Latest Odisha News

BREAKING NEWS

Browsing Category

କ୍ରିକେଟ

ବୁମରାହଙ୍କ ୧୯ରେ ୬, ଇଂଲଣ୍ଡ ୧୧୦ରେ ଅଲଆଉଟ

ଲଣ୍ଡନ: ଯଶପ୍ରୀତ ବୁମରାହଙ୍କ କ୍ୟାରିୟରର ଶ୍ରେଷ୍ଠ ଦିନିକିଆ ବୋଲିଂ ପ୍ରଦର୍ଶନ ବଳରେ ଭାରତ ଏଠାରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡକୁ ମାତ୍ର ୨୫.୨ ଓଭରରେ ୧୧୦ ରନରେ ଅଲଆଉଟ କରିଦେଇଛି । ବୁମରାହ ମାତ୍ର ୯ରନରେ ୬ୱିକେଟ ହାସଲ କରି ବିପକ୍ଷ ଦଳର ବ୍ୟାଟିଂ…

ବିଶ୍ରାମ ନେବା ନେଇ ସିନିୟର୍ସ କ୍ରିକେଟରଙ୍କ ଉପରେ ରାଗିଲେ ଗାଭାସ୍କର

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର ବିଶ୍ରାମ ନେବା ନେଇ ଆଜି ଟିମ ଇଣ୍ଡିଆର ସିନିୟର୍ସ ଖେଳାଳିଙ୍କ ଉପରେ ବିରକ୍ତ ହୋଇଛନ୍ତି । ସେ କହିଛନ୍ତି ଆଇପିଏଲ ଖେଳିଲା ବେଳେ ବିଶ୍ରାମ ନେଉନ ତାହାହେଲେ ଦେଶ ପକ୍ଷରୁ ଖେଳିଲା ବେଳେ କାହିଁକି ନେଉଛ ବୋଲି ପ୍ରଶ୍ନ କରିଥିଲେ ।…

ଟି୨୦ ବିଶ୍ୱକପ ପ୍ରୋମୋ ଭିଡିଓରେ ନୂଆ ଅବତାରରେ ପନ୍ତ

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥିନେଇ ଏହାର ଏକ ପ୍ରୋମୋ ଭିଡିଓ ଆଇସିସି ଇନଷ୍ଟାଗ୍ରାମରେ ଶେୟାର କରିଛି । ପ୍ରୋମୋରେ ଭାରତର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ନୂତନ ଅବତାରରେ ଦେଖିବାକୁ ମିଳୁଛି । ସେ ସମୁଦ୍ର ମଧ୍ୟରୁ ବ୍ୟାଟ ଧରି ବାହାରକୁ…

ଇଂଲଣ୍ଡ ବିପକ୍ଷରେ ଭାରତର କ୍ରମାଗତ ୪ର୍ଥ ଟି୨୦ ସିରିଜ ବିଜୟ, ରୋହିତଙ୍କ ବିଶ୍ୱରେକର୍ଡ

ବର୍ମିଂହାମ:ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୪୯ ରନରେ ଇଂଲଣ୍ଡକୁ ପରାସ୍ତ କରି ଆଗୁଆ ସିରିଜ ଜିତି ନେଇଛି । ୩ମ୍ୟାଚ ବିଶିଷ୍ଟ ମୁକାବିଲାରେ ଆଉ ଗୋଟିଏ ମ୍ୟାଚ ବାକିଥିବା ବେଳେ ଟିମ ଇଣ୍ଡିଆ ୨-୦ରେ ଅଗ୍ରଣୀ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ…

ସଙ୍କଟରେ କୋହଲିଙ୍କ କ୍ୟାରିୟର, ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ଶେଷ ସୁଯୋଗ !

