Latest Odisha News

BREAKING NEWS

Browsing Category

କ୍ରିକେଟ

କେଉଁ କ୍ରିକେଟର କହିଲେ ଶାସ୍ତ୍ରୀ ପରାଜୟକୁ ସହ୍ୟ କରିପାରନ୍ତି ନାହିଁ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସିନିୟର ୱିକେଟ କିପର ଦୀନେଶ କାର୍ତିକ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କୁ ନେଇ ଚାଂଚଲ୍ୟକର ବୟାନ ଦେଇଛନ୍ତି । କାର୍ତିକ କହିଛନ୍ତି ଶାସ୍ତ୍ରୀ ବିଫଳତାକୁ ସହଜରେ ହଜମ କରିପାରନ୍ତି ନାହିଁ । ଅବଶ୍ୟ ସେ ଖେଳାଳିମାନଙ୍କୁ ଭଲ ଖେଳିବା ପାଇଁ…

୨୦୨୩ରୁ ୨୭ ପର୍ଯ୍ୟନ୍ତ ଆଇସିସି ଜାରୀ କଲା ଏଫଟିପି : ୫ ବର୍ଷରେ ଖେଳାଯିବ ୭୭୭ ମ୍ୟାଚ

ନୂଆଦିଲ୍ଲୀ: ଆର୍ନ୍ତାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୩ରୁ ୨୭ ପର୍ଯ୍ୟନ୍ତ ଫ୍ୟୁଚର୍ସ ଟୁରସ ପ୍ରୋଗ୍ରାମ ଜାରୀ କରିଛି । ଏହି ୫ ବର୍ଷ ମଧ୍ୟରେ ଆଇସିସିର ୧୨ ଫୁଲ ମେମ୍ବର୍ସ ଓଭରାଲ ୭୭୭ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଏଥିରେ ୧୭୩ ଟେଷ୍ଟ, ୨୮୧ ଦିନିକିଆ ଓ ୩୨୩ ଟି୨୦ ମ୍ୟାଚ ସାମିଲ ।…

ପରିବାର ଭରଣ ପୋଷଣ ପାଇଁ ହାତ ଯୋଡି କାମ ମାଗୁଛନ୍ତି ଭାରତର ଏହି ପୂର୍ବତନ କ୍ରିକେଟର

ମୁମ୍ବାଇ: ପରିବାର ଭରଣ ପୋଷଣ ପାଇଁ ଭାରତର ଜଣେ ପୂର୍ବତନ କ୍ରିକେଟର ଗଣମାଧ୍ୟମ ସମ୍ମୁଖରେ ହାତଯୋଡି କାମ ମାଗୁଥିବା ଦେଖିବାକୁ ମିଳୁଛି । ଏହି କ୍ରିକେଟରଜଣଙ୍କ ହେଲେ ବିନୋଦ କାମ୍ବଲୀ । ସ୍କୁଲ କ୍ରିକେଟରୁ ସଚିନ ତେନ୍ଦୁଲକରଙ୍କ ସାଥୀ ହୋଇ କୀର୍ତିମାନ ସ୍ଥାପନ କରିଥିବା କାମ୍ବଲି ଆନ୍ତର୍ଜାତୀୟ…

ୱାଶିଂଟନଙ୍କ ସ୍ଥାନରେ ଟିମ ଇଣ୍ଡିଆରେ ସାମିଲ ହେଲେ ଶାହବାଜ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯାଇଛି । ଆଘାତ ସମସ୍ୟା ଯୋଗୁ ୱାଶିଂଟନ ଦଳରୁ ଓହରି ଯାଇଛନ୍ତି । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଶାହାବାଜ ଚମତ୍କାର…

