Latest Odisha News

BREAKING NEWS

Browsing Category

କ୍ରିକେଟ

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ କୋହଲିଙ୍କୁ ଦିଆଯିବ ବିଶ୍ରାମ !

ନୂଆଦିଲ୍ଲୀ: ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ କ୍ରିକେଟ ସିରିଜ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ । ଅବଶ୍ୟ ଏ ନେଇ କୋହଲି କିମ୍ବା ବିସିସିଆଇ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ । ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପରେ କୋହଲି…

ଭାରତ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତନ କରିବା ପାଇଁ ବିସିସିଆଇକୁ ଅନୁରୋଧ କଲା ଏସଏଲସି

ନୂଆଦିଲ୍ଲୀ: ଭାରତ ଗସ୍ତ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତନ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ଅନୁରୋଧ କରିଛି । ଏହି ଗସ୍ତରେ ପ୍ରଥମ ୨ଟି ଟେଷ୍ଟ ମ୍ୟାଚ ଏବଂ ପରେ ଟି୨୦ ସିରିଜ ଖେଳା ଯାଇଥାନ୍ତା । ଶ୍ରୀଲଙ୍କା ବୋର୍ଡ ଟି୨୦ରୁ ସିରିଜ ଆରମ୍ଭ…

ବଲ ଟ୍ୟାମ୍ପରିଂ କରି ବାସନ୍ଦ ହେଲେ ନେଦରଲାଣ୍ଡ ପେସର କିଙ୍ଗମା

ଦୁବାଇ: ଦୀର୍ଘ ଦିନ ପରେ ପୁନର୍ବାର କ୍ରିକେଟରେ ବଲ ଟ୍ୟାମ୍ପରିଂ ଫେରିଛି । ଆଫାଗାନିସ୍ତାନ ବିପକ୍ଷ ଦିନିକିଆ କ୍ରିକେଟ ସିରିଜର ତୃତୀୟ ମ୍ୟାଚରେ ନେଦରଲାଣ୍ଡ ପେସର ଭିଭିଆନ କିଙ୍ଗମାଙ୍କ ନାମରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଥିଲା । କିଙ୍ଗମାଙ୍କୁ ଏଥିନେଇ ଆଇସିସି ୪ମ୍ୟାଚରୁ ବାସନ୍ଦ କରିଛି ।…

ବାପା ହେଲେ ଯୁବରାଜ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଯୁବିଙ୍କ ପତ୍ନୀ ହେଜେଲ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଯୁବରାଜ ଟ୍ୱିଟ କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଜଣାଇଛନ୍ତି । ଆମେ ଆମ ଦୁନିଆକୁ ଏହି ଶିଶୁକୁ…

ଗମ୍ଭୀରଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଓ ବିଜେପି ଏମପି ଗୌତମ ଗମ୍ଭୀର କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ ସାଇଟରେ ସେ ଏ ନେଇ ସୂଚନା ଦେଇଥିଲେ । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ସେ ନିଜର କୋଭିଡ ୧୯ ଟେଷ୍ଟ କରାଇଥିଲେ, ଯାହାକି ପଜିଟିଭ ଆସିଛି । ମୁଁ ସୁସ୍ଥ ଅଛି ଏବଂ…

ଆଇପିଏଲ: ଲକ୍ଷ୍ନୌ ଫ୍ରାଂଚାଇଜ ଘୋଷଣା କଲା ଟିମର ଅଫିସିଆଲ ନାମ

ଲକ୍ଷ୍ନୌ: ଆଇପିଏଲ ୨୦୨୨ ସଂସ୍କରଣରେ ସାମିଲ ହୋଇଥିବା ଲକ୍ଷ୍ନୌ ଫ୍ରାଂଚାଇଜ ସୋମବାର ଏହାର ଟିମର ନାମକରଣ କରିଛି । ଏହାର ନାମ ଲକ୍ଷ୍ନୌ ସୁପର ଜ୍ୟାଂଟସ ରଖାଯାଇଛି । ଅଫିସିଆଲ ଭାବେ ଫ୍ରାଂଚାଇଜ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହାର ମାଲିକ ଗୋୟନକା ଗ୍ରୁପ ୨୦୧୭ରେ  ପୁଣେ ଫ୍ରାଂଚାଇଜକୁ…

ଟେଲରଙ୍କ ଚାଂଚଲ୍ୟକର ବୟାନ: ପ୍ରଥମେ ବ୍ଲାକମେଲ, ପରେ ସ୍ପଟ ଫିକ୍ସିଂ ପାଇଁ ଚାପ

ହରାରେ: ସ୍ପଟ ଫିକ୍ସିଂର କଳା ବାଦଲ ପୁଣି କ୍ରିକେଟକୁ ଫେରିଛି । ଜିମ୍ବାୱେର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲର ସୋମବାର ଏ ନେଇ ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ଟୁଇଟର ମାଧ୍ୟମରେ ୩୫ ବର୍ଷୀୟ ଟେଲର ଜଣାଇଛନ୍ତି ଯେ, ୨୦୧୯ରେ ଜଣେ ଭାରତୀୟ ବ୍ୟବସାୟୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ…

ସ୍ମୃତି ମାନ୍ଧନାଙ୍କୁ ଆଇସିସି ମହିଳା କ୍ରିକେଟର ପୁରସ୍କାର

ଲଣ୍ଡନ: ଭାରତର ଉଦୀୟମାନ ମହିଳା କ୍ରିକେଟର ସ୍ମୃତି ମାନ୍ଧନା ୨୦୨୧ ଆଇସିସି ମହିଳା କ୍ରିକେଟର ପୁରସ୍କାର ହାସଲ କରିଛନ୍ତି । ଏହି ସିଜନରେ ସେ ୨୨ ଆନ୍ତର୍ଜାତୀୟ ମ୍ୟାଚରେ ୮୫୫ ରନ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ । ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ବର୍ଷକର…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: କ୍ୱାର୍ଟରରେ ବାଂଲାଦେଶକୁ ଭେଟିବ ଭାରତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର କ୍ୱାର୍ଟର ଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ । ଏଥିରେ ଟିମ ଇଣ୍ଡିଆ ବିଜୟ ହାସଲ କଲେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜେତାକୁ ସେମିରେ ଭେଟିବ । ଜାନୁୟାରୀ ୨୯ରେ…

ଆଇପିଏଲ ନିଲାମରେ ୫ ଓଡିଆ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୫ଜଣ ଓଡିଆ ଖେଳାଳି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫି ଓ ବିଜୟ ହଜାରେରେ ଏହି ଖେଳାଳିମାନେ ପ୍ରଭାବୀ…