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କ୍ରିକେଟ କ୍ୟାରିୟର ଏବେ ସଙ୍କଟରେ । ବାରମ୍ବାର ବିଫଳତା ଏବଂ ଦୁର୍ଭାଗ୍ୟ ଯୋଗୁ ଚୟନକମିଟି ମଧ୍ୟ ତାଙ୍କ ନେଇ ଧୈର୍ଯ୍ୟହରା ହୋଇ ପଡିଲେଣି । ଇଂଲଣ୍ଡ ବିପକ୍ଷରେ ଶୋଚନୀୟ ଭାବେ ଟେଷ୍ଟ ମ୍ୟାଚ ହାରିବା ତାଙ୍କୁ ବେଶୀ ବିପଦକୁ ଠେଲି…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ସିନିୟରଙ୍କୁ ବିଶ୍ରାମ

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ କରାଯାଇଛି । ଦଳର ୩ ପ୍ରମୁଖ ଖେଳାଳି ନିୟମିତ ଅଧିନାୟକ ରୋହିତ ଶର୍ମା,…

ଟିମ ଇଣ୍ଡିଆର ୱେଷ୍ଟଇଣ୍ଡିଜ ଗସ୍ତ:ସିନିୟର ଖେଳାଳିଙ୍କୁ ଦିଆଯିବ ବିଶ୍ରାମ !

ମୁମ୍ବାଇ: ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବା ପରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ଏହି ଗସ୍ତରେ ଭାରତୀୟ କ୍ରିକେଟ ଦଳ ୩ ଦିନିକିଆ ଓ ୫ ଟି୨୦ ମ୍ୟାଚ ଖେଳିବ । ରିପୋର୍ଟ ମୁତାବକ ଏହି ଗସ୍ତରେ ଭାରତର ଦୁଇ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯିବ । ଏହା ସ୍ପଷ୍ଟ କରାଯାଇ ନ ଥିଲେ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଭାରତର ଅବନ୍ନତି, ଫାଇନାଲ ପ୍ରବେଶ ଆଶା କ୍ଷୀଣ

ମୁମ୍ବାଇ: ଇଂଲଣ୍ଡ ନିକଟରୁ ୫ମ ଟେଷ୍ଟରେ ଭାରତ ପରାଜିତ ହେବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ପରାଜୟ ଯୋଗୁ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ୪ର୍ଥ ସ୍ଥାନକୁ ଖସି ଆସିଛି । ଫଳରେ ଭାରତର ଫାଇନାଲ ପ୍ରବେଶ ଆଶା କ୍ଷୀଣ ରହିଛି । ଅପରପକ୍ଷରେ ପାକିସ୍ତାନ ତୃତୀୟ ସ୍ଥାନକୁ…

୧୫ ବର୍ଷ ପରେ ଇଂଲଣ୍ଡରେ ଭାରତର ଟେଷ୍ଟ ସିରିଜ ଜିତିବା ସ୍ୱପ୍ନ ଧୂଳିସାତ

ବର୍ମିଂହାମ: ୧୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତୀୟ କ୍ରିକେଟ ଦଳର ଟେଷ୍ଟ ସିରିଜ ଜିତିବା ଆଶା ଧଳିସାତ ହୋଇଛି । ଏଠାରେ ଅନୁଷ୍ଠିତ ୫ମ ଟେଷ୍ଟରେ ଭାରତ ବିପକ୍ଷରେ ଇଂଲଣ୍ଡ ଐତିହାସିକ ବିଜୟ ହାସଲ କରିଛି । ୩୭୮ ରନର ବଡ ଟାର୍ଗେଟକୁ ଘରୋଇ ଦଳ ମାତ୍ର ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଜୋ…

ଇଂଲଣ୍ଡକୁ ୩୭୮ ରନର ଟାର୍ଗେଟ ଦେଲା ଭାରତ

ବର୍ମିଂହାମ: ଚଳିତ ୫ମ ଟେଷ୍ଟର ୪ର୍ଥ ଦିବସରେ ଭାରତ ୩୭୮ ରନର ଟାର୍ଗେଟ ଇଂଲଣ୍ଡ ସମ୍ମୁଖରେ ରଖିଛି । ପ୍ରଥମ ଇନିଂସରେ ୧୪୬ ରନର ଇନିଂସ ଖେଳିଥିବା ରିଷଭ ପନ୍ତ ଦ୍ୱିତୀୟ ଇନିଂସରେ ଆକର୍ଷଣୀୟ ୫୭ ରନ ସଂଗ୍ରହ କରିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୦ମ ଅର୍ଦ୍ଧ ଶତକ ଥିଲା । ଅନ୍ୟମାନଙ୍କ…