Latest Odisha News

BREAKING NEWS

Browsing Category

କ୍ରିକେଟ

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ୮ ବର୍ଷ ପରେ ଭାରତକୁ ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ପାକିସ୍ତାନ ୨ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୮ ବର୍ଷ ପରେ ଭାରତକୁ ହରାଇବାରେ ପାକିସ୍ତାନ ସଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଆରାଧ୍ୟା ଯାଦବଙ୍କ ୫୦ ରନ ସହାୟତାରେ ୨୩୭ ରନ କରିଥିଲା । ଜବାବରେ ପାକିସ୍ତାନ ମ୍ୟାଚର…

ଭାରତୀୟ ଦୃଷ୍ଟିହୀନ ଟିମରେ ଓଡିଆ ପୁଅ ନକୁଳ ବଡନାୟକ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଭୋପାଳରେ ବାଂଲାଦେଶ ବିପକ୍ଷ ଦୃଷ୍ଟିହୀନ ଟି୨୦ ଏବଂ ଦିନିକିଆ କ୍ରିକେଟ ପାଇଁ ଶୁକ୍ରବାର ୧୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶା ଅଲରାଉଣ୍ଡର ନକୁଳ ବଡନାୟକଙ୍କୁ ସୁଯୋଗ ମିଳିଛି । ସୁନୀଲ ରମେଶ ଏବଂ ଦୀପକ ମଲିକଙ୍କୁ ଦଳର ଅଧିନାୟକ ଏବଂ ଉପ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଭଜି

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଅଫ ସ୍ପିନର ହରଭଜନ ସିଂ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ୨୩ ବର୍ଷର କ୍ୟାରିୟରର ଅନ୍ତ ଘଟିଛି । ୧୯୯୮ରେ ହରଭଜନ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୦୩ ମ୍ୟାଚରେ ୪୧୭ ୱିକେଟ ଅକ୍ତିଆର…

ଧୋନୀଙ୍କ ରେକର୍ଡ ଭାଙ୍ଗିବେ ପନ୍ତ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ୱିକେଟକିପର ରିଷଭ ପନ୍ତଙ୍କ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି । ୨୬ ଡିସେମ୍ବରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରଜରେ ପନ୍ତ ୩ଟି ଡିସମସାଲ କଲେ କମ ମ୍ୟାଚରେ ଦ୍ରୁତ ୧୦୦…

ଆଇପିଏଲ: ହାଇଦ୍ରାବାଦ ସହ ଯୋଡି ହେଲେ ଲାରା, ଷ୍ଟେଇନ, କାଟିଚ

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ୱେଷ୍ଟଇଣ୍ଡିଜର ବ୍ରାଏନ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟ୍ରାଟେଜିକ ଆଡଭାଇଜର ଭାବେ ନିଯୁକ୍ତ କରାଯାଇଛି । ଏଥିସହ ଲାରା ପ୍ରଥମ ଥର ପାଇଁ ଆଇପିଏଲରେ ଯୋଡି ହେବେ । ଭିଭିଏସ ଲକ୍ଷ୍ମଣ ଏନସିଏ…

କୋହଲିଙ୍କ ଅଧିନାୟକ ପଦରୁ ହଟିବା ବିବାଦ ନେଇ ଗାଙ୍ଗୁଲିଙ୍କୁ ଦୋଷ ଦେଲେ ଭେଙ୍ଗସରକାର

ମୁମ୍ବାଇ:ବିସିସିଆଇ ଓ ବିରାଟ କୋହଲିଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନେଇ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ସୌରଭ ଗାଙ୍ଗୁଲିଙ୍କୁ ଦାୟୀ କରିଛନ୍ତି । ବିନା କାରଣରେ ଅଧିନାୟକଙ୍କୁ ହଟାଇବା ବିସିସିଆଇର ପୂରୁଣା ଅଭ୍ୟାସ । କୋହଲିଙ୍କ ପ୍ରଦର୍ଶନ ବିଚାରକୁ ନେଲେ ତାଙ୍କୁ ସମ୍ମାନର ସହ ବିଦା…

[ଭିଡିଓ] ସୋସିଆଲ୍ ମିଡିଆରେ ବିରାଟ କୋହଲିଙ୍କ ନୂଆ ଖୁଲାସା

ଭୁବନେଶ୍ୱର: ବିଶ୍ୱର ସବୁଠୁ ଚର୍ଚ୍ଚିତ କ୍ରିକେଟର୍ ତଥା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ଏହି ଖାସ ଖେଳାଳିଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସିଥାଏ । ତେବେ ବିରାଟ ବ୍ଲାକ ୱାଟର୍ ସେବନ କରିବା ସହ ତାଙ୍କ ପ୍ରାଇଭେଟ୍ ଜେଟ୍ ଥିବା ନେଇ ଚର୍ଚ୍ଚା ଖୁବ…

ଆଇପିଏଲ ୨୦୨୨ ମେଗା ନିଲାମ ଫେବୃୟାରୀ ୭ରୁ !

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ର ମେଗା ନିଲାମ ଫେବୃୟାରୀ ୭ ଏବଂ ୮ରେ ହେବ ବୋଲି ବିସିସିଆଇର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି । ଏହି ୨ ଦିନିକିଆ ନିଲାମ ପ୍ରକ୍ରିୟା ବାଙ୍ଗାଲୋରରେ ଆୟୋଜିତ ହେବ । ପୂର୍ବରୁ ଏହି ନିଲାମ ଦୁବାଇରେ କରାଯିବ ବୋଲି କୁହା ଯାଉଥିଲା । ଭାରତରେ ଯଦି କରୋନା…

ପାକିସ୍ତାନୀ ସ୍ପିନର ୟାସିରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଜଣେ ନାବାଳିକା

ଲାହୋର: ପାକିସ୍ତାନର ସିନିୟର ଲେଗ ସ୍ପିନର ୟାସିର ଶାହଙ୍କ ବିରୋଧରେ ଜଣେ ୧୪ ବର୍ଷୀୟା ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଛି । ଇସଲାମବାଦରେ ୟାସିର ଏବଂ ତାଙ୍କ ସାଙ୍ଗ ଫରହାନଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଫରହାନ ବନ୍ଧୁକ ମୁଣ୍ଡରେ ଲଗାଇ ମୋ ସହିତ ଦୁଷ୍କର୍ମ କରିବା ସହ ଭିଡିଓ ମଧ୍ୟ…

ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସଡର ହେଲେ ପନ୍ତ

ଡେରାଡୁନ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ତାଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି । ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ସାଜିଥିବା ଆମ…