Latest Odisha News

BREAKING NEWS

Browsing Category

କ୍ରିକେଟ

ବିଜୟ ହଜାରେ ଟ୍ରଫି: ୨୪ ଓଭରରେ ଶେଷ ହୋଇଗଲା ନାଗାଲାଣ୍ଡ-ତ୍ରିପୁରା ମ୍ୟାଚ

ଅଗରତାଲା: ଜୟପୁରରେ ଖେଳାଯାଇଥିବାର ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ପ୍ଲେଟ ଗ୍ରୁପର ଏକ ମୁକାବିଲା ମାତ୍ର ୨୪ ଓଭରରେ ଶେଷ ହୋଇଯାଇଛି । ନାଗାଲାଣ୍ଡ ଓ ତ୍ରିପୁରା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନାଗାଲାଣ୍ଡ ୪୮ରନରେ ଅଲଆଉଟ ହୋଇ ଯାଇଥିଲା । ୬ଜଣ…

ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ: ଈଶାନ୍ତ, ରାହାଣେ ଓ ପୂଜାରାଙ୍କ ପାଇଁ ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ କେତେକ ଭାରତୀୟ କ୍ରିକେଟରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ୩୩ ବର୍ଷୀୟ ଈଶାନ୍ତଙ୍କ ଏହା ଏକ ପ୍ରକାର ଶେଷ ସିରିଜ ହେବାକୁ ଯାଉଛି । ସେ ପୂର୍ବ ଭଳି ୱିକେଟ ହାସଲ କରିପାରୁ ନାହାନ୍ତି । ଅନ୍ୟ…

ଆଶେସ ଶୃଙ୍ଖଳା : ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ବୃହତ ବିଜୟ

ବ୍ରିସବେନ:ଏଠାରେ ଅନୁଷ୍ଠିତ ଆଶେସ ସିରିଜର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ବୃହତ ବିଜୟ ହାସଲ କରିଛି । ପ୍ରଥମ ଇନିଂସରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ୧୪୭ ରନ କରି ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ୪୨୫ ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୨୯୭…

ସାଇବର ଫ୍ରଡ କାମ୍ବଲୀଙ୍କ ଆକାଂଉଟରୁ ଠକି ନେଲେ ୧.୧୪ ଲକ୍ଷ ଟଙ୍କା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିନୋଦ କାମ୍ବଲୀଙ୍କ ଅକାଂଊଟରୁ ସାଇବର ଫ୍ରଡ ୧.୧୪ ଲକ୍ଷ ଟଙ୍କା ଉଡେଇ ନେଇଛନ୍ତି । କାମ୍ବଲୀଙ୍କ ଆକାଂଉଟ ଥିବା ବ୍ୟାଙ୍କର ଏକଜିକ୍ୟୁଟିଭ କହି ଠକ ଜଣଙ୍କ କାମ୍ବଲୀଙ୍କୁ ଫସାଇଥିଲା । କେୱାଇସି ଅପଡେଟ କରିବ ବୋଲି କହି ସେ ଏନିଡେସ୍କ…

ଟ୍ରୋଲ ହେବା ପରେ ମୁହଁ ଖୋଲିଲେ ଗାଙ୍ଗୁଲି

କୋଲକାତା: ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର ଦିନିକିଆ ଅଧିନାୟକ ପଦରୁ ହଟିବା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସେକ୍ରେଟାରୀ ଜୟ ଶାହ ଟ୍ରୋଲ ହେବାରେ ଲାଗିଥିଲେ । ଗୁରୁବାର ଏ ନେଇ ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ସେ କହିଛନ୍ତି କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ନିଷ୍ପତି…

ବିଜୟ ହଜାରେ ଟ୍ରଫି: ଓଡିଶାର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଗୁରୁବାର ଅନୁଷ୍ଠିତ ମୁକାବିଲାରେ ଓଡିଶା ୩ ୱିକେଟରେ ଗୁଜରାଟକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ କଥନ ପଟେଲଙ୍କ ୧୩୦ ରନ ସହାୟତାରେ ୫୦ ଓଭରରେ ୯ ୱିକେଟ ହରାଇ…

ଆଇପିଏଲରେ ରୋହିତଙ୍କୁ ବଡ ଦାୟିତ୍ୱ ଦେବାକୁ ଚାହୁଁଥିଲେ ଗିଲକ୍ରିଷ୍ଟ: ପ୍ରଜ୍ଞାନ ଓଝା

ଭୁବନେଶ୍ୱର: ବିରାଟ କୋହଲିଙ୍କ ଆଗରୁ ରୋହିତ ଶର୍ମା ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ଦୀର୍ଘ ଦିନ ପରେ ରୋହିତ ଏବେ ଟିମ ଇଣ୍ଡିଆ ଟି୨୦ ଏବଂ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ରୋହିତଙ୍କ ଦକ୍ଷତା ନେଇ ଭାରତର ପୂର୍ବତନ କ୍ରିକେଟର ତଥା ଓଡିଆ ଖେଳାଳି ପ୍ରଜ୍ଞାନ…

କୋହଲି ସ୍ୱତଃ ହଟିଥିଲେ ନାଁ ହଟା ଯାଇଛନ୍ତି !

ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଦିନିକିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ତେବେ ଏଥିପାଇଁ ବିରାଟ କୋହଲି ସ୍ୱତଃ ହଟିଥିଲେ ନାଁ ବିସିସିଆଇ ତାଙ୍କୁ ହଟାଇଥିଲେ ସେ ନେଇ ଦ୍ୱନ୍ଦ୍ୱ ରହିଥିଲା । ତେବେ ଗୁରୁବାର ଏଥିରୁ ପରଦା…

ବିଜୟ ହଜାରେ ଟ୍ରଫି: ଶୁଭ୍ରାଂଶୁଙ୍କ ଚମତ୍କାର ଶତକ, ବିଜୟ ସହ ଅଭିଯାନ ଆରମ୍ଭ କଲା ଓଡିଶା

ଭୁବନେଶ୍ୱର: ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ବୁଧବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ ଓଡିଶା କ୍ରିକେଟ ଦଳ ବିଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ପ୍ରଥମ ମୁକାବିଲାରେ ଓଡିଶା ୬୩ ରନରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି । ଟସ ଜିତି ଆନ୍ଧ୍ର ପ୍ରଥମେ ଫିଲ୍ଡିଂ କରିବା ପାଇଁ…

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷିତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବୁଧବାର ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତର ୧୮ଜଣିଆ ଟେଷ୍ଟ ଟିମ ଘୋଷଣା କରାଯାଇଛି । ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ୩ଟି ଲେଖାଁଏ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ ଖେଳାଯିବ । ଦିନିକିଆରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ପ୍ରଥମ ଟେଷ୍ଟ ୨୬…