କ୍ରିକେଟ କମେଂଟ୍ରିକୁ ଅଲବିଦା କହିଲେ ଇଆନ ଚ୍ୟାପେଲ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚ୍ୟାପେଲ ଆଜି କ୍ରିକେଟ କମେଂଟ୍ରିକୁ ଅଲବିଦା କହିଛନ୍ତି । ୪୫ ବର୍ଷ ଧରି ସେ କମେଂଟ୍ରି କରି ଆସୁଥିଲେ । ରିଚି ବେନୋ, ବିଲ ଲରୀ ଓ ଟୋନୀ ଗ୍ରେଗଙ୍କୁ ନେଇ ସେ ଏକ ଟିମ ଗଠନ କରିଥିଲା । ଯାହାଙ୍କ କମେଂଟ୍ରି କ୍ରିକେଟପ୍ରେମୀଙ୍କୁ ବେଶ ପସନ୍ଦ…

ରସ ଟେଲରଙ୍କୁ ଚାପୁଡା ମାରିଥିଲେ ରାଜସ୍ଥାନ ରୟାଲ୍ସର ମାଲିକ

ହାମିଲଟନ: ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ ରସ ଟେଲର ତାଙ୍କ ପୁସ୍ତକ ମାଧ୍ୟମରେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଆଇପିଏଲରେ ଗୋଟିଏ ମ୍ୟାଚରେ ଶୂନରେ ଆଉଟ ହୋଇ ଆସିବା ପରେ ରାଜସ୍ଥାନ ରୟାଲ୍ସର ଜଣେ ମାଲିକ ମୋତେ ଚାପୁଡା ମାରିଥିଲେ । ଟେଲର ତାଙ୍କ ଆତ୍ମଜୀବନୀ ବ୍ଲାକ…

ମୁମ୍ବାଇ ଛାଡି ଗୋଆରୁ ଖେଳିବେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଆଗକୁ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟ ଖେଳିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ଅର୍ଜୁନ ମୁମ୍ବାଇ ବଦଳରେ ଗୋଅ ପକ୍ଷରୁ ଖେଳିବେ ବୋଲି ଜଣାପଡିଛି । ମୁମ୍ବାଇ କ୍ରିକେଟ ଆସୋସିଏଶନ ନିକଟରୁ ଏଥିନେଇ ସେ ଏନଓସି ମାଗିଛନ୍ତି ।…

କ୍ରିକେଟର ଲୋକପ୍ରିୟ ଅମ୍ପାୟର ରୁଡି କର୍ଟଜନଙ୍କ ପରଲୋକ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟ ଅମ୍ପାୟର ରୁଡି କର୍ଟଜନଙ୍କ ଆଜି ପରଲୋକ ହୋଇଯାଇଛି । ୭୩ ବର୍ଷୀୟ ରୁଡିଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ପୁଅ ଏ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଥିଲେ । ରୁଡିଙ୍କ ସମେତ ଅନ୍ୟ ୩ଜଣଙ୍କର ମଧ୍ୟ ଏହି ମର୍ମନ୍ତୁଦ…

ଏସିଆ କପ ପାଇଁ ଭାରତୀୟ ଟିମ ଘୋଷିତ: କୋହଲି, ରାହୁଲ ଫେରିଲେ

ନୂଆଦିଲ୍ଲୀ: ଆଗାମୀ ଏସିଆ କପ କ୍ରିକେଟ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ନେତୃତ୍ୱାଧିନ ଟିମରେ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ କେଏଲ ରାହୁଲ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଅପରପକ୍ଷରେ ସ୍ପିଡଷ୍ଟର ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଦଳରୁ ବାଦ…

ଆଘାତ ସମସ୍ୟା ଯୋଗୁ ଏସିଆ କପରୁ ଓହରିଲେ ବୁମରାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଆଗାମୀ ଏସିଆ କପରୁ ଓହରି ଯାଇଛନ୍ତି । ସେ ପିଠି ଆଘାତ ସମସ୍ୟାରେ ପଡିଛନ୍ତି ଏବଂ ଏହା ଭଲ ହେବାକୁ କିଛି ଦିନ ସମୟ ଲାଗିବ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଓହରିବା କଥା ଘୋଷଣା କରାଯାଇ ନ ଥିଲେ…