Latest Odisha News

BREAKING NEWS

Browsing Category

କ୍ରିକେଟ

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଓଡିଶାର ପରେଶ ପଟେଲ

ଭୁବନେଶ୍ୱର: ଓଡିଶାର ପୂର୍ବତନ ରଣଜୀ ଖେଳାଳି ପରେଶ ପଟେଲ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ପରେଶ ଓଡିଶା ପକ୍ଷରୁ ରଣଜୀ ଖେଳିବା ବ୍ୟତୀତ ଇଷ୍ଟ ଜୋନ, ଦେଓଧର ଟ୍ରଫି ଓ ଚ୍ୟାଲେଞ୍ଜର ଟ୍ରଫିରେ ଖେଳିଛନ୍ତି । କ୍ୟାରିୟରରେ ସେ ୯ ପ୍ରଥମ ଶ୍ରେଣୀ ମ୍ୟାଚ,…

ମୁମ୍ବାଇରେ ହୋଇପାରେ ଆଇପିଏଲର ୨୦୨୨ ସଂସ୍କରଣ !

ମୁମ୍ବାଇ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଏଥର ଘରୋଇ ପରିବେଶରେ ଆଇପିଏଲ ଆୟୋଜନ ହେବ ବୋଲି ସୂଚନା ଦେଇଛି । ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୨ ସଂସ୍କରଣ ମୁମ୍ବାଇରେ ହେବ ବୋଲି ଜଣାପଡିଛି । ବିସିସିଆଇର ଜନୈକ ଅଧିକାରୀ ତାଙ୍କ ନାମ ପ୍ରକାଶ ନ କରି ଏହା ଏଏନଆଇକୁ…

ଆଇପିଏଲ ୨୦୨୨ ମେଗା ନିଲାମ: ସାମିଲ ହେବେ ୮୯୬ ଭାରତୀୟ, ୩୧୮ ବିଦେଶୀ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ର ମେଗା ନିଲାମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ୧୦ଟି ଟିମ ଅଂଶଗ୍ରହଣ କରିବେ । ୮୯୬ ଭାରତୀୟ ଓ ୩୧୮ ବିଦେଶୀ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯିବ । ନିଲାମରେ ୨୭୦ କ୍ୟାପଡ ଖେଳାଳି, ୯୦୩ ଅନକ୍ୟାପଡ ଖେଳାଳି ସାମିଲ ହେବେ…

ରାହୁଲ ହେଲେ ଆଇପିଏଲ ଇତିହାସର ଦାମୀ ଖେଳାଳି

ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ଅହମ୍ମଦାବାଦ ଓ ଲକ୍ଷ୍ନୌ ମେଗା ଅକ୍ସନ ପୂର୍ବରୁ ଖେଳାଳିଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛି । କେଏଲ ରାହୁଲଙ୍କୁ ଲକ୍ଷ୍ନୌ ୧୭ କୋଟି ଟଙ୍କାରେ ଚୁକ୍ତ କରିଛି । ଏଥିସହ ରାହୁଲ ଆଇପିଏଲ ଇତିହାସର ଦାମୀ ଖେଳାଳି ପାଲଟିଛନ୍ତି । ବିରାଟ…

ମେହାଙ୍କ ସହ ସମ୍ପନ୍ନ ହେଲା କ୍ରିକେଟର ଅକ୍ଷର ପଟେଲଙ୍କ ନିର୍ବନ୍ଧ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଅକ୍ଷର ପଟେଲ ଓ ତାଙ୍କ ଗର୍ଲଫ୍ରେଣ୍ଡ ମେହାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲ ପାଇ ଆସୁଥିଲେ । ମେହା ପେଶରେ ଡାଇଟିଶିୟନ ଓ ନ୍ୟୁଟ୍ରିଶିୟନ ଅଟନ୍ତି । ଅକ୍ଷର ତାଙ୍କ ୨୮ତମ ଜନ୍ମଦିନ ଅବସରରେ ମେହାଙ୍କୁ…

ହରଭଜନ୍ ସିଂ କୋଭିଡ୍ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନା କବଳରେ ପୂର୍ବତନ ଭାରତୀୟ କ୍ରିକେଟର୍ ହରଭଜନ୍ ସିଂ । କୋଭିଡ୍ ରିପୋର୍ଟ୍ ପଜିଟିଭ୍ ବାହାରିବା ପରେ ହରଭଜନ ସିଂ ସଙ୍ଗରୋଧରେ ଘରେ ରହିଥିବା ଜଣାପଡିଛି । I've tested positive for COVID with mild symptoms. I have quarantined myself at home and taking…

୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ: ପୁଣି ଗୋଟିଏ ଗ୍ରୁପରେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ପୁଣି ବିଶ୍ୱକପରେ ଗୋଟିଏ ଗ୍ରୁପରେ ଭାରତ-ପାକିସ୍ତାନ । ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପରେ ଦୁଇ ଟିମ୍ ଗ୍ରୁପ୍-ବିରେ ସ୍ଥାନ ପାଇଛନ୍ତି । ସାମନାକୁ ଆସିଛି ICC ଜାରି କରିଥିବା କ୍ରୀଡା ସୂଚୀ । ପୁଣି ଥରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ…

କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥାନ୍ତେ ଗାଙ୍ଗୁଲି !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଖେଳାଳି ବିରାଟ କୋହଲିଙ୍କ ଅଧିନାୟକ ପଦକୁ ନେଇ ଏବେ ବେଶ କିଛି ଦିନ ହେବ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ କୋହଲି ମୁହାଁମୁହିଁ ପରିସ୍ଥିତିକୁ ଆସି ଯାଇଥିଲେ । ଏକ ନ୍ୟୁଜ ସାଇଟରେ ପ୍ରକାଶିତ ଖବର…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଅଧିନାୟକ ୟଶଙ୍କ ସମେତ ୬ ଖେଳାଳି କରୋନା ସଂକ୍ରମିତ

ତ୍ରିନିଦାଦ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ କରୋନା ଭାଇରସ ତାଣ୍ଡବ ରଚିବା ଆରମ୍ଭ କରିଛି । ଭାରତୀୟ ଦଳର ଅଧିନାୟକ ୟଶ ଧୁଲଙ୍କ ସମେତ ୬ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । ବୁଧବାର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ୧୧ଜଣ ଖେଳାଳିଙ୍କୁ ନେଇ ଓହ୍ଲାଇବା ପାଇଁ ଭାରତ ନିମନ୍ତେ କଷ୍ଟକର ହୋଇ…

ଆଇସିସି ପକ୍ଷରୁ ୨୦୨୧ ଶ୍ରେଷ୍ଠ ଟିମ ଘୋଷିତ: ମହିଳା ଦଳରେ ଭାରତର କେବଳ ସ୍ମୃତିଙ୍କୁ ସୁଯୋଗ

ଭୁବନେଶ୍ୱର: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୧ର ଶ୍ରେଷ୍ଠ ଟି୨୦ ଟିମର ଘୋଷଣା କରିଛି । ପୁରୁଷ ବିଭାଗରେ ଭାରତର କୌଣସି ଖେଳାଳି ସ୍ଥାନ ପାଇ ନ ଥବା ବେଳେ ମହିଳାରେ କେବଳ ସ୍ମୃତି ମାନ୍ଧାନାଙ୍କୁ ସୁଯୋଗ ମିଳିଛି । ପାକିସ୍ତାନ ଏବଂ ଇଂଲଣ୍ଡ ଖେଳାଳିଙ୍କ ପ୍ରାଧାନ୍ୟ ଏହି ଟିମଗୁଡିକରେ…