Latest Odisha News

BREAKING NEWS

Browsing Category

କ୍ରିକେଟ

ଦ୍ରାବିଡଙ୍କ ସ୍ଥାନରେ ଲକ୍ଷ୍ମଣ ହେବେ ମଧ୍ୟବର୍ତୀକାଳୀନ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟବର୍ତୀକାଳୀନ କୋଚ ଦାୟିତ୍ୱ ପ୍ରଦାନ କରିଛି । ପୂର୍ବରୁ ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ ହୋଇଥିଲେ । ଏସିଆ କପ କ୍ରିକେଟରେ ଦଳର ପ୍ରସ୍ତୁତିରେ ଯେପରି କୌଣସି ବାଧା ସୃଷ୍ଟି ହେବନି ସେ ନେଇ ବୋର୍ଡ…

କାମ୍ବଲୀଙ୍କୁ ଅଫର ହେଲା ଚାକିରୀ

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଷ୍ଟାର ଖେଳାଳି ବିନୋଦ କାମ୍ବଲୀ ଏବେ ନିକଟରେ ତାଙ୍କ ଆର୍ଥୀକ ଅବସ୍ଥା ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ । ସଚିନ ତେନ୍ଦୁଲକରଙ୍କ ଏହି ବାଲ୍ୟ ବନ୍ଧୁ ପରିବାର ଚଳାଇବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ ବୋଲି କହିଥିଲେ । ବିସିସିଆଇର ୩୦ ହଜାର…

ବିଶ୍ୱକପରେ ଭାରତକୁ ହଇରାଣ କରିଥିବା ପାକିସ୍ତାନୀ ବୋଲର ଶାହୀନ ଏସିଆ କପରୁ ଓହରିଲେ

ଲାହୋର: ଏସିଆ କପ କ୍ରିକେଟ ପୂର୍ବରୁ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦୀ ଆଘାତ ସମସ୍ୟା ଯୋଗୁ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପରୋକ୍ଷରେ ଟିମ ଇଣ୍ଡିଆ ପାଇଁ ଖୁସିର ଖବର କହିଲେ ଭୁଲ…

ଦ୍ୱିତୀୟ ଦିନିକିଆକୁ ୫ ୱିକେଟରେ ଜିତିଲା ଭାରତ: ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ

ହରାରେ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୫ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଅଗ୍ରଣୀ ରହି ଭାରତ ଆଗୁଆ ସିରିଜ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୮.୧ ଓଭରରେ ୧୬୧ ରନ କରି ଅଲଆଉଟ ହୋଇ…

ଲର୍ଡସରେ ଚକଦା ଏକ୍ସପ୍ରେସ ଖେଳିବେ ଶେଷ ଆନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ସିନିୟର ଖେଳାଳି ଝୁଲଣ ଗୋସ୍ୱାମୀ ତାଙ୍କ ଅବସର ନେଇ ଆଜି ଘୋଷଣା କରିଛନ୍ତି । ଚକଦା ଏକ୍ସପ୍ରେସ ଭାବେ ପରିଚିତ ଝୁଲଣ ଲର୍ଡସର ଐତିହାସିକ ଷ୍ଟାଡିୟମରେ କ୍ୟାରିୟର ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ ବୋଲି କହିଛନ୍ତି । ୨୪ ସେପ୍ଟମ୍ବରରେ ଏହି…

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ମହିଳା ଟିମ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ଶୁକ୍ରବାର ଭାରତୀୟ ମହିଳା କ୍ରିକେଟ ଟିମର ଘୋଷଣା କରାଯାଇଛି । ହରମନପ୍ରୀତ ଉଭୟ ଦିନିକିଆ ଏବଂ ଟି୨୦ରେ ଦଳର ନେତୃତ୍ୱ ନେବେ ଏବଂ ସ୍ମୃତି ମାନ୍ଧନା ତାଙ୍କ ଡେପୁଟି ରହିବେ । ସିନିୟର ପେସ ବୋଲର ଝୁଲଣ ଗୋସ୍ୱାମୀ ଆଘାତ ସମସ୍ୟା…

ବିସିସିଆଇ ଅମ୍ପାୟର ପରୀକ୍ଷା: ୧୪୦ରୁ ମାତ୍ର ୩ ପାସ

ମୁମ୍ବାଇ: ଅମ୍ପାୟର ହେବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦ୍ୱାରା ଆୟୋଜିତ ପରୀକ୍ଷାର ଫଳ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ୧୪୦ ଜଣଙ୍କ ମଧ୍ୟରୁ ୩ଜଣ ପାସ ହୋଇଛନ୍ତି । ଅବଶ୍ୟ ଏଥର ବିସିସିଆଇର ପ୍ରଶ୍ନ କଠିନ ଥିଲା । ୨୦୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ୧୦୦ ଅଙ୍କ,…

ଧାୱନ, ଶୁଭମନଙ୍କ ଅପରାଜିତ ଅର୍ଦ୍ଧଶତକ: ଭାରତ ୧୦ ୱିକେଟରେ ବିଜୟୀ

ହରାରେ: ବୋଲିଂ ପରେ ବ୍ୟାଟିଂରେ ଭାରତୀୟ ଖେଳାଳି ପ୍ରଭାବୀ ପ୍ରଦର୍ଶନ କରି ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୦ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ଶିଖର ଧାୱନ ଓ ଶୁଭମନ ଗିଲ ଅର୍ଦ୍ଧଶତକ ହାସଲ କରିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ମ୍ୟାଚକୁ ଏକତରଫା…

ଧନଶ୍ରୀ ହଟାଇଲେ ଚହଲ ଟାଇଟଲ, ୟୁଜଭେନ୍ଦ୍ର ଲେଖିଲେ ନ୍ୟୁ ଲାଇଫ ଲୋଡିଂ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ସ୍ପିନର ୟୁଜଭେନ୍ଦ୍ର ଚହଲ ଓ ପତ୍ନୀ ଧନଶ୍ରୀ ବର୍ମାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଏବେ ସୋସିଆଲ ମିଡିଆରେ ୟୁଜର୍ସଘଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । କେତେକ ଏହାକୁ ଉଭୟଙ୍କ ସମ୍ପର୍କ ଭଲ ନ ଥିବା ସହ ଯୋଡୁଥିବା ବେଳେ ଅନ୍ୟମାନେ କିଛି ପବ୍ଲିସିଟି ଷ୍ଟଂଟ…

ପଣ୍ଡିତ ହେଲେ କେକେଆର କୋଚ

କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ କୋଲକାତା ନାଇଟ ରାଇଡର୍ସ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରିଛି । ବ୍ରେଣ୍ଡନ ମ୍ୟାକକୁଲାମଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ପଣ୍ଡିତଙ୍କ କୋଚିଂ ବଳରେ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି…