Latest Odisha News

BREAKING NEWS

Browsing Category

କ୍ରିକେଟ

ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ବଡ ସ୍କୋର କଲା ଇଂଲଣ୍ଡ

ଲଣ୍ଡନ: ନେଦରଲାଣ୍ଡ ବିପକ୍ଷରେ ଆଜି ଇଂଲଣ୍ଡ କ୍ରିକେଟ ଦଳ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଇଂଲଣ୍ଡ ୪ ୱିକେଟ ବିନିମୟରେ ୪୯୮ ରନ କରି ଆନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ବଡ ସ୍କୋର କରିବା ଗୌରବ ଅର୍ଜନ କରିଛି । ଫିଲ ସାଲ୍ଟ (୧୨୨), ଡେଭିଡ ମଲାନ (୧୨୫) ଓ ଜୋସ ବଟଲର ୧୬୨ ରନର ଇନିଂସ…

କୋହଲି, ବାବର ଗୋଟିଏ ଟିମରୁ ଖେଳିବେ !

ମୁମ୍ବାଇ: ବିରାଟ କୋହଲି ଓ ବାବର ଆଜାମ ଗୋଟିଏ ଟିମ ପକ୍ଷରୁ ଖେଳିବେ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ୨୦୨୩ରେ ଏସିଆ ଓ ଆଫ୍ରିକା ଏକାଦଶ ମଧ୍ୟରେ ଏକା ମ୍ୟାଚ ଖେଳାଯିବା ନେଇ ଯୋଜନା ଚାଲିଛି । ଭାରତ ଓ ପାକିସ୍ତାନର ଏହି ଦୁଇ ଷ୍ଟାର ଖେଳାଳି ଏସିଆ ଏକାଦଶ ପକ୍ଷରୁ ପ୍ରତିନିଧିତ୍ୱ କରିବେ ।…

ଗୋଟିଏ ବର୍ଷ ମଧ୍ୟରେ ଟିମ ଇଣ୍ଡିଆକୁ ମିଳିଲାଣି ୬ ଅଧିନାୟକ

ମୁମ୍ବାଇ: ବିସିସିଆଇ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରିଛି । ସେ ଟି୨୦ରେ ଭାରତର ଓଭରାଲ ୯ମ ଅଧିନାୟକ ହେବେ । ତେବେ ଜୁନ ୨୧ରୁ ଏ ପର୍ଯ୍ୟନ୍ତ ଗୋଟିଏ ବର୍ଷ ମଧ୍ୟରେ ଟିମ ଇଣ୍ଡିଆକୁ ୬ଜଣ ଅଧିନାୟକ ମିଳି ସାରିଲେଣି…

ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ହାର୍ଦ୍ଦିକ ଅଧିନାୟକ

ମୁମ୍ବାଇ: ଆୟର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା । ବୁଧବାର ବିସିସିଆଇ ଚୟନ କମିଟି ୧୭ ଜଣିଆ ଭାରତୀୟ ଦଳର ଘୋଷଣା କରିଥିଲା । ଭୁବନେଶ୍ୱର କୁମାରଙ୍କ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ନିକଟରେ ଶେଷ ହୋଇଥିବା ଆଇପିଏଲରେ…

ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଅଧିନାୟକ ହେବେ ହାର୍ଦ୍ଦିକ !

ମୁମ୍ବାଇ: ଆଗାମୀ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯିବା ନେଇ ଆଲୋଚନା ଚାଲିଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ଆଘାତ ସମସ୍ୟାରେ ପଡିଥିବା ଉପ ଅଧିନାୟକ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ବକେୟା ଏଜବେଷ୍ଟନ ଟେଷ୍ଟରେ…

