Latest Odisha News

BREAKING NEWS

Browsing Category

କ୍ରିକେଟ

ଅହମ୍ମଦାବାଦରେ ପଂହଚିଲା ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ଭାରତ ବିପକ୍ଷ ସିରିଜ ଖେଳିବା ପାଇଁ ବୁଧବାର ଅହମ୍ମଦାବାଦରେ ପଂହଚିଛି । ଦିନିକିଆ ସିରିଜ ଫେବୃୟାରୀ ୬ରୁ ଆରମ୍ଭ ହେବ । ପ୍ରଥମ ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ଏଠାରେ ଅଭ୍ୟାସ କରିବେ । ଦିନିକିଆ ସିରିଜ ଦର୍ଶକଙ୍କ ବିନା ଖେଳାଯିବ…

ଆଇପିଏଲ୍ ଖେଳିବେ ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ !

ଭୁବନେଶ୍ୱର: ପୁଣିଥରେ ଖେଳ ପଡିଆକୁ ଫେରିବେ ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ ମନୋଜ ତିୱାରୀ । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ଆଇପିଏଲ୍ ୨୦୨୨ ମେଗା ଅକ୍ସନ୍‌ରେ ନିଜ ନାମ ପଂଜିକୃତ କରିଛନ୍ତି । ଏହି ୩୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ୨୦୧୮ରେ ନିଜର ଶେଷ ଆଇପିଏଲ୍…

୨୪ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ ଫେରିଲା କ୍ରିକେଟ: ଭାରତ-ଅଷ୍ଟ୍ରେଲିଆ ଉଦଘାଟନୀ ମୁକାବିଲା

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୮ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଇଂଲଣ୍ଡରେ ବର୍ମିଂହାମରେ ଆୟୋଜିତ ହେବ । ୨୪ ବର୍ଷ ପରେ କ୍ରିକେଟ ଏହି ପ୍ରତିଯୋଗିତାକୁ ଫେରିଛି । ୮ଟି ମହିଳା ଟିମ ଏଥିରେ ଅଂଶଗ୍ରହଣ କରିବେ । ୨୯ ଜୁଲାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ ।…

ଆଇପିଏଲ ମେଗା ନିଲାମରେ ଓଡିଶାରୁ ମାତ୍ର ୨ଜଣ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ମେଗା ନିଲାମ ପ୍ରକ୍ରିୟାରେ ଓଡିଶାର ମାତ୍ର ୨ଜଣ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ । ପୂର୍ବରୁ ଓଡିଶା କ୍ରିକେଟ ଆସୋସିଏଶନ ୫ଜଣ ଖେଳାଳିଙ୍କ ନାମ ଏଥିପାଇଁ ପଠାଇଥିଲା । ଶୁଭ୍ରାଂଶୁ ଓ ଅଭିଷେକଙ୍କ…

ଆଇପିଏଲ ୨୦୨୨: ଫେବୃୟାରୀ ୧୨ରୁ ନିଲାମ ପ୍ରକ୍ରିୟା, ସାମିଲ ହେବେ ୫୯୦ ଖେଳାଳି

ମୁମ୍ବାଇ: ଆଇପିଏଲ ୨୦୨୨ ସଂସ୍କରଣର ମେଗା ନିଲାମ ପ୍ରକ୍ରିୟା ଫେବୃୟାରୀ ୧୨ ଓ ୧୩ରେ ଆୟୋଜିତ ହେବ । ଏଥିରେ ୫୯୦ ଖେଳାଳି ସାମିଲ ହେବେ । ବିସିସିଆଇ ପକ୍ଷରୁ ଏ ନେଇ ତାଲିକା ଜାରୀ କରାଯାଇଛି । ପ୍ରଥମ ଥର ୧୦ଟି ଟିମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳିଙ୍କ…

