Latest Odisha News

BREAKING NEWS

Browsing Category

କ୍ରିକେଟ

ଶାହାଙ୍କୁ ଧମକ: ବାସନ୍ଦ ହେବେ ବୋରିୟା ମଜମୁଦାର

ମୁମ୍ବାଇ: ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହଙ୍କୁ ଧମକାଇବା ଘଟଣାରେ ବିସିସିଆଇ ପତ୍ରକାର ତଥା ବାୟୋଗ୍ରାଫି ରାଇଟର ବୋରିୟା ମଜମୁଦାରଙ୍କୁ ବାସନ୍ଦ କରିବା ପାଇଁ ଚିନ୍ତା କରୁଛି । ଷ୍ଟାଡିୟମ ପ୍ରବେଶ ଉପରେ ମଧ୍ୟ ତାଙ୍କ ଉପରେ କଟକଣା ଲାଗିପାରେ । ଏଥିନେଇ ସମସ୍ତ ଷ୍ଟେଟ ୟୁନିୟନକୁ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କଲା ବିସିସିଆଇ

ଭୁବନେଶ୍ୱର: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କରିଛି । ଏହି ୫ମ୍ୟାଚ ବିଶିଷ୍ଟ ସିରିଜ ଜୁନ ୯ରୁ ଆରମ୍ଭ ହେବ । କାର୍ଯ୍ୟସୂଚୀ: ପ୍ରଥମ ଟି୨୦: ଜୁନ ୯ (ଦିଲ୍ଲୀ) । ଦ୍ୱିତୀୟ ଟି୨୦: ଜୁନ ୧୨ (କଟକ) । ତୃତୀୟ ଟି୨୦: ଜୁନ ୧୪…

ନୂତନ ଫର୍ମାଟରେ କଳାହାଣ୍ଡି କପ କ୍ରିକେଟ

ଭୁବନେଶ୍ୱର: କଳାହାଣ୍ଡି କପ କ୍ରିକେଟ ଏଥର ନୂତନ ଫର୍ମାଟରେ ଖେଳାଯାଉଛି । ଏପ୍ରିଲ ୯ରୁ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ବିଭିନ୍ନ ଗ୍ରାଉଣ୍ଡରେ ଏହା ଖେଳାଯାଇଥିଲା । ଗତ ବାର୍ଷିକ କାର୍ଯ୍ୟକାରିଣୀ ବୈଠକରେ ଡାଇମଣ୍ଡ, ଗୋଲ୍ଡ ଏବଂ ସିଲଭର ୩ଟି ଗ୍ରୁପର ଦଳ ଚୟନ କରିବା ପାଇଁ ପ୍ରସ୍ତାବ ଗ୍ରହଣ…

ନୋ ବଲ ବିବାଦ : ରିଷଭ ପନ୍ତ ଦଣ୍ଡିତ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚରେ ବିଶୃଙ୍ଖଳିତ ଆଚରଣ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଦଣ୍ଡିତ ହୋଇଛନ୍ତି । ପନ୍ତଙ୍କ ମ୍ୟାଚ ଫିର ଶତ ପ୍ରତିଶତ ଅର୍ଥ ଜରିମାନା ବାବଦକୁ କଟା ଯାଇଛି । ପ୍ରବୀଣ ଆମ୍ରେଙ୍କ ଉପରେ ଗୋଟିଏ ମ୍ୟାଚର ପ୍ରତିବନ୍ଧ ଲଗା ଯାଇଥିବା…

ବାରବାଟିରେ ଖେଳଯିବ ଭାରତ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି

କଟକ: ବାରବାଟିରେ ଜମିବ ଟି-ଟ୍ୱେଣ୍ଟି ମ୍ୟାଚ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଜୁନ ୧୨ ତାରିଖରେ ଏହି ମ୍ୟାଚ ରହିଛି । ମୋଟ୍ ୫ଟି ଟି-୨୦ ମ୍ୟାଚ ଖେଳିଯିବ ବୋଲି ସ୍ଥିର ହୋଇଛି । ଜୁନ୍ ୯ରୁ ଏହି ମ୍ୟାଚ…