ଚହଲ ଏବଂ ପଟେଲଙ୍କ ଦମଦାର ବୋଲିଂ, ବିଶାଖପାଟଣାରେ ବାଜି ମାରିଲା ଭାରତ

ଅମରାବତୀ: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଛି । ବିଶାଖପାଟଣାରେ ଖେଳାଯାଉଥିବା ଏହି ମ୍ୟାଚକୁ ଭାରତ ୪୮ ରନରେ ବିଜୟ ହାସଲ କରିଛି। ପୂର୍ବରୁ ଦିଲ୍ଲୀ ଏବଂ ବାରବାଟୀରେ ଦକ୍ଷିଣ ଆଫ୍ରିକା ଘରୋଇ ଟିମ୍ ବିପକ୍ଷରେ ବିଜୟୀ ହୋଇ ୨-୦ରେ ଅଗ୍ରଣୀ ଥିଲା। ଏବେ ୫ଟି…

୪୮,୩୯୦.୫୨ କୋଟି ଟଙ୍କାରେ ନିଲାମ ହେଲା ଆଇପିଏଲ ମିଡିଆ ରାଇଟ୍ସ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ୫ ବର୍ଷ ପାଇଁ ମିଡିଆ ରାଇଟ୍ସ ନିଲାମ ହୋଇଛି । ୨୦୨୩ରୁ ୨୭ ପର୍ଯ୍ୟନ୍ତ ଏହି ନିଲାମୀରେ ବିସିସିଆଇକୁ ମିଳିଛି ୪୮,୩୯୦.୫୨ କୋଟି ଟଙ୍କା । ଡିଜନୀ ଷ୍ଟାର ଭାରତୀୟ ମହାଦ୍ୱୀପର ଟିଭି ରାଇଟ୍ସ ବାବାଦକୁ ୨୩,୫୭୫ କୋଟି ଟଙ୍କା ଦେବ । ଭାୟକମ ୧୮ ଡିଜିଟାଲ…

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି: ବଢ଼ିଲା ପୂର୍ବତନ ଖେଳାଳିଙ୍କ ପେନସନ

ମୁମ୍ବାଇ: କ୍ରିକେଟରୁ ଅବସର ଘୋଷଣା କରି ସାରିଥିବା ଖେଳାଳିମାନଙ୍କ ପାଇଁ ବିସିସିଆଇ ବଡ ଘୋଷଣା କରିଛି । ଏହି ପୂର୍ବତନ ଖେଳାଳିଙ୍କ ପେନସନ ୧୦୦ ପ୍ରତିଶତ ବୃଦ୍ଧି କରାଯାଇଥିବା ବିସିିସିଆଇ ସେକ୍ରେଟାରୀ ଜୟ ଶାହା ଟୁଇଟ କରିଛନ୍ତି । ଏହା ଦ୍ୱାରା ୯୦୦ ମହିଳା ଓ ପୁରୁଷ କ୍ରିକେଟର ଏବଂ ମ୍ୟାଚ…

କଟକରେ ଭୁବନେଶ୍ୱରଙ୍କ କମାଲ ସତ୍ୱେ ହାରିଲା ଟିମ ଇଣ୍ଡିଆ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪ ୱିକେଟରେ ଭାରତକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଦତ ୧୪୯ ରନର ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଦଳ ୧୮.୨ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା ।…

ଆଇପିଏଲ ମିଡିଆ ରାଇଟ୍ସ ନିଲାମ: ପ୍ରଥମ ଦିବସରେ ୪୩ ହଜାର ୫୦କୋଟି ପର୍ଯ୍ୟନ୍ତ ଗଲା ଡାକରା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ରୁ ୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ନିଲାମ ପ୍ରକ୍ରିୟା ରବିବାର ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସ ନିଲାମପ୍ରକ୍ରିୟା ଡାକରା ୪୩ ହଜାର ୫୦କୋଟି ଟଙ୍କାରେ ପଂହଚିଛି । ନିଲାମରେ ଜିତ ହାସଲ କରିବା ପାଇଁ ବିଭିନ୍ନ କମ୍ପାନୀ ମଧ୍ୟରେ ତୀବ୍ର…