍ୟାଚରେ ଦେବାଶୀଷ ସାମନ୍ତରାୟଙ୍କ ଆକର୍ଷଣୀୟ ଶତକ (୧୫୬) ସହାୟତାରେ ଓଡିଶା ଝାଡଖଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୩୬ ରନ କରି ଅଲଆଉଟ ହୋଇଯାଇଛି । ବିଳ୍ପବ ସାମନ୍ତରାୟ ୭୪ ଓ ଅନୁରାଙ୍ଗ ଷଡଙ୍ଗୀ ୬୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।…

ଆସନ୍ତୁ ଜାଣିବା କେଉଁଠାରେ ଖେଳାଗଲା କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ

କୀର୍ତିପୁର: ନେପାଳର କୀର୍ତିପୁରର ତ୍ରିଭୁବନ ବିଶ୍ୱବିଦ୍ୟାଳୟ ପଡିଆରେ ଅନ୍ତର୍ଜାତୀୟ କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ ଖେଳାଯାଇଛି । ମାତ୍ର ୧୭.୨ ଓଭରରେ ଖେଳ ଶେଷ ହେବା ସହ ବିଶ୍ୱରେକର୍ଡ ସ୍ଥାପନ ହୋଇଛି । ଆଇସିସି କ୍ରିକେଟ ବିଶ୍ୱକପ ଲିଗ୍‌-୨, ୨୦୧୯-୨୨ ପାଇଁ ନେପାଳ ଓ ଆମେରିକା…

ପାକିସ୍ତାନ କ୍ରିକେଟରଙ୍କ ଉପରେ ମହିଳାଙ୍କ ବ୍ଳାକମେଲିଂ ଅଭିଯୋଗ

ଲାହୋର: ପାକିସ୍ତାନ କ୍ରିକେଟ ଟିମର ସ୍ପିନ ବୋଲର ଶାଦାବ ଖାଁଙ୍କ ନାମରେ ଜଣେ ମହିଳା ବ୍ଲାକମେଲିଂ ଅଭିଯୋଗ ଆଣିଛନ୍ତି । ଦୁବାଇରେ ରହୁଥିବା ଅଶରୀନା ସୋଫିୟାଙ୍କ ମତରେ ମାର୍ଚ୍ଚ ୨୦୧୯ରୁ ଆମ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଇଥିଲା । ଏହା ପରେ ଉଭୟ ପରସ୍ପରର ନିକଟତର ହୋଇଥିଲୁ । ଗୁୟନା, ବାଂଲାଦେଶ…