୪ ବଲରେ ୪ ୱିକେଟ ନେଲେ ହୋଲ୍ଡର: ୱେଷ୍ଟଇଣ୍ଡିଜ ସିରିଜ ବିଜୟୀ

ବାର୍ବାଡୋସ: ୱେଷ୍ଟଇଣ୍ଡିଜର ଷ୍ଟାର ବୋଲର ଜାସନ ହୋଲ୍ଡର ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ୫ମ ଟି୨୦ କ୍ରିକେଟ ମ୍ୟାଚରେ ୪ ବଲରେ ୪ ୱିକେଟ ଅକ୍ତିଆର କରି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ୱେଷ୍ଟଇଣ୍ଡିଜ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ଏହି ମ୍ୟାଚରେ ବିଜୟ ହାସଲ କରି…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ଆଂଟିଗୁଆ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ସେମିଫାଇନାଲରେ ଭାରତ ପ୍ରବେଶ କରିଛି । ଫେବୃୟାରୀ ୧ରେ ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ଭେଟିବ ଇଂଲଣ୍ଡ । ସେହିପରି ୨ରେ ହେବାକୁ ଥିବା ଦ୍ୱିତୀୟ ସେମିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର…

ବିଶ୍ୱକପ୍ କ୍ରିକେଟ ମ୍ୟାଚ୍ ବେଳେ ଭୂମିକମ୍ପ, ଦେଖନ୍ତୁ ଭିଡିଓ

ତ୍ରିନିଦାଦ: ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ମ୍ୟାଚ୍ ବେଳେ ହେଲା ଭୂମିକମ୍ପ । କୁଇନ୍ସ ପାର୍କ ଓଭାଲରେ ଜିମ୍ୱାଓ୍ୱେ ଓ ଆୟଲ୍ୟାଣ୍ଡ ମ୍ୟାଚ୍ ଚାଲିଥିବା ବେଳେ ଭୂମିକମ୍ପ ହେଲା । ଜିମ୍ବାଓ୍ୱେ ବ୍ୟାଟିଂ କରିବା ବେଳେ କମ୍ପନ ଅନୁଭୂତ ହୋଇଥିଲା । ତେବେ ଖେଳ ଉପରେ ଏହାର କୌଣସି ପ୍ରଭାବ…

ଭାଇରାଲ ହେଉଛି କ୍ରିକେଟର ୱାଶିଂଟନ ସୁନ୍ଦରଙ୍କ ରଜନୀକାନ୍ତ ଲୁକ୍‌

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ଯୁବ ସ୍ପିନର ୱାଶିଂଟନ ସୁନ୍ଦର ଶନିବାର ଇନଷ୍ଟାଗ୍ରାମରେ ଏ ଭଳି ଏକ ଫଟୋ ଛାଡିଛନ୍ତି ଯାହାକି ପ୍ରଶଂସକଙ୍କୁ ବେଶ ପସନ୍ଦ ଆସୁଛି । ଏହି ଫଟୋରେ ୱାଶିଂଟନ ସୁନ୍ଦର ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଶିବାଜୀ ଦି ବସର ଲୁକ ଆପଣାଇଛନ୍ତି । ଏଥିରେ ଲେଖିଛନ୍ତି ଯେ,…

ସ୍ପଟ ଫିକ୍ସିଂ ମାମଲାରେ ବାସନ୍ଦ ହେଲେ ବ୍ରେଣ୍ଡନ ଟେଲର

ଦୁବାଇ: ସ୍ପଟ ଫିକ୍ସିଂ ମାମଲାରେ ଜିମ୍ବାୱେର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲରଙ୍କୁ ଆଇସିସି ବାସନ୍ଦ କରିଛି । ଟେଲର ସାଢ଼େ ତିନି ବର୍ଷ କୌଣସି ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବେ ନାହିଁ । ପୂର୍ବରୁ ଟେଲର ଭାରତରେ କିପରି ଜଣେ ବ୍ୟବସାୟୀ ନିଶା ଖୁଆଇବା ସହ ସ୍ପଟ ଫିକ୍ସିଂ ପାଇଁ ବ୍ଲାକମେଲ…