Latest Odisha News

BREAKING NEWS

Browsing Category

କ୍ରିକେଟ

ଦିଲ୍ଲୀ କ୍ୟାପିଟାଲ୍ସର ନେଟ ବୋଲର କରୋନା ପଜିଟିଭ

ମୁମ୍ବାଇ: ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ କରୋନା ତାର ପାଦ ଥାପିଛି । ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ନେଟ ବୋଲର କରୋନା ପଜିଟିଭ ହୋଇଥିବା ଜଣାପଡିଛି । ଆଜି ଦିଲ୍ଲୀର ମ୍ୟାଚ ଥିଲେ ମଧ୍ୟ ଏଥିରେ କିଛି ବାଧା ଉପୁଜିବ ନାହିଁ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି । ପୂର୍ବରୁ ଦିଲ୍ଲୀ ଟିମର…

ଇଂଲଣ୍ଡ ଗସ୍ତ ପରେ ଟିମ ଇଣ୍ଡିଆ ଯିବ ୱେଷ୍ଟଇଣ୍ଡିଜ : ୨୦ ଦିନରେ ଖେଳାଯିବ ୩ ଦିନିକିଆ, ୫ଟି୨୦

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ପରେ ଭାରତୀୟ କ୍ରିକେଟ ଟିମ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଜୁନରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା । ଏହା ପରେ ଟିମ ଇଣ୍ଡିଆ ୧ ଜୁଲାଇରୁ ୧୭ ପର୍ଯ୍ୟନ୍ତ ଇଂଲଣ୍ଡ ଯିବ । ଏହା ସମାପ୍ତ ହେଉ ହେଉ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ସେଠାରେ…

ପଞ୍ଜାବକୁ ହରାଇଲା ରାଜସ୍ଥାନ

ମୁମ୍ବାଇ: ଚଳିତ ଆଇପିଏଲରେ ଶନିବାର ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୬ ୱିକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୫ ୱିକେଟ ହରାଇ ୧୮୯ ରନ କରିଥିଲା । ଜନୀ ବେୟାରଷ୍ଟୋ ୫୬ ଓ ଜିତେଶ ଶର୍ମା ୩୮ ରନ କରିଥିଲେ ।…

ଆଇପିଏଲ ୨୦୨୨: ମହଙ୍ଗା ପଡିଲା ଏହି ଖେଳାଳିମାନଙ୍କୁ ରିଟେନ କରିବା

ମୁମ୍ବାଇ: ଆଇପିଏଲ ୨୦୨୨ରେ କେତେକ ଖେଳାଳିଙ୍କୁ ରିଟେନ କରିବା ଫ୍ରାଚାଂଇଜରମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଯଦି ଟଙ୍କା ଏବଂ ରନ ହିସାବକୁ ନିଆଯାଏ ତାହାହେଲ ରୋହିତ ଶର୍ମାଙ୍କ ୧ରନର ମୂଲ୍ୟ ୧୦ ଲକ୍ଷ ଏବଂ ବିରାଟ କୋହଲିଙ୍କ ୮ଲକ୍ଷ ଟଙ୍କା ହେବ । ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ…

ସରକାରଙ୍କୁ ଜମି ଫେରାଇଲେ ଗାଭାସ୍କର

ମୁମ୍ବାଇ: ୩୩ ବର୍ଷ ହେବ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କ୍ରିକେଟ ଏକାଡେମୀ ପ୍ରସ୍ତୁତ ନ କରି ପାରିବାରୁ ଶେଷରେ ଜମି ସରକାରଙ୍କୁ ଫେରାଇବାକୁ ବାଧ୍ୟ ହୋଇଛନ୍ତି । ଗତ ବର୍ଷ ମହାରାଷ୍ଟ୍ର ଗୃହମନ୍ତ୍ରୀ ଜିତେନ୍ଦ୍ର ଆୱାଡ ଏହି ପ୍ଲଟ ବ୍ୟବହାର ହୋଇ ନ ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।…

ବୋରିୟା ମଜମୁଦାରଙ୍କୁ ବାସନ୍ଦ କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଜି ପତ୍ରକାର ତଥା ବାୟୋଗ୍ରାଫି ରାଇଟର ବୋରିୟା ମଜମୁଦାରଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି । ସାକ୍ଷାତକାର ନେବା ଆଳରେ ସେ ୱିକେଟକିପର ରିଦ୍ଧିମାନ ଶାହାଙ୍କୁ ଧମକାଇଥିଲେ । ରିଦ୍ଧିମାନ ନାମ ପ୍ରକାଶ କରି ନ ଥିଲେ ମଧ୍ୟ ଏହି ଘଟଣା ସୋସିଆଲ…

ଆଇପିଏଲ ପ୍ଲେ ଅଫ, ମହିଳା ଟି୨୦ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଆଇପିଏଲ ୧୫ତମ ସିଜନର ପ୍ଲେ ଅଫ ମୁକାବିଲା ଏଥର ଅହମ୍ମଦାବାଦ ଓ କୋଲକାତାରେ ଖେଳାଯିବ । ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ସେହିପରି ମହିଳା ଟି୨୦ ଚ୍ୟାଲେଞ୍ଜ ପୁଣେରେ ଆୟୋଜିତ ହେବ । ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏକ ସାକ୍ଷାତକାରରେ ଏ ନେଇ ସୂଚନା…

କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବେ ଶାହାରୁଖ

ଲସ ଆଞ୍ଜେଲ୍ସ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ରବିବାର ନୂତନ ଘୋଷଣା କରିଛନ୍ତି । ଆମେରିକାର ଲସ ଆଞ୍ଜେଲ୍ସରେ ସେ ଏକ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଅଂଟା ଭିଡିଛନ୍ତି । ୧୫ ଏକର ଜମିରେ ୧୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଅତ୍ୟାଧୁନିକ…

ଆଝାରୁଦ୍ଦିନଙ୍କ ୨୮ ବର୍ଷ ତଳର ରେକର୍ଡ ସହ ସମକକ୍ଷ ହେଲେ ପୂଜାରା

ସସକ୍ସେ: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ୨୮ ବର୍ଷ ତଳର ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଚଳିତ କାଂଉଟି କ୍ରିକେଟରେ ସସେକ୍ସ ପକ୍ଷରୁ ଖେଳୁଥିବା ପୂଜାରା ଡରହାମ ବିପକ୍ଷରେ ୩୩୪ ବଲରେ ଆକର୍ଷଣୀୟ ୨୦୩ ରନ ସଂଗ୍ରହ କରିଥିଲେ । ଚଳିତ…

ଜାତୀୟ ମହିଳା ଟି୨୦ ଚାମ୍ପିୟନଶିପ: ସେମିରେ ପ୍ରବେଶ କଲା ଓଡିଶା

ଭୁବନେଶ୍ୱର: ଓଡିଶା ଟିମ ସୁରଟରେ ଚାଲିଥିବା ଜାତୀୟ ମହିଳା ଟି୨୦ ଚାମ୍ପିୟନଶିପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ଥିରୁୱନ୍ତପୁରମରେ ଅନୁଷ୍ଠିତ ଏଲିଟ ଗ୍ରୁପ ବିର ସମସ୍ତ ମ୍ୟାଚ ଜିତିବା ପରେ ସୁରଟରେ ଓଡିଶା ୧୩ ରନରେ ହରିୟାଣାକୁ ପରାସ୍ତ କରିଥିଲା । ଓଡିଶା ମେ ୨ରେ ହେବାକୁ ଥିବା…