ରାଜସ୍ଥାନ ବିପକ୍ଷ ମ୍ୟାଚରେ ଷ୍ଟାଡିୟମରେ ରହିବେନି ଦିଲ୍ଲୀ କୋଚ

ମୁମ୍ବାଇ: ଚଳିତ ଆଇପିଏଲରେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ତେବେ ଏହି ମ୍ୟାଚରେ ଦିଲ୍ଲୀ କୋଚ ରିକି ପୋଟିଂ ଷ୍ଟାଡିୟମରେ ରହିବେ ନାହିଁ । ଏହାର କାରଣ ହେଲା ତାଙ୍କର ଜଣେ ପରିବାର ସଦସ୍ୟ କରୋନା ସଂକ୍ରମିତ ହୋଇଥିବାରୁ ଏହି ପଦକ୍ଷେପ ଗ୍ରହଣ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଲରାଉଣ୍ଡର ପୋଲାର୍ଡ

ନୂଆଦିଲ୍ଲୀ: ଓ୍ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ତଥା ବିଧ୍ୱଂସୀ ବ୍ୟାଟସମ୍ୟାନ କିରଣ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ୧୫ ବର୍ଷ ହେବ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟ ସହ ଜଡିତ ରହିଛନ୍ତି । ପୋଲାର୍ଡ ଏବେ ୨୦୨୨ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ…

କଳାହାଣ୍ଡି କପ କ୍ରିକେଟ; ଭୁବନେଶ୍ୱର ଏ, ସୁନ୍ଦରଗଡ, କଟକ ବି ବିଜୟୀ

ଭୁବନେଶ୍ୱର: କଟକରେ ଚାଲିଥିବା କଳାହାଣ୍ଡି କପ କ୍ରିକେଟରେ ଭୁବନେଶ୍ୱର ଏ, ସୁନ୍ଦରଗଡ, କଟକ ବି, ଝାରସୁଗୁଡା, କଟକ ଏ ଓ ଯାଜପୁର ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ପ୍ରଥମ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ୨୪୦ ରନର ବିଜୟ ଲକ୍ଷ୍ୟ ଭୁବନେଶ୍ୱର ଏ ସମ୍ମୁଖରେ ରଖିଥିଲା । ଅନୁରାଗ ଷଡଙ୍ଗୀ…

ଟି୨୦ରେ ୧୦,୦୦୦ ରନ କଲେ ହିଟମ୍ୟାନ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟି୨୦ କ୍ରିକେଟରେ ୧୦,୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ୨୮ରନ ଇନିଂସ ଅବସରରେ ସେ ଏହି ସଫଳତା ହାସଲ କରିଛନ୍ତି । ବିରାଟ କୋହଲିଙ୍କ ପରେ ଭାରତର ୨ୟ ଖେଳାଳି ଏବଂ ଓଭରାଲ ୭ମ ଆନ୍ତର୍ଜାତୀୟ କ୍ରିକେଟର…

ଟି-୨୦ ବିଶ୍ୱକପ୍ ୨୦୨୪: ଭାରତ ବିରୋଧରେ ଖେଳିପାରନ୍ତି ୬ ଭାରତୀୟ !

ଭୁବନେଶ୍ୱର: ଆମେରିକା ଓ ୱେଷ୍ଟ ଇଣ୍ଡିଜରେ ଅନୁଷ୍ଠିତ ହେବ ୨୦୨୪ ଟି-୨୦ କ୍ରିକେଟ୍ ବିଶ୍ୱକପ ପ୍ରତିଯୋଗୀତା । ନିର୍ଦ୍ଧାରିତ ବର୍ଷ ଜୁନ୍ ମାସରେ ହେବାକୁ ଥିବା ଏହି ପ୍ରତିଯୋଗୀତାରେ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଭାଗ ନେବ । ଆୟୋଜକ ଦେଶ ହୋଇଥିବାରୁ ଉଭୟ ଆମେରିକା ଓ…