Latest Odisha News

BREAKING NEWS

Browsing Category

କ୍ରିକେଟ

ବର୍ଷା ଯୋଗୁ ତୃତୀୟ ଦିନିକିଆ ବାତିଲ, ୧-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

କ୍ରାଇଷ୍ଟଚର୍ଚ୍ଚ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳା ଯାଇଥିବା ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଫଳରେ ନ୍ୟୁଜିଲାଣ୍ଡ ୧-୦ ଗୋଲରେ ସିରିଜ ବିଜୟୀ ହୋଇଛି । ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ କରି ୪୭.୩ ଓଭରରେ ୨୧୯ ରନ କରି ଅଲଆଉଟ ହୋଇ ଯାଇଥିଲା ।…

ମୁହାଁମୁହିଁ ହେଲେ ପାକିସ୍ତାନ କ୍ରିକେଟର ଦୁଇ ମହାନ ଖେଳାଳି

ଲାହୋର: ପାକିସ୍ତାନ କ୍ରିକେଟର ଦୁଇ ମହାନ ଖେଳାଳି ୱାସିମ ଆକ୍ରମ ଓ ସଲୀମ ମଲିକ ମୁହାଁମୁହିଁ ହୋଇଛନ୍ତି । ଆକ୍ରମ ନିଜ ଦେଶର ମଲିକଙ୍କ ବିରୋଧରେ କେତେକ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ୧୯୮୨ରେ ସଲିମ ଏବଂ ୧୯୮୪ରେ ଆକ୍ରମ ପାକିସ୍ତାନ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।…

ଆଇସିସି ବିଶ୍ୱକପ ୨୦୨୩: ଭାରତ ସମେତ ୭ ଟିମ କଲେ ସିଧାସଳଖ କ୍ୱାଲିଫାଇ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସିଧାସଳଖ ପ୍ରବେଶ କରିଥିବା ୭ଟିମର ନାମ ଘୋଷଣା କରିଛି । ଆୟୋଜକ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିଛନ୍ତି । ୧୨ ବର୍ଷ ପରେ…

ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ବାତିଲ

ହାମିଲଟନ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଭାରତ ୧୨.୫ ଓଭରରେ ୧ ୱିକେଟ ବିନିମୟରେ ୮୯ ରନ କରିଥିବା ବେଳେ ମ୍ୟାଚକୁ ବନ୍ଦ ରଖାଯାଇଥିଲା । ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ…

ଦିନିକିଆ କ୍ରିକେଟ ସିରିଜ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର କ୍ରମାଗତ ୫ମ ପରାଜୟ

ଅକଲାଣ୍ଡ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଟମ ଲାଥାମଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ୭ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ଘରୋଇ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି । ଦିନିକିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହା କ୍ରମାଗତ ୫ମ…

ଧାୱନଙ୍କ ନେତୃତ୍ୱରେ ଭାରତ ହାରିନି ଦିନିକିଆ କ୍ରିକେଟ ସିରିଜ

ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଶୁକ୍ରବାରଠାରୁ ଅକଲାଣ୍ଡରେ ହାରିବ । ଟି୨୦ ସିିରିଜ ଜିତିବା ପରେ ଭାରତର ନଜର ଏହା ଉପରେ ରହିଛି । ଭାରତର ଅଧିନାୟକ ଶିଖର ଧାୱନ ଦଳର ନେତୃତ୍ୱ ସୁଚାରରୁରୂପେ ତୁଲାଇ ଆସିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ…

ଜୁହୁରେ ଭଡା ରହିବେ ବିରୁଷ୍କା

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଜୁହୁରେ ଭଡା ଘରେ ରହିବେ । ରିପୋର୍ଟ ମୁତାବକ ବିରୁଷ୍କା ଜୁହୁରେ ଏକ ୧୬୫୦ ସ୍କ୍ୱାୟରଫୁଟ ଘରକୁ ପ୍ରତି ମାସ ପିଛା ୨.୭୬ ଲକ୍ଷ ଟଙ୍କା ଭଡା ଦେଇ ରହିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଘର…

ଅନ୍ତ ହେବ କି ପନ୍ତଙ୍କ ଟି୨୦ କ୍ୟାରିୟର ?

ନୂଆଦିଲ୍ଲୀ: ଅନ୍ତ ହୋଇଯିବ କି ରିଷଭ ପନ୍ତଙ୍କ ଟି୨୦ ଆନ୍ତର୍ଜାତୀୟ କ୍ୟାରିୟର । ବାରମ୍ବାର ଖରାପ ପ୍ରଦର୍ଶନ ଚୟନ କମିଟିର ଚିନ୍ତା ବଢ଼ାଉଛି । ଦଳର ଟ୍ରମ୍ପ କାର୍ଡ ଏବେ ଅଲୋଡା ହୋଇ ପଡିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ମଧ୍ୟ ପନ୍ତଙ୍କ ବ୍ୟାଟ ଚୁପ ରହିଥିଲା । ଆଇପିଏଲର ରାଜା…

ଯୁବରାଜଙ୍କୁ ନୋଟିସ ଜାରୀ କଲା ଗୋଆ ପର୍ଯ୍ୟଟନ ବିଭାଗ

ପାଣାଜୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏବେ ଅଡୁଆରେ ପଡିଛନ୍ତି । ଗୋଆ ପର୍ଯ୍ୟଟନ ବିଭାଗ ତାଙ୍କୁ ନୋଟିସ ଜାରୀ କରିଛି । ଯୁବି ପଞ୍ଜିକରଣ ନ କରି ତାଙ୍କ ଭିଲ୍ଲାକୁ ଅତିଥିଙ୍କୁ ଦେଉଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡିସେମ୍ବର ୮ ଦିନ…

ତୃତୀୟ ଟି୨୦ ବର୍ଷା ଯୋଗୁ ଟାଏ, ୧-୦ରେ ସିରିଜ ଜିତିଲା ଟିମ ଇଣ୍ଡିଆ

ନାପିୟର: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି୨୦ ବର୍ଷା ଯୋଗୁ ଅଧାରୁ ବାତିଲ ହୋଇଯାଇଛି । ଫଳରେ ଭାରତୀୟ କ୍ରିକେଟ ଟିମ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି । ଆଜି ଅନୁଷ୍ଠିତ ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଡେଭନ…