Latest Odisha News

BREAKING NEWS

Browsing Category

କ୍ରିକେଟ

ସନରାଇଜର୍ସ ହାଇଦ୍ରାବାଦର କୋଚ ହେଲେ ଲାରା

ମାଡ୍ରାସ: ଆଇପିଏଲ ୨୦୨୩ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ତାର କୋଚ ବଦଳାଇ ଦେଇଛି । ଟମ ମୁଡିଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜର ମହାନ ଖେଳାଳି ବ୍ରାଏନ ଲାରାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଡୀଙ୍କ ପ୍ରଶିକ୍ଷରେ ୨୦୨୨ରେ ହାଇଦ୍ରାବାଦର ପ୍ରଦର୍ଶନ ଅତ୍ୟନ୍ତ…

ଏସିଆ କପରୁ ଓହରିଲେ ଜାଡେଜା, ଦଳରେ ସାମିଲ ହେଲେ ଅକ୍ଷର

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ବାକି ତକ ମ୍ୟାଚରୁ ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓହରି ଯାଇଛନ୍ତି । ବିସିସିଆଇ ସେକେଟାରୀ ଜୟ ଶାହ ଏ ନେଇ ସୂଚନା ଦେଇଛନ୍ତି । ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ବଦଳ ଖେଳାଳି ଭାବେ ସାମିଲ କରାଯାଇଛି । ପାକିସ୍ତାନ ଓ ହଂକଂ ବିପକ୍ଷ ମ୍ୟାଚରେ…

ଯୁବରାଜଙ୍କ ପରି ୬ଟି ଛକା ମାରିବାକୁ ଚାହୁଁଥିଲି: ସୂର୍ଯ୍ୟକୁମାର

ୟୁଏଇ: ହଂକଂ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ଇନିଂସ ଏବେ ସମସ୍ତଙ୍କ ହୃଦୟ ଜିତିଛି। ସୋଶିଆଲ ମିଡିଆରେ ଏବେ ତାଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଚାଲିଛି। ପ୍ରଶଂସକ, ଭେଟେରାନ୍ ସମୀକ୍ଷକ, ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ସେ ଶେଷ ଓଭରରେ ବ୍ୟାଟିଂ କରିବାକୁ…

ହଂକଂକୁ ରାତିରେ ସୂର୍ଯ୍ୟ ଦେଖାଇଲେ ଯାଦବ

ଦୁବାଇ: ଚଳିତ ଏସିଆ କପ କ୍ରିକେଟରେ ବୁଧବାର ଅନୁଷ୍ଠିତ ହଂକଂ ବିପକ୍ଷ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରି ୧୯୩ ରନର ବିଜୟ ଲକ୍ଷ୍ୟ ପ୍ରଦାନ କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ହଂକଂକୁ ହତଚକିତ କରି ଦେଇଥିଲା । ସେ ମାତ୍ର ୨୬ ବଲରେ ୬…

ଭାରତର ଆଇସିସି ଟୁର୍ଣ୍ଣାମେଂଟ ପ୍ରସାରଣ ଅଧିକାର ହାତେଇଲା ଷ୍ଟାର ଟିଭି ନେଟୱର୍କ

ନୂଆଦିଲ୍ଲୀ: ୨୦୨୪ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଆଇସିସି ଟୁର୍ଣ୍ଣାମେଂଟର ଭାରତ ପାଇଁ ପ୍ରସାରଣ ଅଧିକାର ଷ୍ଟାର ଟିଭି ନେଟୱାର୍କ ହାତେଇଛି । ଏଥିରେ ପୁରୁଷ-ମହିଳା ଦିନିକିଆ, ଟି୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ମୁକାବିଲା ବି ସାମିଲ । କେତେ ଅର୍ଥରେ ଡିଜନୀ ଷ୍ଟାର ଏହି ରାଇଟ୍ସ…

ଖୁସି ଖବର : ଭାରତୀୟ ଫୁଟବଲ ସଂଘ ଉପରୁ ବାସନ୍ଦ ଉଠାଇଲା ଫିଫା

ଜ୍ୟୁରିକ: ଆନ୍ତର୍ଜାତୀୟ ଫୁଟବଲ ଫେଡେରେଶନ (ଫିଫା) ଆଜି ଭାରତୀୟ ଫୁଟବଲ ଆସୋସିଏଶନ ଉପରୁ ବାସନ୍ଦ ଉଠାଇ ଦେଇଛି । ଅକ୍ଟୋବରରେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ନେଇ ସୃଷ୍ଟି ହୋଇଥିବା ଆଶଙ୍କାର ବାଦଲ ମଧ୍ୟ ହଟିଛି । ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ…

ସଚିନଙ୍କୁ ପଛରେ ପକାଇ ନୂତନ କୀର୍ତିମାନ ସ୍ଥାପନ କଲେ ଆଣ୍ଡରସନ

ଲଣ୍ଡନ: ଇଂଲଣ୍ଡର ମହାନ ପେସ ବୋଲର ଜେମ୍ସ ଆଣ୍ଡରସନ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଘରୋଇ ପରିବେଶରେ ୧୦୦ ଟେଷ୍ଟ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ୭୨ କ୍ରିକେଟର ୧୦୦ରୁ…

ଦ୍ରାବିଡଙ୍କ ସ୍ଥାନରେ ଲକ୍ଷ୍ମଣ ହେବେ ମଧ୍ୟବର୍ତୀକାଳୀନ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟବର୍ତୀକାଳୀନ କୋଚ ଦାୟିତ୍ୱ ପ୍ରଦାନ କରିଛି । ପୂର୍ବରୁ ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ ହୋଇଥିଲେ । ଏସିଆ କପ କ୍ରିକେଟରେ ଦଳର ପ୍ରସ୍ତୁତିରେ ଯେପରି କୌଣସି ବାଧା ସୃଷ୍ଟି ହେବନି ସେ ନେଇ ବୋର୍ଡ…

କାମ୍ବଲୀଙ୍କୁ ଅଫର ହେଲା ଚାକିରୀ

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଷ୍ଟାର ଖେଳାଳି ବିନୋଦ କାମ୍ବଲୀ ଏବେ ନିକଟରେ ତାଙ୍କ ଆର୍ଥୀକ ଅବସ୍ଥା ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ । ସଚିନ ତେନ୍ଦୁଲକରଙ୍କ ଏହି ବାଲ୍ୟ ବନ୍ଧୁ ପରିବାର ଚଳାଇବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ ବୋଲି କହିଥିଲେ । ବିସିସିଆଇର ୩୦ ହଜାର…

ବିଶ୍ୱକପରେ ଭାରତକୁ ହଇରାଣ କରିଥିବା ପାକିସ୍ତାନୀ ବୋଲର ଶାହୀନ ଏସିଆ କପରୁ ଓହରିଲେ

ଲାହୋର: ଏସିଆ କପ କ୍ରିକେଟ ପୂର୍ବରୁ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦୀ ଆଘାତ ସମସ୍ୟା ଯୋଗୁ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପରୋକ୍ଷରେ ଟିମ ଇଣ୍ଡିଆ ପାଇଁ ଖୁସିର ଖବର କହିଲେ ଭୁଲ…